Sign in
Sign in
Recover your password.
A password will be e-mailed to you.
ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଠାରେ ପାନୀୟଜଳ ପ୍ରକଳ୍ପ ଉଦ୍ଘାଟନ କଲେ ବିଧାୟକ ପ୍ରତାପ ଜେନା l
(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମରେ ଦେଢ ଲକ୍ଷ ବିଶିଷ୍ଟ ଉଚ୍ଚ ପାଣି ଟାଙ୍କି ଉଦ୍ଘାଟିତ ହୋଇଯାଇଛି । ସରପଞ୍ଚ ହିମାଂଶୁ ନାରାୟଣ ମଲ୍ଲଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା…
ନଵ ନିର୍ମିତ ସଭାଗୃହ ଉଦଘାଟିତ
ରାଉରକେଲା:(ବସନ୍ତ କୁମାର ଜେନା): ମାନ୍ୟବର ରାଜ୍ଯ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଆଜି ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ରେ ନଵ ନିର୍ମିତ ସଭାଗୃହ କମ୍ପୁ୍୍ଯଟର ରୁମ ଓ ବିଶ୍ରାମ କକ୍ଷର ଉଦଘାଟନ କରିଛନ୍ତି ା ଏହି ଅବସରରେ ଶ୍ରମ ଆୟୁକ୍ତ ଅମ୍ରିତ…
ନତକାଇ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତକୁ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମଙ୍ଗଳବାର ଦିନ ଗ୍ରସ୍ତ କରି କୃଷକମାନଙ୍କ ସୁବିଧା ପାଇଁ କୃଷକ କୃଷକ ପରାମର୍ଶ କେନ୍ଦ୍ରର ନୂତନ ଗୃହ, ଆମ ଓଡ଼ିଶା ନବୀନ ଓଡ଼ିଶା…
ହିତାଧିକାରୀଙ୍କୁ ଭତ୍ତା ଓ ନବୀନ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କଲେ ବିଧାୟକ ପ୍ରତାପ ଜେନା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ବାରା ବିଜୁ ସାସ୍ୟୁ କଲ୍ୟାଣ ଯୋଜନାରେ ନବୀନ କାର୍ଡ଼ ବଣ୍ଟନ ଓ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ହିତାଧିକାରୀଙ୍କୁଭତ୍ତା ବଣ୍ଟନ କରିଛନ୍ତି l ବ୍ଳକ ବିଜେଡ଼ି…
ପ୍ରୋତ୍ସାହନ ରାଶି ବଢିବାରୁ ଅଙ୍ଗନୱାଡ଼ି ଆଶା କର୍ମୀ, ସହାୟିକା,ଏମବିକେ,ସିଆରପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ…
(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ହିତାଧିକାରୀମାନଙ୍କର ପ୍ରୋତ୍ସାହନ ରାଶି ବଢିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି…
ନର୍ଲା ଠାରୁ ଭୁବନେଶ୍ୱର ଗଡ଼ିଲା ନୁଆଁ ବସ ଶୁଭାରମ୍ଭ କଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ
ଭବାନୀପାଟଣା(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ନର୍ଲାରେ ଆଜି ସନ୍ଧ୍ୟା ରେ ନର୍ଲା ଠାରୁ ଭୁବନେଶ୍ୱର ଏସି ବସ ର ଶୁଭାରମ୍ଭ କଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ l ନର୍ଲା ରୁପ୍ରାରୋଡ଼ ସୋନପୁର ଭୁବନେଶ୍ୱର ବସର ଶୁଭାରମ୍ଭ କରିଛନ୍ତି lଅତିଥି ଭାବେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର…
ଡାବୁଗାଁ ବ୍ଲକ ର ୩୩ ଲେଫ୍ଟ ଆଉଟ ଗଣ ଶିକ୍ଷକ ହେଲେ ନିୟମିତ ଶିକ୍ଷକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୨/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ୩୩ ଜଣ ଲେଫ୍ଟ ଆଉଟ୍ ଗଣ ଶିକ୍ଷକ ନିୟମିତ ଶିକ୍ଷକ (ଏକ୍ସ କେଡର) ର ମାନ୍ୟତା ପାଇଛନ୍ତି। ଦୀର୍ଘ ୨୨ ବର୍ଷ ପରେ ଲେଫ୍ଟ ଆଉଟ ଗଣ ଶିକ୍ଷକ ନିୟମିତ ଶିକ୍ଷକ ର…
ମାଁ ମାଣିକେଶ୍ବରୀ କ୍ଲବ ପକ୍ଷରୁ ପାଞ୍ଚଦିନିଆଁ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ ଅନୁଷ୍ଠିତ l
ଭବାନୀପାଟଣା( ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ପଞ୍ଚାୟତ ଅନ୍ତର୍ଗତ ଡେଣ୍ଡୋଗୁଡା ଠାରେ ଆଜି ମା ମାଣିକେଶ୍ବରୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ କଶ୍ରୁପଡା ଓ ଶଙ୍କରମାଲ ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା ଶଙ୍କରମାଲ ଟଚ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ…
ଲିଙ୍ଗୀୟ ସମ୍ବେଦନଶୀଳତା ଆଧାରିତ କର୍ମଶାଳା
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରେ ଓଡ଼ିଶା ଜେଣ୍ଡର୍ ରିସୋର୍ସ ସେଣ୍ଟର ଓୟୁଏଟି ତରଫରୁ ଲିଙ୍ଗୀୟ ସମ୍ବେଦନଶୀଳତା ଉପରେ ଦିନିକିଆ କର୍ମଶାଳା ଆୟୋଜନ ହୋଇଯାଇଛି। ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ବରର ଉପନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର୍…
ପୁନେରେ ଓଡ଼ିଆଙ୍କ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପୁନେ ସ୍ଥିତ ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ , ବନ୍ଦେ ଉତ୍କଳ ଭାରତୀ, ସରସ୍ୱତୀ ପୂଜା ସମିତି ଓ ମହାରାଷ୍ଟ୍ରର ଇକୋଗ୍ରାମ ସୋସାଇଟିର ମିଳିତ ଆନୁକୂଲ୍ଯରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମଜୟନ୍ତି ଓ ନାରୀଙ୍କ ସମାଜ ପ୍ରତି ଅତୁଳନୀୟ…