Sign in
Sign in
Recover your password.
A password will be e-mailed to you.
ମାହାଙ୍ଗା ବ୍ଲକ ପରିସରରେ ବିଧାୟକ ପ୍ରତାପ ଜେନା ଙ୍କ ଦ୍ୱାରା ଭତ୍ତା, ନବୀନ କାର୍ଡ, ଲେବର କାର୍ଡ, ଋଣ ପ୍ରଦାନ l
https://youtu.be/ADPWy9gRbnY
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ପରିସରରେ ବ୍ଲକ ବିଡିଓ ବିଶ୍ଵରଞ୍ଜନ ବିଶ୍ଵାସ ଙ୍କ ସଭାପତିତ୍ବରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ, ନୂତନ ବି.ଏସ୍.କେ.ଓ୍ବାଇ ନବୀନ କାର୍ଡ଼ ଓ ଭତ୍ତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
ସାଧାରଣ ନିର୍ବାଚନ – 2024 ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ଟିମ୍ ର ସମୀକ୍ଷା ବୈଠକ
ଭବାନୀପାଟଣା ତା : 13.03.2024:- ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ 2024 ନିମନ୍ତେ ବିଭିନ୍ନ ଟିମ୍ର ଗଠନ ଓ କାର୍ଯ୍ୟପ୍ରସ୍ତୁତି ଉପରେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଜିଲ୍ଲାପାଳଙ୍କ ବାସଗୃହ ସମ୍ମିଳନୀ କକ୍ଷରେ ଗତକାଲି 12.03.2024 ରେ ଅନୁଷ୍ଠୀତ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ମାନକ ମିତ୍ର ଅଭିଯାନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ଆନୂକୁଲ୍ୟରେ ବି.ଆଇ.ଏସ୍. ତରଫରୁ ଏକ ମାନକ ମିତ୍ର ଅଭିଯାନ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଲଳିତ ଦାସ ଏବଂ ଶ୍ରୀ ବୃନ୍ଦାବନ…
ଶାଳଜଙ୍ଗ ପଞ୍ଚାୟତର ଅନ୍ଧୋଟି ଗ୍ରାମରେ ରଶ୍ମିତା ଦାସଙ୍କ ସରକାରଙ୍କ ଠାରୁ ସହାୟତା ଦାବି
ଜଗତସିଂହପୁର,ତା-୧୨.୦୩.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଶାଳଜଙ୍ଗ ପଞ୍ଚାୟତର ଅନ୍ଧୋଟି ଗ୍ରାମରେ ରଶ୍ମିତା ଦାସଙ୍କ ଘର l ପରିବାର ସଦସ୍ୟହେଉଛନ୍ତି ଶାଶୁ ଶାନ୍ତି ଭୋଇ ବୟସ ୭୫, ଶଶୁର ରବୀନ୍ଦ୍ର ଭୋଇ ୮୫ ଗୋଟିଏ ପୁଅ ଓ ସ୍ୱାମୀ ନିଲୁ ଭୋଇଙ୍କୁ ନେଇ ରଶ୍ମିତାଙ୍କର ସଂସାର l ହେଲେ…
ଜଗତସିଂହପୁର ଜିଲ୍ଲାରେ ବହୁମୁଖୀ ଇନ୍ଡୋର ଷ୍ଟାଡିୟମର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଜଗତସିଂହପୁର/ପାରାଦ୍ଵୀପ, ତା 13.03.24 ରିଖ: ତୃଣମୂଳ ସ୍ତରର କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ୧୨ ଟି ଜିଲ୍ଲାର ୨୬ଟି ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ର ଶୁଭାରମ୍ଭ କରିଛନ୍ତି।ଏହି କ୍ରମରେ ଜଗତସିଂହପୁର ଜିଲ୍ଲାର…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ମୋ ସ୍କୁଲ ଉତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ "ମୋ ସ୍କୁଲ ଉତ୍ସବ" ସଫଳତାର ସହ ଆୟୋଜିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ତତ୍ତ୍ବାବଧାନରେ ସଭା ପରିଚାଳିତ ହୋଇଥିଲା। ଏହି…
ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର…
ମୃତ୍ୟୁ ଏବଂ ଅକ୍ଷମତା କ୍ଷେତ୍ରରେ ମିଳିବ ଅନୁକମ୍ପା ସହାୟତା
ଭୁବନେଶ୍ବର,: ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ…
ପଦ୍ମ ବିଜେତାଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି : ଅପ୍ରେଲ ୨୦୨୪ରୁ ପ୍ରଦାନ କରାଯିବ
ଭୁବନେଶ୍ବର: ,ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି…
ଆଉ 22ଟି ନୂଆ ଏନଏସି
ଭଞ୍ଜନଗର ଏନଏସି ମୁନିସିପାଲିଟି କୁ ଉନ୍ନୀତ ହେଲା.
ଭୁବନେଶ୍ବର,:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର 13ଟି ଜିଲ୍ଲାରେ 22ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମ ର ଭଞ୍ଜନଗର ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। …
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍ସ କଲରାବାଙ୍କ ଗ୍ରାମାଞ୍ଚଳ ହସ୍ପିଟାଲ୍ ଓ କଲରାବାଙ୍କ ସ୍ମାର୍ଟ ଗ୍ରାମ ଲୋକାର୍ପଣ
କଲରାବାଙ୍କ,୧୨ ।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଲରାବାଙ୍କଠାରେ ନବନିର୍ମିତ କିମ୍ସ କଲରାବାଙ୍କ ଗ୍ରାମାଞ୍ଚଳ ହସପିଟାଲର ଉଦ୍ଘାଟନ କରିବା ସହ କଲରାବାଙ୍କ ସ୍ମାର୍ଟ ଗ୍ରାମର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ନିଜ…