ମିଡିଆ ଆଲୋଚନା ସଭା ୨୦୨୪ ଆୟୋଜିତ

ରାଉରକେଲା(ବସନ୍ତ କୁମାର ଜେନା): ମିଡିଆ କ୍ଲବ ଓ ରିମ୍ସ ର ମିଳିତ ଆନୁକୂଲ୍ୟରେ ମିଡ଼ିଆ କନକ୍ଲୀଭ ବା ଆଲୋଚନା ସଭା ଛେଣ୍ଡ ସ୍ଥିତ ରିମ୍ସ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ର ଉପଦେଷ୍ଟା ଡ ପୀତବାସ ମିଶ୍ର ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କ ସଂଯୋଜନାରେ…

ସ୍ଵାଭିମାନୀ ଓଡ଼ିଆଣୀ ର ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ

ରାଉରକେଲା(ବସନ୍ତ କୁମାର ଜେନା): ନୂତନ ଭାବେ ସୃଷ୍ଟି ହୋଇଥିବା ମହିଳା ଅନୁଷ୍ଠାନ ସ୍ବାଭିମାନୀ ଓଡ଼ିଆଣୀ ତରଫରୁ ଆମେ ଓଡ଼ିଆ ଭାରି ବଢ଼ିଆ କାର୍ଯ୍ୟକ୍ରମ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କର୍ମକର୍ତ୍ତା ମାନସୀ ଦାସ ମହାପାତ୍ରଙ୍କ…

ଗୁଣପୁର ଓକିଲ ସଂଘ ନିର୍ବାଚନ: ଦେବୀ ଆଚାର୍ଯ୍ୟ ସଭାପତି ,ଇନ୍ଦ୍ରାକ୍ଷୀ ସମ୍ପାଦକ |

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ରାୟଗଡା ଜିଲ୍ଲା ଗୁଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବି ଦେବୀ ପ୍ରସାଦ ଆଚାର୍ଯ୍ୟ ସଭାପତି ଏବଂ ଇନ୍ଦ୍ରାକ୍ଷୀ ଦାଶ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି। ସଭାପତି ରୂପେ ନିର୍ବାଚିତ ହୋଇଥିବା ଦେବୀ ପ୍ରସାଦ…

ନେମାଳ ଠାରେ ଯାଦବ ମହାସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଲଉଡ଼ି ମହୋତ୍ସବ ଉଦ୍‌ଯାପିତ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଯାଦବ ମହାସଂଘ ଆନୁକୂଲ୍ୟରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ନିର୍ବିକଳ୍ପ ସମାଧି ପୀଠ ଠାରେ ୫ଦିନ ବ୍ୟାପୀ ୩୦ ତମ ବାର୍ଷିକ ରାଜ୍ୟ ସ୍ତରୀୟ ଲଉଡ଼ି ମହୋତ୍ସବ ଶୁକ୍ରବାର ବିଳମ୍ବିତ ରାତ୍ରରେ…

ପଦ୍ମପୁର ଓକିଲ ସଂଘ ନିର୍ବାଚନ : ଆନନ୍ଦ କୁମାର ପଣ୍ଡା ସଭାପତି, ଚିନ୍ମୟ ପଣ୍ଡା ସମ୍ପାଦକ ଭାବରେ ନିର୍ବାଚିତ

ପଦ୍ମପୁର: ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ଆନନ୍ଦ କୁମାର ପଣ୍ଡା ଏବଂ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ କେଶବ ସାହୁ ଉପସଭାପତି, ରୋହିତ କୁମାର ଭୋଇ ସହ ସମ୍ପାଦକ, ଲକ୍ଷ୍ମଣ ସାହୁ କୋଷାଧ୍ୟକ୍ଷ ଭାବରେ…

ରାଜରାସ୍ତାରେ ଡ଼କାୟତଙ୍କ ଆତଙ୍କରାଜ: ବୋମା ଫିଙ୍ଗି ଲୁଟ୍ କରିବାକୁ ଉଦ୍ୟମ

ଢ଼େଙ୍କାନାଳ / ରବିନ୍ ଦାସ ; ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରି, ଡକାୟତି ଓ ହତ୍ୟା । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦିନ ଦ୍ବିପହରରେ ମଧ୍ୟ ଏଭଳି ଅପରାଧ ଘଟୁଥିବା ଦେଖିବାକୁ ମିଳୁଛି । ଏମିତି ଆଇନ୍ ବିରୋଧୀ କାର୍ଯ୍ୟ ଜିଲ୍ଲାର ଭୁବନ ଥାନା ଅଞ୍ଚଳରେ ଅତ୍ୟଧିକ ଦେଖିବାକୁ ମିଳୁଛି ।…

ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗରେ ଶୋକସଭା।

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଭଂଜନଗର ଶିକ୍ଷାଧିକାରୀ ଅଧିନସ୍ଥ ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପ୍ରଧାନଙ୍କ ଅକାଳ ବିୟୋଗ ଆଜି ମାର୍ଚ୍ଚ ମାସ ୩୦ ତାରିଖ ଶନିବାର ଦିନ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଗତକାଲି ଦିନ ୧୦.୦୦ ଘଣ୍ଟା ସମୟରେ ଅମିତ…

ଅଞ୍ଚଳ ମହାବିଦ୍ୟାଳୟ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟ ରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଗାଇସିଲେଟ ପଞ୍ଚାୟତ ମହାବିଦ୍ୟାଳୟ ର…

ତିନି ଦିନିଆ ଜାତୀୟ କରାଟେ ଚମ୍ପିୟାନସିପ ଆରମ୍ଭ

ରାଉରକେଲା(ବସନ୍ତ କୁମାର ଜେନା): ସ୍ଥାନୀୟ ଭଞ୍ଜଭଵନ ଠାରେ ତିନି ଦିନିଆ ଜାତୀୟ ଫୁଲ୍ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ୨୦୨୪ ଆରମ୍ଭ ହୋଇ ଯାଇଛି। ଏହି ଚମ୍ପିୟାନସିପ ର ଆବାହକ ସନ୍ତୋଷ ତନ୍ତୀ ସେନସାଇ ଙ୍କ ଆବାହକତ୍ଵ ତିଳୋତ୍ତମା ମିତ୍ରଙ୍କ ସଂଯୋଜନା, ଅନୁଷ୍ଠାନର ସୁପ୍ରିମ ଜଜ୍ ସେନସାଇ…

କାର୍ଯ୍ୟରତ ଗୃହରକ୍ଷୀଙ୍କ ଉପରେ ଚଢ଼ି ଗଲା କାର

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ(ଶାସକ ପ୍ରଶାସକ)ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବମ୍ବେଇଛକ ଠାରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା । ଭାରଶ୍ୟାମ ହରାଇ ଗୃହରକ୍ଷୀ ଙ୍କୁ ଧୋକା ଦେଲା କାର, ଗୁରୁତର ହେଲେ ଗୃହରକ୍ଷୀ ଜିବନ ମରଣ ସହିତ କରୁଛନ୍ତି ଲଢେଇ। ସୂଚନା ଅନୁଯାଇ JH…