ଗୁଣପୁର ପୋୖରାଞ୍ଚଳର ବିଜେଡି କର୍ମୀ ସମ୍ମିଳନୀ , ଏକଜୁଟ ହୋଇ ଲଢ଼ିବାକୁ ଆହ୍ୱାନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଆଜି ପୁରୁଣା ଗୁଣପୁର ଶ୍ରୀଗୁଣ୍ଡିଚା ପଡିଆ ନିକଟରେ ପୌରାଞ୍ଚଳ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଆଇନଜୀବି ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିର୍ବାଚନ ରଣ କୋୖଶଳ ସହ ନିର୍ବାଚନ ପରିଚାଳନା ନିମନ୍ତେ ୱାର୍ଡ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହା ଦୁର୍ନୀତି: ବିକାଶ ଖୋଜୁଛି ଉପାନ୍ତ ଅଞ୍ଚଲ କୁଟେଲପଦର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଉପାନ୍ତ ଅଞ୍ଚଳ ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କୁଟେଲପଦର (କୁସମୁଣ୍ଡି ) ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଚିତ୍ର ଘର ହେଇଛି କିନ୍ତୁ କବାଟ ଝରକା ନ ଥିବାର ଦେଖିବାକୁ ମିଳିଥିଲା l ଏହି ଗାଁ କୁ କିଛି ଅସାଧୁ ଠିକାଦାର…

୬୦ ପରିବାର ଭୋଗୁଛନ୍ତି ପାନୀୟ ଜଳ ର କଷ୍ଟ ଜଳ ଯୋଗାଣ ଅଧିକାରୀ ଙ୍କ ଅଣଦେଖା

ଭବାନୀପାଟଣା( ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ପଞ୍ଚାୟତ ଅଧିନସ୍ତ କୁଟେଲପଦର ଗାଁ ରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି l କୁଟେଲପଦର ବସବାସ କରୁଥିବା ପ୍ରାୟ ୪୫ରୁ ଉର୍ଦ୍ଧ ଆଦିବାସି ପରିବାର ପାଇଁ ଗୋଟିଏ ମାତ୍ର ନଳକୂପ ସରକାର ଯୋଗାଇ ଦେଇଥିବାବେଳେ ତାହା…

ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ

ଜଗତସିଂହପୁର,ତା-୩୧.୦୩.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଜିଲ୍ଲା କୋର୍ଟ ପରିସରରେ ଶାନ୍ତିଶୁଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକବର୍ଷ ପରି ଚଳିତ ବର୍ଷ ମଧ୍ୟ ସଭାପତି ,ଉପସଭାପତି ,ଯୁଗ୍ମସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ବହୁ…

କମ୍ପର ଗ୍ରାମରେ ପ୍ରଭୁ ଯୀଶୁଙ୍କର (ଇଷ୍ଟର) ପୁନରୁତଥାନ ପର୍ବ ପାଳିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କମ୍ପର ଗ୍ରାମରେ ପ୍ରଭୁ ଯୀଶୁଙ୍କର (ଇଷ୍ଟର)  ପୁନରୁତଥାନର    ପର୍ବ  କୁ  ପୁରା ଧୁମ ଧାମ ରେ ପାଳନ କରୁଛନ୍ତି   ଶିଶୁ ଠାରୁ ଆରମ୍ଭ କରି ବୁଡ଼ା ବୁଡି ପଯ୍ୟନ୍ତ ଆଜି ଦିନ ରେ ସମସ୍ତେ ମିଶି କି ଯେଇଏଲସି ଚର୍ଚ୍ଚ ରେ…

କଂଗ୍ରେସରୁ ଚିରଞ୍ଜୀବ ଇସ୍ତଫା– ଜଗତସିଂହପୁର ରାଜନୀତି ହଇଚଇ

ଜଗତସିଂହପୁର,ତା-୩୧.୦୩.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର କଂଗ୍ରେସର ଭେଣ୍ଟରନ ଲିଡର ଚିରଞ୍ଜୀବ ବିଶ୍ୱାଳ ଆଜି କଂଗ୍ରେସର ପ୍ରାଥମିକ ପଦବୀରୁ ଇସ୍ତଫା ଦେଇଛନ୍ତି । ଗତ ୨୦୦୪ ସୀମା ପୁନରଗଠନ ଓ ଆସନ ସଂରକ୍ଷଣ ବ୍ୟବ ବ୍ୟବସ୍ଥା ପୂର୍ବରୁ ଚିରଞ୍ଜୀବ ବିଶ୍ଵାଳ ତିର୍ତ୍ତୋଲର ବିଧାୟକ ଥିଲେ ।…

କଳାହାଣ୍ଡି ଜିଲ୍ଲାରେ ସାଧାରଣ ନିର୍ବାଚନ-୨୦୨୪

ପୋଲିସ ମାଜିଷ୍ଟ୍ରେଟ ସ୍ଵମନ୍ନୟ ଏବଂ ବିଭାଗୀୟ ସ୍କୁଆଡ୍ ଟିମ୍ ଉପରେ ସମୀକ୍ଷା ଭବାନୀପାଟଣା(ରୋହିତ କୁମାର ନାଏକ )ତା ୩୧.୩.୨୦୨୪: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା…

ମରାଠୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଶିକ୍ଷକଙ୍କ ଅବସର ଗ୍ରହଣ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ମରାଠୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ଓ କାଳି ପ୍ରସାଦ ପଟନାୟକ ଆଜି ଚାକିରୀ ଜୀଵନରୁ ଅବସର ଗ୍ରହଣ କରିଛନ୍ତି। ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ସୁଷମା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ…

୮୯ ତମ ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ

ରାୟଗଡ : ୮୯ ତମ ଉତ୍କଳ ଦିବସ ଉପଲକ୍ଷେ ସ୍ଥାନୀୟ ସାଇପ୍ରିୟା ନଗର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଟ୍ରଷ୍ଟର କାର୍ଯ୍ୟାଳୟ କକ୍ଷରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା l ସାଇପ୍ରିୟା ନଗରରେ ବାସ କରୁଥିବା ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ…

ରକ୍ତଦାନ କରି ମହିଳାଙ୍କ ଜୀବନ ବଂଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର: ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ନାକଟିଦେଉଳ ଥାନା ଅନ୍ତର୍ଗତ ଗୌଡପଡା ଗ୍ରାମର ଜଣେ ମହିଳା ରମ୍ଭାବତୀ ଧଳ (୪୫ବର୍ଷ) ସ୍ତ୍ରୀରୋଗ ଜନିତ ସମସ୍ୟା ପାଇଁ ଚଳିତ ମାର୍ଚ୍ଚ ୨୯ ତାରିଖ ଦିନ ସମୟ ଅପରାହ୍ନ ୦୧:୩୦ ସମୟରେ ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।…