Sign in
Sign in
Recover your password.
A password will be e-mailed to you.
ବିଜେଡି ଯାଉଛି, ବିଜେପି ଆସୁଛି: ମନମୋହନ ସାମଲ
ବିଜେପିରେ ସାମିଲ ହେଲେ ଉତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର
ବିଜେପିର ଶୃଙ୍ଖଳିତ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରିବି : ପ୍ରିୟଦର୍ଶୀ ମିଶ୍ର
ଭୁବନେଶ୍ୱର,ତା.୩୦/୦୩: ଉତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିଜ ସମର୍ଥକଙ୍କ ସହ ଆଜି ବିଜୁ ଜନତା ଦଳ…
ରାଜ୍ୟରେ ବେଆଇନ୍ ଭାବେ ମୃଷ୍ଟିମେୟ ଅଧିକାରୀଙ୍କ ଦ୍ବାରା ଚାଟାର୍ଡ ପ୍ଲାଂଇଟ୍/ପ୍ରାଇଭେଟ୍ ଜେଟର ବ୍ୟାପକ ଅପବ୍ୟବହାର, ୫୦…
•ଏହି ଚାଟାର୍ଡ ପ୍ଲାଇଟ୍/ପ୍ରାଇଭେଟ୍ ଜେଟ୍ କେଉଁ ଅଧିକାରୀ କେଉଁ କାର୍ଯ୍ୟ ପାଇଁ ବ୍ୟବହାର କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି, ଏହାର ସମସ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଁ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଦାବୀ।
ଭୁବନେଶ୍ବର,୨୯!୩: ରାଜ୍ୟରେ ବିଭିନ୍ନ ଜିଲ୍ଲା ମୁଖ୍ୟତଃ…
ମିଥ୍ୟା ପ୍ରଗତିର ଅଭିନବ ପ୍ରଚାରକ ନବୀନ ସରକାର: ସଜ୍ଜନ ଶର୍ମା
ସର୍ବନିମ୍ନ ମଜୁରୀ ୩୦୦ଟଙ୍କା କରାଯାଉ
ତୁରନ୍ତ ରାଜ୍ୟ ସରକାର ଶ୍ରମିକମାରଣ ଆଭିମୁଖ୍ୟ ବନ୍ଦ କରନ୍ତୁ
ଭୁବନେଶ୍ୱର, ତା.୨୯/୦୩ : ରାଜସ୍ୱ ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ନବୀନ ଶାସନରେ ଓଡ଼ିଶାର ଶ୍ରମିକ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବନିମ୍ନ ମଜୁରୀ ପାଇବାକୁ କାହିଁକି…
“ନବୀନ ସରକାରର ଇଂଜିନ ୨୪ ବର୍ଷ ହୋଇଗଲାଣି, ଏହା ଏବେ କେବଳ ପଲ୍ୟୁସନ କରୁଛି”
ମୋଦି ଗ୍ୟାରେଂଟି ସଫଳ, ନବୀନଙ୍କ ଯୋଜନାର ଗ୍ୟାରେଂଟି ନାହିଁ କି ୱାରେଂଟି ନାହିଁ : ଅନିଲ ବିଶ୍ୱାଳ
ମୋଦି ଗ୍ୟାରେଂଟି ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ୨୯ ଲକ୍ଷ ୨୮ ହଜାରରୁ ଅଧିକ ପକ୍କାଘର
ନବୀନ ସରକାରଙ୍କ ଗ୍ୟାରେଂଟି ଥିଲା ବିଜୁ ପକ୍କାଘର, ମୋ କୁଡିଆ, ମୋ…
ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ ଓ ବିଧାୟକ ଧନେଶ୍ୱର ମାଝୀ
ଭୁବନେଶ୍ୱର,ତା.୨୯/୦୩: ପୂର୍ବତନ ରାଜ୍ୟସଭା ସାଂସଦ ଏବଂ କେସିଙ୍ଗା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ୫ଥରର ବିଧାୟକ ଶ୍ରୀ ଧନେଶ୍ୱର ମାଝୀ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।ଓଡିଶାର ସାମଗ୍ରିକ ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ…
ଛତିକୁଡ଼ା ରୁ ନର୍ଲା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ ତଦନ୍ତ ଦାବି
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡା ରୁ ନର୍ଲା କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ପାଖାପାଖି ୧୨ କିମି ଦୂର ରାସ୍ତା ପ୍ରଶସ୍ତିକରଣ ପାଇଁ ରାଜ୍ୟ ସରକାର ଗତ ୧୩.୦୪.୨୩ ଓ ୨୯.୧୦.୨୨ ରେ ଏମେଏସ ବିକେ କଂଷ୍ଟ୍ରକ୍ସନ ନାମକ ଏକ ଠିକା ସଂସ୍ଥା ଟେଣ୍ଡର ପାଇଛନ୍ତି ଏହାର ଆନୁମାନିକ…
ନର୍ଲା କଂଗ୍ରେସ କୁ ଭକ୍ତ କରିବେ କି ବିଭକ୍ତ ?
ନର୍ଲା : କଳାହାଣ୍ଡି ଜିଲ୍ଲା ର ପାଞ୍ଚ ଗୋଟି ବିଧାନସଭା ଆସନ ରୁ ଚାରିଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନର୍ଲା ଆସନ ଗୋଟି ଅନେକ ବିବାଦୀୟ କାରଣ ହେତୁ ସ୍ଥଗିତ ରହିଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି ଅନ୍ୟ ପକ୍ଷରେ ବିଜେପି ମଧ୍ୟ…
ଗୁଣପୁରରେ ଜିଲ୍ଲା ବିଜେଡି ସଭାପତିଙ୍କୁ ଓ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଦ୍ବିତୀୟ ଥର ପାଇଁ ଟିକଟ ଦେଇ ଆସ୍ଥା ପ୍ରକଟ କରିଛନ୍ତି। ଏହି ଅବସରରେ ଗୁଣପୁର ବ୍ଲକ ବିଜେଡି ପକ୍ଷରୁ ବିଧାୟକ…
ଓମ୍ କାର ମନ୍ଦିର ଟ୍ରଷ୍ଟ ପକ୍ଷରୁ ହରି ସଂକୀର୍ତ୍ତନ ନାମ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ।
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:: ଶାସକ ପ୍ରଶାସକ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ଗୋଲାପ ମଣି ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଓମ୍ କାର ମନ୍ଦିର ମଠ ପ୍ରାଙ୍ଗଣରେ ମନ୍ଦିର ଟ୍ରଷ୍ଟ ଉଦ୍ୟମରେ ହରି ସଂକୀର୍ତ୍ତନ ନାମଯଜ୍ଞମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।…
ରାୟଗଡ଼.. ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶ୍ରାଦ୍ଧ ଦିବସ ପାଳିତ ।
ରାୟଗଡ:-ତା.୨୯/୦୩-ରାୟଗଡ଼ ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି | ରାୟଗଡ଼ କୋରାପୁଟ ଜାତୀୟ ରାଜ ମାର୍ଗ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା |…