ରକ୍ତଦାନ କରି ମହିଳାଙ୍କ ଜୀବନ ବଂଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର: ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ନାକଟିଦେଉଳ ଥାନା ଅନ୍ତର୍ଗତ ଗୌଡପଡା ଗ୍ରାମର ଜଣେ ମହିଳା ରମ୍ଭାବତୀ ଧଳ (୪୫ବର୍ଷ) ସ୍ତ୍ରୀରୋଗ ଜନିତ ସମସ୍ୟା ପାଇଁ ଚଳିତ ମାର୍ଚ୍ଚ ୨୯ ତାରିଖ ଦିନ ସମୟ ଅପରାହ୍ନ ୦୧:୩୦ ସମୟରେ ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।…

ଅସ୍ତରଙ୍ଗ ପୁଅ ରାଜଧାନୀ ଓକିଲ ସଙ୍ଘ ର ଯୁଗ୍ମସମ୍ପାଦକ ନିର୍ବାଚିତ

ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ ଜିଉଁନ୍ତି ଗ୍ରାମ ଉକୁଳେଇ ସ୍ଥିତ ଋଷିକେଶ ବିଶ୍ୱାଳ ଙ୍କ ପୁତ୍ର ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ବିଶ୍ୱାଳ ରାଜଧାନୀ ଭୁବନେଶ୍ୱର ଓକିଲ ସଙ୍ଘ ର ଚଳିତ ବର୍ଷ ନିର୍ବାଚନ ରେ ଯୁଗ୍ମସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସୂଚନା ମୁତାବକ ଶ୍ରୀଯୁକ୍ତ ବିଶ୍ୱାଳ ୧୫ବର୍ଷ…

“ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ "ଘର ହିଁ ବିଦ୍ୟାଳୟ ପ୍ରକଳ୍ପ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ସୁଭାଷ ଚନ୍ଦ୍ର ଜମାଦାର , ସମ୍ମାନିତ…

ଭଞ୍ଜନଗର ରାଜନୈତିକ ସତ୍ତାର ସପ୍ତମ ଥର ଲଢେଇରେ ବିକ୍ରମ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ରାଜନୈତିକ ଦୃଷ୍ଟିକୋଣ ରୁ ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହେଉଛି ଭଞ୍ଜମାଟି ଭଞ୍ଜନଗର। ଗତ କିଛିଦିନ ହେବ ରାଜ୍ୟରେ ବିଜୁଜନତା ଦଳ ପକ୍ଷରୁ ବିଧାନସଭା ଓ ଲୋକସଭା ନିମନ୍ତେ ପାର୍ଥି ତାଲିକା ପ୍ରକାଶ ପାଇଛି। ଏକଦା ଜାତୀୟ କଂଗ୍ରେସ ର ଗଡ଼…

ବିଜେପିର ଶକ୍ତି ପ୍ରଦର୍ଶନ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ହାଟ ପଦା ପଡିଆ ରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। l ଏହି ଟିକୀରି ସ୍ଥିତ ତଟାଗୁଡ଼ା ଛକରୁ ବିଶାଳ ପଦ ଯାତ୍ରା ବାହାରି ରାସ୍ତା ତମାମ ବିଭିନ୍ନ ପ୍ରକାର ନାରା ବାଜି କରି ସହର…

ବଡ଼ବିଲ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ: ଗଗନ ସଭାପତି, ଧୀରେନ୍ଦ୍ର ଉପସଭାପତି

ବଡ଼ବିଲ (ଶାସକ ପ୍ରଶାସକ): କେନ୍ଦୁଝର ଜିଲା ବଡବିଲ ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ସଭାପତି ଭାବେ ଗଗନ ବିହାରୀ ଭଟ୍ଟମିଶ୍ର, ଉପ ସଭାପତି ଭାବେ ଧୀରେନ୍ଦ୍ର କୁମାର ଦଳାଇ, ସମ୍ପାଦକ ଭାବେ ପ୍ରଦୀପ ମହାନ୍ତି, ଯୁଗ୍ମ ସମ୍ପାଦକ ଭାବେ ହରିଶ ଚନ୍ଦ୍ର ବାରି ଓ…

ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ରେ ଶୈଳେନ୍ଦ୍ର ଓ ରାଜେନ୍ଦ୍ର ବିଜୟୀ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମାର୍ଚ୍ଚ ମାସ ୩୦ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଛି। ଏଥିରେ ସଭାପତି ଓ ଉପସଭାପତି ପଦବୀ ପାଇଁ ପ୍ରତିଦ୍ବନ୍ଦ୍ବିତା ହୋଇଥିବାବେଳେ ଅନ୍ୟ ସମସ୍ତ ପଦବୀ ରେ କର୍ମକର୍ତ୍ତା ମାନେ…

ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟ ଗ୍ରାମ ରେଗଡ଼ା ପଞ୍ଚୟତର ବଡ଼ଗୁଡା ଗ୍ରାମରେ ଗତ ୨୪ ତାରିଖରୁ ଚାଲିଥିବା ସେବା ଯୋଜନାର ୟୁନିଟ-୧ (ପୁରୁଷ) ପକ୍ଷରୁ ସାତ ଦିନିଆ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଳାହାଣ୍ଡି: ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଥିବା ବେଳେ , ଘଟଣା ସ୍ଥଳରେ ଟାଉନ ପୋଲିସର ତଦନ୍ତ ଆରମ୍ଭ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସହରର ସେବକ ନଗର କଲୋନୀ ବାହାଦୁର ବଗିଚା ପଡ଼ା ୱାର୍ଡ଼ ନମ୍ବର ୦୭ ଗୋରୁଶଳ ପଡାର ଏକ…

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ

ଭବାନୀପାଟଣା ତା୩୦.୩.୨୦୨୪: ଚଳିତ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କୁ ନେଇ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଏହି କ୍ରମରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ସରକାରୀ ମହିଳା ମହାବିଦ୍ୟାଳୟ ରେର ଏବଂ ବ୍ରଜମୋହନ…