Sign in
Sign in
Recover your password.
A password will be e-mailed to you.
କଟକ ବଡ଼ ମେଡିକାଲକୁ ଏମ୍ସ ପ୍ଲସ ମେଡିକାଲର ରୂପ ଦେବାର ନିର୍ଦ୍ଧାରିତ ତାରିଖ କେବେ ? – ଧର୍ମେନ୍ଦ୍ର ପ୍ରଧାନ
କଟକରେ ଦଳୀୟ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ : ବିଜେପିରେ ଯୋଗଦେଲେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଭାପତି ରାଣା ପ୍ରତାପ ପାତ୍ର, ଓଡ଼ିଶା ଗଣ ପରିଷଦ(ଯୁବ) ସଭାପତି ଶୁଭେନ୍ଦୁ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଜ୍ୟୋତି ପ୍ରକାଶ ନାଏକ
•…
ବାଲେଶ୍ୱର ଦେଖିବ କଡା ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା , କଂଗ୍ରେସରୁ ଲଢ଼ିବେ ଶ୍ରୀକାନ୍ତ
ଆଉ ୯ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର : ବାଲେଶ୍ୱର ଲୋକସଭା ଆସନ ଦେଖିବା କଡା ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା | କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଲଢ଼ିବେ | ଆଜି କଂଗ୍ରେସ ଦଳପକ୍ଷରୁ ଘୋଷଣା କରାଯାଇଥିବା…
ଶାନ୍ତିପୂର୍ଣ୍ଣ ଓ ଭୟ ମୁକ୍ତ ନିର୍ବାଚନ ପାଇଁ ପଦ୍ମପୁର ପୋଲିସ ର ମିଳିତ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ପୋଲିସ ତରଫରୁ ଜମଳା , ଚକାଖଲିଆ , ସିଂହନପୁର, ଚାରପାଲି ଗ୍ରାମ ଏବଂ ପଦ୍ମପୁର ସହରରେ ପୋଲିସ ର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଥାନାଧିକାରୀ ମମତା ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ…
ଉତ୍କଳ ଆଲୁମିନାରେ ଲକ୍ଷ୍ମୀ ନାରାୟଣ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିକ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କନ ଆଲୁମିନା ଦ୍ୱାରା ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଚଳିତ ଏପ୍ରିଲ ମାସ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଷାପଡା ଟାଉନସିପ୍ରେ ମହା…
ମହାନ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜିଲ୍ଲା ସ୍ତରୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ
ନୟାଗଡ଼,(ବିଶ୍ୱଜିତ ନାୟକ): ଗାନ୍ଧୀଜୀଙ୍କୁ ଗୋପବନ୍ଧୁଙ୍କ ସଂପର୍କରେ ଜଣାଇବା ମୂଳରେ ଯେଉଁ ଓଡିଆ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ମିଶ୍ର ଙ୍କର ୫୮ ତମ ଜିଲ୍ଲା ସ୍ତରୀୟ ଶ୍ରାଦ୍ଧ…
କଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ବନ୍ଧା ହେଲେ ତିନି ଡକାୟତ
ନୟାଗଡ଼, (ବିଶ୍ୱଜିତ ନାୟକ): କଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ପୋଲିସ ହାତରେ ଧାରାପଡ଼ି ଜେଲ ଗଲେ ତିନି ଡକାୟତ। ନୟାଗଡ଼ ଟାଉନ୍ ଥାନା ପୁଲିସ ଆଜି ଏହି ତିନି ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ଲୁଟ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବାରେ ସକ୍ଷମ…
ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଙ୍କ ଦୁର୍ଗୀ ବାସଭବନରେ ମିଶ୍ରଣ ପର୍ବ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର କୁମାର ଦାସ ଙ୍କ ବାସ ଭବନ ରେ ଆଜି ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ମିଶ୍ରଣ ପର୍ବ ରେ ଗୁଣପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର ର ଆଇନଜୀବି ଗଣ ସରୋଜ କୁମାର ପାଣିଗ୍ରାହୀ,ମିଖାଲ…
ରାୟଗଡ଼ ଜିଲ୍ଲାରେ ଶତ ପ୍ରତିଶତ ମତଦାନ ନିମନ୍ତେ ପ୍ରୟାସ , ସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରଚେଷ୍ଟା ,
ରାୟଗଡ଼ :ରାୟଗଡ଼ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀରେ ଆଗାମୀ ମଇ ୧୩ ତାରିଖ ଦିନ ଉଭୟ ଲୋକସଭା ସାଂସଦ ଓ ବିଧାନସଭା ବିଧାୟକ ପଦବୀ ନିମନ୍ତେ ଅତଦାନ ଅନୁଷ୍ଠିତ ହେବ । ନିର୍ବାଚନରେ ଯେପରି ଶତ ପ୍ରତିଶତ ମତଦାନ ରହିବ, ସବୁ ବର୍ଗର ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ, ଏଥିପାଇଁ ଜିଲ୍ଲାପାଳ…
ପୋଲିସ ଚେକିଂ ଜୋରଦାର୍ : ଏକ ଲକ୍ଷ ଟଙ୍କା ଜବତ କଲା ଜଗଦଲପୁର ପୋଲିସ l
ପଦ୍ମପୁର- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ରାଜ୍ୟ ସୀମାନ୍ତ ଅଂଚଳରେ ଜୋରଦାର୍ ଯାଞ୍ଚ ଚାଲିଛି । ଓଡିଶା ଛତିଶଗଡ ସୀମାନ୍ତ ଧଉଁରାଭଟା ଠାରେ ଜଗଦଲପୁର ପୋଲିସ ପକ୍ଷରୁ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଏବଂ ତାଙ୍କ ସହକର୍ମୀ ମାନେ ଯାଞ୍ଚ କରୁଥିବା ସମୟରେ ଏକ ଚାରି…
ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ ସମ୍ ଶିଶୁରୋଗ ଡାକ୍ତର
ଭୁବନେଶ୍ୱର, ଏପ୍ରିଲ୍ ୧୩: ଗୋଟିଏ ମା’ର ଗର୍ଭରୁ ଏକା ସାଙ୍ଗେ ଜନ୍ମଲାଭ କରିଥିବା ତିନୋଟି ଅପରିପକ୍ୱ ଶିଶୁଙ୍କୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍…