Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ବାବା ସାହେବ ଡଃ.ଭୀମରାଓ ଆମ୍ବେଦକର ୧୩୩ତମ ଜୟନ୍ତୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ୧୩୩ ତମ ଡଃ.ଭୀମରାଓ ରାମଜୀ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ବାବା ସାହେବ୍ ଡଃ.ଭୀମରାଓ ରାମଜୀ…
ବିଷୁବ ବନ୍ଧୁ ମିଳନ ସମାରୋହ 2024 ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁଣପୁର ନବ ନିର୍ମାଣ ସମିତି ଓ ବଂଶଧାରା ସାହିତ୍ୟ ସମାଜ ଦ୍ୱାରା ଦ୍ୱାଦଶ ବିଷୁବ ବନ୍ଧୁ ମିଳନ ସମାରୋହ 2024 ଅନୁଷ୍ଠିତ ହୋଇଛି । ସ୍ଥାନୀୟ କାଳୀ ପୂଜା ମଣ୍ଡପ ରେ ଆୟୋଜିତ ଏହି ସମାରୋହ ର ପ୍ରଥମ ପର୍ଯ୍ୟାୟରେ…
ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ଡଃ ବି ଆର ଆମ୍ବେଦକର ଜୟନ୍ତୀ ପାଳିତ
ଜଗତସିଂହପୁର,ତା-୧୪.୦୪.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଠାରେ ସମ୍ବିଧାନ ପ୍ରଣେତା, ଭାରତରତ୍ନ ଡ଼ଃ ବି.ଆର.ଆମ୍ବେଦକର ଙ୍କର 133 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସଦଭାବନା ସଭାଗୃହ ଠାରେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ…
ଭବାନୀପାଟଣା ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୧୪.୪.୨୦୨୪: କଳାହାଣ୍ଡି ଜିଲ୍ଲାରେ ଆସନ୍ତା ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୪ ରେ ଯେଭଳି ମତଦାନ ଅଧିକ ହେବ ଏବଂ ଭୋଟର ମାନେ ସଚେତନ ହୋଇ ନିଜର ମୂଲ୍ୟବାନ ଭୋଟ ଦେବେ ,ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା…
ସିଏସଆଇଆର-ଆଇଏମଏମଟି ଭୁବନେଶ୍ୱରରେ ୧୩୩ତମ ଡ. ବି.ଆର୍ ଆମ୍ବେଦକର ଜୟନ୍ତୀ ପାଳନ କରିଛି
ଭୁବନେଶ୍ବର:- ସିଏସ୍ଆଇଆର୍-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜି (ସିଏସ୍ଆଇଆର୍-ଆଇଏମଏମଟି), ଭୁବନେଶ୍ବର ପକ୍ଷରୁ ୧୩୩ତମ ଡ. ବି .ଆର୍ ଆମ୍ବେଦକର ଜୟନ୍ତୀ ଉଦ୍ ଯାପିତ ହୋଇଯାଇଛି। ସିଏସଆଇଆର-ଆଇଏମଏମଟିର ଏସଏସ ଭଟନାଗର ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
ପଣା ସଂକ୍ରାନ୍ତି ଅବସରରେ ଜଳଛତ୍ର କାର୍ଯ୍ୟକ୍ରମ ଉଦଯାପିତ l
(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଉତ୍ତରକୂଳ ପଞ୍ଚାୟତ ମାହାଳ ହାଟ ଛକରେ ମିନିଉଜ ପକ୍ଷରୁ ପବିତ୍ର ଇଦ-ଉଲ-ଫିତର ଉପଲକ୍ଷେ ଆରମ୍ଭ ହୋଇଥିବା ଜଳଛତ୍ର କାର୍ଯ୍ୟକ୍ରମ ଓଡ଼ିଆ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ଉଦଯାପିତ ହୋଇଯାଇଛି l ମି - ନିଉଜ୍…
ବେଲଗୁଣ୍ଠାରେ ହନୁମାନ ଜୟନ୍ତୀ ପାଳିତ
ବେଲଗୁଣ୍ଠା,-:(ଶିବରାମ ଚୌଧୁରୀ )-,ଆଜି ପବିତ୍ର ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ବେଲଗୁଣ୍ଠା ସ୍ଥିତ ହନୁମାନ ମନ୍ଦିରରେ 108 ହନୁମାନ ଚାଳିଶା, ହୋମଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଏଥିରେ କର୍ତ୍ତା ଭାବେ ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି ଏବଂ ତାଙ୍କର…
ମହାବିଷୁବ ସଂକ୍ରାନ୍ତିରେ ବିଭିନ୍ନ ସ୍ଥାନରେ ସଂକ୍ରାନ୍ତି ମେରୁ ଅନୁଷ୍ଠିତ ; ଝୁଣାପଣାରେ ମହକି ଉଠିଲା ଝାମୁଯାତ୍ରା…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ମହା ବିଷୁବ ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଉଦଯାପିତ ହୋଇ ଯାଇଛି ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା I ଏହି ବ୍ଳକ୍ ର ସତରଟି ଗ୍ରାମରୁ ପନ୍ଦରଟି ଗ୍ରାମରେ ଶନିବାର ମାସନ୍ତ ମେରୁ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଆଉ…
ଓଡିଆ ନବ ବର୍ଷ,ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୪/୦୪/୨୪: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ପବିତ୍ର ଓଡ଼ିଆ ନବ ବର୍ଷ, ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ମନ୍ଦିର ରେ ଆଜି ପ୍ରବଳ ଭକ୍ତ ଙ୍କ ଗହଳି ଦେଖିବାକୁ ମିଳିଥିଲା।ସ୍ଥାନୀୟ…
ଗୁଣପୁରର ବିଭିନ୍ନ ସ୍ଥାନ ରେ ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଳନ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ରାୟଗଡ଼ା ଜିଲ୍ଲା ଗୁଣୁପୁର ରେ ବିଭିନ୍ନ ସ୍ଥାନ ରେ ବହୁ ଧୁମ୍ ଧାମରେ ପାଳନ ହୋଇ ଯାଇଛି। ଏହି ଅବସରରେ ଗୁଣପୁର ସହରର ଚାରିଟି ହନୁମାନ ମନ୍ଦିର ଏବଂ ସରକାରୀ ବାଳିକା ବିଦ୍ୟାଳୟ ନିକଟସ୍ଥ ତ୍ରିନାଥ ମନ୍ଦିରରେ…