Sign in
Sign in
Recover your password.
A password will be e-mailed to you.
ଜି ଆଇଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ,୨୨୯ ୟୁନିଟ ରକ୍ତ ସଂଗ୍ରହ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ଆନ୍ତ ରାଜ୍ୟ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୋଟ ୨୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ…
କୋରାପୁଟ ଲୋକସଭା ଓ ବିଧାନସଭା ପାଇଁ ବିଜେପି ଦଳର ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: କୋରାପୁଟ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ବରିଷ୍ଠ କର୍ମକର୍ତ୍ତାଙ୍କୁ ପ୍ରଭାରୀ ଓ ସଂଯୋଜକ ରୂପେ ଦାୟିତ୍ୱ ଦିଆଯାଇଛି। ଏହି ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ଶିବ ପଟନାୟକ ସୂଚନା ଦେଇ କହିଛନ୍ତିଯେ କୋରାପୁଟ ଲୋକ ସଭା ସଂଯୋଜକ ରୂପେ…
ନିଶ୍ଚିନ୍ତକୋଇଲି ସେଣ୍ଟ ଜାଭିୟର ହାଇସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ କଟରପଡ଼ା ଠାରେ ଥିବା ନିଶ୍ଚିନ୍ତକୋଇଲି ସେଣ୍ଟ ଜାଭିୟର ହାଇସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି l ଆସ୍ଥା ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ପ୍ରମିଳା ନାୟକଙ୍କ ସଭାପତିତ୍ଵ ଏବଂ ସ୍କୁଲର…
ବାଣପୁର ଐତିହାସିକ ପଲଟଣ ପଡିଆରେ ମହା ଧୁମଧାମରେ ପାଳିତ ହେଲା ଦଣ୍ଡ ମେଳଣ
ବାଣପୁର (ସେକ କୌସର ): ଆସ୍ଥା ଓ ବିଶ୍ୱାସର ପ୍ରତୀକ ଦଣ୍ଡ ଠାକୁର। ବିଶ୍ୱାସରୁ ପରମ୍ପରାର ସୃଷ୍ଟି। ଯେଉଁ ଠାକୁର ଦାଣ୍ଡରେ ବୁଲନ୍ତି, ଦାଣ୍ଡରେ ପୂଜା ପାଆନ୍ତି। ଠାକୁରଙ୍କ ସାଥିରେ ଭକ୍ତ ବି ବୁଲେ, ଦାଣ୍ଡରେ ମୁଣ୍ଡିଆ ମାରେ, ଠାକୁରଙ୍କୁ ପାଇବାକୁ ଦଣ୍ଡ ପାଏ।ଏହିଭଳି ଅନନ୍ୟ ପରମ୍ପରା…
ତିନି ରାଜ୍ୟ ସୀମାନ୍ତ ଜାମଶୋଳା ରେ ଚୋରାବାଲି ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଝାରପୋଖରିଆ ପୋଲିସ।।।।।
ସାରସକଣା ::( ଶାସକ ପ୍ରଶାସକ) ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ତିନି ରାଜ୍ୟ ସୀମାନ୍ତ ଜାମଶୋଳା ନିକଟରୁ ଗୋଟିଏ ବେନିୟମ ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କଲା ଝାରପୋଖରିଆ ପୋଲିସ । ସୂଚନା ମୁତାବକ ଝାରପୋଖରିଆ ପୋଲିସ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ବାଲି ଘାଟ ଗୁଡ଼ିକରୁ ଚୋରା ବାଲି…
ସାଧାରଣ ନିର୍ବାଚନ–୨୦୨୪ ପରିପ୍ରେକ୍ଷୀରେ ଆନ୍ତଃରାଜ୍ଯ ପୋଲିସ ସମନ୍ଵୟ ବୈଠକ
ଭୁବନେଶ୍ୱର : ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ–୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି।ଏହି ପରିପ୍ରେକ୍ଷୀରେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆଭାସି ଜରିଆରେ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ଯ…
ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଦୃଷ୍ଟିହୀନଙ୍କ ପାଇଁ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ସ୍ଥାପନ
ଭୁବନେଶ୍ବର, ଅପ୍ରେଲ ୧୨, ୨୦୨୪: ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନଙ୍କୁ ଉନ୍ନତ କରିବା ନିମନ୍ତେ ସହାୟତା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଅନୁଷ୍ଠାନ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ ଏକ ଏକ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ 'ଜିନ୍ଦଲ…
ମା ସୀତାଲାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କଲ୍ୟାଣସିଂହପୁର/ ମାଲେସ କୌଶଲ୍ୟା ; କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡା ପଞ୍ଚାୟତର କୁମ୍ବାରିଗୁଡା ଛକ ନିକଟରେ ଥିବା ଖେଳ ପଡିଆରେ ମା ସୀତାଲାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି | ୧୬ ଦିନ ଧରି ଖେଳା ଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଟି ଦଳ ଅଂଶ ଗ୍ରହଣ…
ଚଳିତ ଶିକ୍ଷାବର୍ଷର ପ୍ରଥମ ମାସିକ ବୈଠକ ଅନୁଷ୍ଠିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡ଼ାସମ୍ବର ବ୍ଲକ୍ ଅନ୍ତର୍ଗତ ସମସ୍ତ 5T ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ମାନଙ୍କ ମାସିକ ସମୀକ୍ଷା ବୈଠକ ଦହିଗାଁ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ପ୍ରଥମେ ମା ସରସ୍ଵତୀ ଙ୍କ ଫଟୋଚିତ୍ରରେ…
ଜଳ ହିଁ ଜୀବନ , ଜଳ ସୁରକ୍ଷା ଜୀବନ ରକ୍ଷା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନ ଏବଂ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ମିଳିତ ଆନୁକୁଲ୍ୟେ ପାରଳାଖେମୁଣ୍ଡି ସ୍ଥିତ ରାଜବାଟି ସାମ୍ନାରେ ଏକ ଜଳଛତ୍ର ହରିମୋହନ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ…