Sign in
Sign in
Recover your password.
A password will be e-mailed to you.
ଚିକିତ୍ସା କ୍ଷେତ୍ରରେ ଟେଲିମେଡିସିନ୍ ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ହିଁ ଭବିଷ୍ୟତ ନିର୍ଦ୍ଧାରଣ କରିବ
ଭୁବନେଶ୍ୱର, ଏପ୍ରିଲ୍ ୧୩: ଅପହଂଚ ଇଲାକା ଯେଉଁଠାରେ ସ୍ୱାସ୍ଥ୍ୟ ସେବା ଠିକ୍ ଭାବେ ପହଂଚିପାରୁନି ସେଠାରେ ଟେଲିମେଡିସିନ୍ ହିଁ ଜନସାଧାରଣଙ୍କର ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ । ଏଥି ନିମନ୍ତେ ଚିକିତ୍ସା ବିଜ୍ଞାନ (ମେଡିସିନ୍) ଓ ଇଞ୍ଜିନିୟରିଂ ଏକତ୍ର ହୋଇ ସମାଜର ହିତ ନିମନ୍ତେ…
“ଦଶ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ଧର୍ମେନ୍ଦ୍ରଙ୍କର ଓଡିଶା ପାଇଁ ଅବଦାନ ଶୂନ”
https://youtu.be/xyrFSbinPuk
ବିଏସକେୱାଇକୁ ବନ୍ଦ ପାଇଁ ଷଡଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର
ନିଜ ବିଫଳତା ଲୁଚାଇବାକୁ ମିଛ କହୁଛନ୍ତି
ଏନ୍ଏଚ୍-୫୫ ରାସ୍ତା କାମଟି ମଧ୍ୟ ସାରିପାରିଲେ ନାହିଁ
ଲୋକ ଲଜ୍ଜାରୁ ବଞ୍ଚିବା ପାଇଁ ଏବେ ତୁଚ୍ଛା ଭାଷଣ ମାରୁଛନ୍ତି…
ଚାର୍ଜସିଟ୍ ଦ୍ୱାରା ବିଜେଡିର ୨୫ ବର୍ଷର ମିଥ୍ୟା ରୂପାନ୍ତରଣ ସହ ବିଫଳତାର ପର୍ଦ୍ଦାଫାଶ କରାଯିବ – ଧର୍ମେନ୍ଦ୍ର…
ଢେଙ୍କାନାଳ ଓ ଅନୁଗୋଳ ବିଜେପିର ମିଶ୍ରଣ ପର୍ବ ଓ ସାମ୍ବାଦିକ ସମ୍ମିଳନୀ
• ବିଜେଡି ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଛି, କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ଶାସନ ବ୍ୟବସ୍ଥା ସୀମିତ ରହିଛି
• ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ଦେବଗଡ଼ ସ୍ୱଚ୍ଛ ପାନୀୟ ଜଳ, ସ୍ୱାସ୍ଥ୍ୟସେବା…
ରେଳ ଷ୍ଟେସନରେ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିବା ପ୍ରୟାସକୁ ତୀବ୍ର କରିଛି ରେଳ ମନ୍ତ୍ରଣାଳୟ
ନୂଆଦିଲ୍ଲୀ/ ଭୁବନେଶ୍ୱର : ଭାରତୀୟ ରେଳର ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ପ୍ରତିବଦ୍ଧ | ଗ୍ରୀଷ୍ମ ସମୟରେ ଏବଂ ସମ୍ଭାବ୍ୟ ଉତ୍ତାପ ତରଙ୍ଗକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଷ୍ଟେସନ ମାନଙ୍କରେ ପାନୀୟ ଜଳର ଉପଲବ୍ଧତା ସମୀକ୍ଷା କରିଛି ଏବଂ…
ଆଦ୍ୟଶକ୍ତି ମାଁ ଦୁର୍ଗା ଙ୍କର ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କଲେ ସୁଶାନ୍ତ ସିଂ
https://youtu.be/IiWqLaybN9g
ସୁଶାନ୍ତ ଓ ପରିଣୀତାଙ୍କୁ ସୋହେଲାରେ ଭବ୍ୟ ସ୍ୱାଗତ
ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ , ଲୋକସଭା ଆସନ ମଧ୍ୟ ଅଧିକ ଜିତିବ ବିଜେଡି :-ସୁଶାନ୍ତ ସିଂ
ବରଗଡ଼ :- ବାଜି ସାରିଛି 2024 ସାଧାରଣ ନିର୍ବାଚନ ପାଇଁ ବିଗୁଲ । ନିର୍ବାଚନ ଘୋଷଣା…
“ବିଜେଡିରେ ଗଣତନ୍ତ୍ର ନାହିଁ : ଅଣଓଡିଆ କର୍ମଚାରୀଙ୍କ କବଜାରେ ଦଳ “
ବିଜେପିରେ ଯୋଗ ଦେଲେ ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ
ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ବିଜେଡି ଡଙ୍ଗା ଖୁବ ଶୀଘ୍ର ବୁଡିଯିବ : ଅଜୟ ନାୟକ
ଭୁବନେଶ୍ୱର: ବିଜୁ ଜନତା ଦଳରେ ଗଣତନ୍ତ୍ର ନାହିଁ । ଅଣଓଡିଆ କର୍ମଚାରୀଙ୍କ କବଜାରେ ବିଜେଡି । ଦୀର୍ଘ ବର୍ଷର କଠିନ ପରିଶ୍ରମ ବଳରେ ବିଜେଡିକୁ…
ସ୍ବାଧୀନତାର ୭୫ ବର୍ଷ ପରେ ବି ପକ୍କା ରାସ୍ତା ସାତ ସପନ
ଗାଇସିଲାଟ/ମନ ଡନସନା- ବିଜେପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଗାଇସିଲାଟ ବ୍ଲକ ର ସାନସାହାଜବାହାଲ, ବାବେବାହାଲ, କନ୍ଦାଗାଡ, କମଲାପଦର ଅଞ୍ଚଳବାସୀ ଙ୍କ ପାଇଁ ପକ୍କା ରାସ୍ତା ସାତ ସପନ ସଦୃଶ ।ଏହି ଗାଁ ମାନଙ୍କୁ ଯିବାକୁ ହେଲେ ଗାଇସିଲାଟ ସଦରମହକୁମା ଠାରୁ ଏହି କାଦୁଅ ପଚପଚ କଞ୍ଚା ରାସ୍ତା ରେ…
ଖଲ୍ଲିକୋଟରେ ଵିଜେପିର ମିଶ୍ରଣ ପର୍ବ ।
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ରେ ରାଜନୈତିକ ଅସ୍ଥିରତା ଏବେ ଦେଖିବାକୁ ମିଳିଛି । ଏ ଅବସରରେ କହିବାକୁ ଗଲେ ଖଲ୍ଲିକୋଟ ର ରାଜନୈତିକ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଦେଖାଯିବ । ବିଜେପି ର ସାଙ୍ଗଠନିକ କାର୍ଯ୍ୟକୁ ନେଇ ବିଜେଡିର ନେତାମାନେ ନିଜକୁ ପ୍ରମାଦ…
ସଞ୍ଜ ନଇଁଲେ ଏଠି ଅନ୍ଧାରର ରାଜୁତି, ମୌଳିକ ସୁବିଧା ଏହି ଅପହଞ୍ଚ
ବିକାଶ ହୁଡ଼ି ଯାଇଛି ଭରିଭଟା ଗାଁର ବାଟ
କଲ୍ୟାଣସିଂହପୁର: ସଞ୍ଜ ନଇଁଲେ ଏଠି ଅନ୍ଧାରର ରାଜୁତି। ମୌଳିକ ସୁବିଧା ଏହି ଅପହଞ୍ଚ | ସତେ ଯେମିତି ସରକାରଙ୍କ ବହୁଚର୍ଚ୍ଚିତ ଓ ତଥାକଥିତ ବିକାଶ ହୁଡ଼ି ଯାଇଛି ଭରିଭଟା ଗାଁର ବାଟ | ଭରିଭଟା ଗାଁ...ଏ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର…
ଶ୍ରୀ ରାମ ନବମୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୨/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଆଗାମୀ ୧୭ ତାରିଖ ରେ ହେବାକୁ ଥିବା ଶ୍ରୀ ରାମ ନବମୀ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତାରିଣୀ ମନ୍ଦିର ଛକ, ମୁଖ୍ୟ ଦୈନିକ ବଜାର…