Sign in
Sign in
Recover your password.
A password will be e-mailed to you.
ହନୁମାନ ଜୟନ୍ତୀରେ ବଜରଙ୍ଗ ଦଳର ବିଶାଳ ରାଲି: ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ଚିଲିକା
ଚିଲିକା (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ଆଜି ଅନୁଷ୍ଠିତ ହୋଇଯାଇଛି ବିଶାଳବାଇକ ରାଲି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ…
ବିଜେଏମସି ଓଡିଶା ଶାଖା ତରଫରୁ ଜିଲ୍ଲା ସଭାପତି ନିଯୁକ୍ତି l
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଜି ତା ୧୪.୪.୨୦୨୪ ରିଖ ପବିତ୍ର ଓଡ଼ିଆ ନବବର୍ଷ ଓ଼ ମହାବିଷୁବ ସଂକ୍ରାନ୍ତି ଅବସରରେ ଭାରତୀୟ ଜନତା ମଜଦୂର ସେଲ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅର୍ଣ୍ଣବ ଚାର୍ଟର୍ଜୀ ଙ୍କ ନିର୍ଦେଶ ଓ଼ ପରାମର୍ଷ ଅନୁସାରେ ରାଜ୍ୟ ସଭାପତି ଶ୍ରୀ ମାନସ ରଞ୍ଜନ ବେହେରା ୪ଗୋଟି ଜିଲାରେ…
ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଡ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ୧୩୩ତମ ଜୟନ୍ତୀ ମହାସମାରୋହରେ ପାଳିତ
ଭବାନୀପାଟଣା: ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା ୧୪.୪.୨୦୨୪: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସକାଳ ଘ ୯.୦୦ ସମୟରେ ଡ ବି ଆର୍ ଆମ୍ବେଦକର ଙ୍କ ୧୩୩ତମ ଜନ୍ମ ଜୟନ୍ତୀ ସ୍ମୃତିସଭା ,ଆଲୋଚନାଚକ୍ର ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ…
ସୁବର୍ଣ୍ଣପୁର ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ସମାରୋହ ପାଳିତ l
ସୁବର୍ଣ୍ଣପୁର, ତା ୧୪/୦୪/୨୪.(ଆର୍ତ୍ତତ୍ରାଣ ମହାପାତ୍ର): ଜିଲ୍ଲପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ଡ଼ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ମହାସମାରୋହରେ ରେ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ସକାଳ ୮ ଘଟିକା ସମୟରେ ସହରସ୍ଥିତ…
ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବିଧାୟକ ବଂଶୀଧର ସାହୁ ଙ୍କ ସ୍ମୃତିରେ ବିଷୁବ ମିଳନ ଓ କବିତା ପାଠ
ନୟାଗଡ଼, (ବିଶ୍ୱଜିତ ନାୟକ): ବିଶିଷ୍ଟ ରାଜ ନେତା, ସାହିତ୍ୟିକ,ଶିକ୍ଷାବିତ୍, ନାଟ୍ୟକାର ସମାଜ ସେବୀ ତଥା ନୟାଗଡ଼ର ପୂର୍ବତନ ବିଧାୟକ ସ୍ଵର୍ଗତ ବଂଶୀଧର ସାହୁଙ୍କ ସ୍ମୃତିରେ ବଂଶୀଧର ଇଣ୍ଟର୍ ନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ଆନୁକୁଲ୍ୟରେ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ…
କାଶୀପୁର ଠାରେ ଡଃ ବାବା ସାହେବ ଭୀମରାଓ ଙ୍କର ୧୩୩ତମ ଜନ୍ମ ବାର୍ଷିକ ପାଳିତ ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶୀପୁର ସଦର ମହକୁମା ଆଇଫାଡ ଛକ ଠାରେ ଆଜି ଆମ୍ବେଦକର ପ୍ରେମୀ ସମୂହ ବଡ଼ ଧୁମଧାମରେ ଡ଼ଃ ଆମ୍ବେଦକର ଙ୍କର ଜନ୍ମ ଦିନ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମଧ୍ୟପ୍ରଦେଶ ର ଆକାଶ ସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି…
ଅଞ୍ଚଳ ମହାବିଦ୍ୟାଳୟ ରେ ଇତିହାସ ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଇତିହାସ ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବିଭାଗୀୟ ମୁଖ୍ୟ ଅଧ୍ୟାପିକା ବୁନି ସାହୁ ସ୍ଵାଗତ ଭାଷଣ ଦେଇ ଛାତ୍ର ଛାତ୍ରୀ…
କୋକଲୁଣ୍ଡାର ମେରୁଯାତ୍ରା, ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା
ବେଲଗୁଣ୍ଠା : (ଶିବରାମ ଚୌଧୁରୀ )-:ଦୀର୍ଘ ତେର ଦିନର ଦଣ୍ଡଯାତ୍ରା ପରେ ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି । ଦଣ୍ଡୁଆ ମାନଙ୍କ ବିଭିନ୍ନ ନୀତି ନିୟମ ପାଳନ ଓ ଗ୍ରାମ୍ୟ ଭ୍ରମଣ ପରେ ବିଶ୍ୱନାଥ ନାଟ୍ୟ ସଙ୍ଘ ଦ୍ୱାରା ଆୟୋଜିତ ହୋଇଥିଲା ସନ୍ଧ୍ୟାକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ…
ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ଡଃ ବି ଆର ଆମ୍ବେଦକର ଜୟନ୍ତୀ ପାଳିତ
ଜଗତସିଂହପୁର,ତା-୧୪.୦୪.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଠାରେ ସମ୍ବିଧାନ ପ୍ରଣେତା, ଭାରତରତ୍ନ ଡ଼ଃ ବି.ଆର.ଆମ୍ବେଦକର ଙ୍କର 133 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସଦଭାବନା ସଭାଗୃହ ଠାରେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ…
ଶିକ୍ଷାମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଶିକ୍ଷାର ନଗ୍ନ ଚିତ୍ର : ଏଠି ଗୋଟିଏ ପିଲାକୁ ନେଇ ଚାଲିଛି ସ୍କୁଲ
ମୟୂରଭଞ୍ଜ ବାଙ୍ଗିରିପୋଷି ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ/(ଶାସକ ପ୍ରଶାସକ ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଏକ ପ୍ରାଥମିକ ସ୍କୁଲ,ପାଞ୍ଚଟି ଶ୍ରେଣୀକୁ ଜଣେ ଶିକ୍ଷକ, କିନ୍ତୁ ବିନା ଛାତ୍ର ଛାତ୍ରୀରେ ଚାଲିଛି ବିଦ୍ୟାଳୟ। ଗଣ ଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ…