Sign in
Sign in
Recover your password.
A password will be e-mailed to you.
ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ
ମେ ମାସ ୨୦ ତାରିଖରୁ ସାରା ଜିଲ୍ଲାରେ ମଣ୍ଡିରୁ ଧାନ ସଂଗ୍ରହ ଆରମ୍ଭ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ତା ୧୫.୦୪.୨୦୨୪: କଳାହାଣ୍ଡି ଜିଲ୍ଲାରେ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ…
ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ |
ଭୁବନେଶ୍ୱର :ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି | ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ମହେଶ କୁମାର ବେହେରାଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ…
କନ୍ଧମାଳ ଜିଲାରେ ଦାଦନ ଦୁଃଖ
ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଘୁ. ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମ ପଂଚାୟତ ବ୍ରଡିନାଜୁର ଯୁବକ
କନ୍ଧମାଳ(ଗଗନ କୁମାର ପ୍ରଧାନ): ସରୁ ନାହିଁ ପ୍ରବାସୀ ଓଡ଼ିଆଙ୍କ ଦାଦନ ଦୁଃଖ l ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ଜୀବନ ହରାଉଛନ୍ତି ଅନେକ ଓଡ଼ିଆ…
କଂଗ୍ରେସ ଘୋଷଣା କଲା ତାର ଆଉ ଏକ ୭୫ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା
ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ଆଳିରୁ ଡ. ଦେବସ୍ମିତା ଶର୍ମା, ବେଗୁନିଆରୁ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ପ୍ରାର୍ଥୀ
ଭୁବନେଶ୍ୱର: ଆଜି କଂଗ୍ରେସ ଘୋଷଣା କଲା ତାର ଆଉ ଏକ ୭୫ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା ।ପୂର୍ବ ଘୋଷିତ ତିନୋଟି ଆସନରେ ପ୍ରାର୍ଥୀଙ୍କୁ…
ଓଡ଼ଗାଁରେ ହନୁମାନ ଜୟନ୍ତି ପାଳିତ
ଓଡ଼ଗାଁ ୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜେ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ କ୍ଷେତ୍ରରେ ରବିବାର ଚୈତ୍ର ଶୁକ୍ଳ ଷଷ୍ଠୀ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଶ୍ରୀରଘୁନାଥ ଜିଉଙ୍କ ପୀଠ ମୁଖ୍ୟ ରାସ୍ତାର ପ୍ରାରମ୍ଭରେ ବିରାଜିତ ହନୁମାନଙ୍କ…
ପୁରୀରୁ ସୁଜିତ ବ୍ରହ୍ମଗିରିରୁ ମିତ୍ରଭାନୁ କଂଗ୍ରେସର ବିଧାୟକ ପ୍ରାର୍ଥୀ
ପୁରୀ (ଅନିମେଶ ପଟ୍ଟନାୟକ): ସୁଜିତ ମହାପାତ୍ର ହେଲେ ପୁରୀ ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ । ରବିବାର ଏ ନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ସୁଜିତ ଛାତ୍ର ଜୀବନରୁ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରୁ ସାଧାରଣ…
ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଓଡ଼ିଆ ପର୍ବପର୍ବାଣୀ ଓ ଲୋକପରମ୍ପରା ସମାଜରେ ଭକ୍ତି ଓ ନିଷ୍ଠା ସହ ଆଧ୍ୟାତ୍ମିକ ଚେତନାକୁ ଉଜାଗର କରୁଛି - ଧର୍ମେନ୍ଦ୍ର ପ୍ରଧାନ
• ସମ୍ବଲପୁର ସ୍ଥିତ ହନୁମାନ ମନ୍ଦିର, ଅଇଁଠାପାଲିସ୍ଥ କାମାକ୍ଷା ମନ୍ଦିର, ହୀରାକୁଦରେ ମା’ ଦଣ୍ଡକାଳୀ ମନ୍ଦିର, ସମେତ ବିଭିନ୍ନ ମନ୍ଦିର ଦର୍ଶନ ସହ ବୃକ୍ସହିଲ…
ସମ୍ବଲପୁରରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ
ଆମ୍ବେଦକର ଦେଶକୁ ସର୍ବସମାବେଶୀ ଓ ପ୍ରଗତିଶୀଳ ସମ୍ବିଧାନ ଦେଇଛନ୍ତି -ଧର୍ମେନ୍ଦ୍ର ପ୍ରଧାନ
• ଆମ୍ବେଦକରଙ୍କ ଜୟନ୍ତୀରେ ଠେଲକୋପଡା ଠାରେ ଏସସି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଅଜୁ ତାଣ୍ଡିଙ୍କ ଘରେ ଜଳଖିଆ ଖାଇଲେ କେନ୍ଦ୍ରମନ୍ତ୍ରୀ • ‘ମୋଦୀ ବିଜୟ ପ୍ରଚାର’ ଅଭିଯାନ ଅନ୍ତର୍ଗତ ଠେଲକୋପଡ଼ା ଠାରେ…
ରାଜ୍ୟରେ ଯୋଗାଯୋଗ ଅବ୍ୟବସ୍ଥା ଓ ପାନୀୟ ଜଳ ସଂକଟ ନେଇ କେନ୍ଦ୍ରମନ୍ତ୍ରୀଙ୍କ କ୍ଷୋଭ
ଡିଏମଏଫ ଅର୍ଥରେ ସରକାରୀ ଅଧିକାରୀ ବ୍ୟୟବହୁଳ ଗାଡି କିଣୁଥିବା ବେଳେ ରାସ୍ତା ନିର୍ମାଣ ନ ହେବା କ୍ଷୋଭ ଓ ପରିତାପର ବିଷୟ- ଧର୍ମେନ୍ଦ୍ର ପ୍ରଧାନ
• ଡିଏମଏଫ ଅର୍ଥରେ ସୁନ୍ଦରଗଡ଼ ସର୍କିଟ ହାଉସର ପାଚେରୀ ନିର୍ମାଣ ହେଉଥିବା ବେଳେ ଲହୁଣୀପଡା ବ୍ଲକ ଅନ୍ତର୍ଗତ ବଡପୁରୁଣାପାଣି ପଞ୍ଚାୟତ କପଣ୍ଡ…
ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ , ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡ ନାଚ ପର୍ବ…
https://youtu.be/JSytukEQPTg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗତ ୧୩ ଦିନ ଧରି ଚାଲିଥିବା ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ , ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡନାଚ ପର୍ବ ମହା…