Sign in
Sign in
Recover your password.
A password will be e-mailed to you.
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବହୁ ବିଜେପି ଏବଂ କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ମିଶିଲେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାଧାରଣ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି , ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଅନ୍ୟ ଦଳର ନେତା ଓ କର୍ମୀ ମାନେ ସେମାନଙ୍କ ଦଳ ଛାଡି ବିଜେଡି ମୁହାଁ ହେବାରେ ଲାଗିଛନ୍ତି ଏବଂ ଦିନକୁ ଦିନ ବିଜେଡି ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି।…
ନିଷ୍ଠାର ସହ କାର୍ଯ୍ୟ କଲେ ବିଜୟ ଅବଶ୍ୟମ୍ଭାବୀ : ଅରୁଣ
ବିଜୁ ଜନତା ଦଳ କର୍ମି ସମ୍ମିଳନୀ ଅନୁଷ୍ଠିତ
ଓଡ଼ଗାଁ,୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ କଲେଜ ରୋଡ଼ସ୍ଥିତ ହ୍ଵାଇଟ ହାଉସ କଲ୍ୟାଣମଣ୍ଡପ ଠାରେ ରବିବାର ଏକ ବିଶାଳ କର୍ମୀ ସମ୍ମିଳନୀ ଓ ୨୦୨୪ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ଼ ଅରୁଣ…
ନୟାଗଡ଼ -ଓଡଗାଁ ୩୩ କେଭି ବାଧାପ୍ରାପ୍ତ,ଶ୍ରୀରାମ ନବମୀ ଯାତ୍ରାରେ ଲୋକେ ହତସନ୍ତ
ଓଡଗାଁ,୨୧।୪(ଶ୍ରୀକାନ୍ତ କୁମାର ମିଶ୍ର) ଓଡଗାଁରେ ୧୩ ଦିନ ବ୍ୟାପୀ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଚାଲିଥିବା ବେଳେ ଟାଟା ପାୱାରର ଅବହେଳାରୁ ୧୦ ଘଣ୍ଟା ଧରି ବିଦ୍ୟୁତ ବିଭ୍ରାଟ ସମସ୍ତଙ୍କୁ ବ୍ୟଥିତ କରିଛି । ବିଭାଗୀୟ ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ଦେଢଟାରୁ ନୟାଗଡ଼ ରାଜପାଟଣା…
ତlଲୁକ ଆଇନ ସଚେତନତା ଶିବିର
ଓଡ଼ଗାଁ ୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ଅନ୍ତର୍ଗତ ବରସାହି ଗ୍ରାମପଞ୍ଚାୟତରେ ଓଡ଼ଗାଁ ତlଲୁକ୍ ଆଇନ ସେବା କମିଟି ତରଫରୁ ଏକ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ତlଲୁକ୍ ଆଇନ ସେବା କମିଟି ସଚିବ ତଥା ଓଡ଼ଗାଁ ଅତିରିକ୍ତ ଜିଲ୍ଲା…
ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା,ଗଙ୍ଗାପାର ସନ୍ଧ୍ୟା ବେଶ ଦର୍ଶନ ଥିଲା ଆକର୍ଷଣୀୟ ।
ଓଡ଼ଗାଁ୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଶ୍ରୀ ରାମନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ଚତୁର୍ଥ ସନ୍ଧ୍ୟାରେ କୈବର୍ତ୍ତ ଦ୍ଵାରା ପ୍ରଭୁ ଶ୍ରୀରାମଙ୍କ ପଦ ପ୍ରକ୍ଷ୍ୟାଳନ ଏବଂ ଗଙ୍କପାର ବେଶର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ମର୍ଯ୍ୟାଦା ପୁରୁଷୋତ୍ତୋମ…
ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ତ୍ରିଲୋଚନପୁର ପଞ୍ଚାୟତ ଅଞ୍ଚଳ
* ଝରଣା ପାଣି ଭରସାରେ ଅଞ୍ଚଳବାସୀ * ୫ ବର୍ଷର ବିକାଶର ହିସାବ ମାଗୁଛନ୍ତି ଭୋଟର
ଲାଞ୍ଜିଗଡ: ଯୋଜନା ପରେ ଯୋଜନା.ପାଣି ଭଳି ଖର୍ଚ୍ଚ ହେଉଛିକୋଟି କୋଟି ଟଙ୍କା ହେଲେ ସୁଧୁରି ପାରୁନି ଦୁର୍ଗମ ଅଞ୍ଚଳର ଆଦିବାସୀ ଇଲାକା। ଭୋଟ ହାତେଇବା ପାଇଁ ନେତାଙ୍କ ଗଦା ଗଦା ପ୍ରତିଶୃତି। ବିକାଶର ସ୍ବପ୍ନ…
ବରଗଡ଼ ଜିଲ୍ଲାରେ ବିଜେପି କୁ ଝଟକା ପରେ ଝଟକା
ବିଜେଡିରେ ମିଶିଲେ ବିଜେପି ସମର୍ଥିତ ସରପଞ୍ଚ ଓ ଶତାଧିକ ସମର୍ଥକ
ବରଗଡ ;- ବିଗତ କିଛି ଦିନ ହେଲା ଜିଲ୍ଲାର ଅନେକ ସ୍ଥାନରେ ବିଜେପି ର ଅନେକ ନେତା ଓ କାର୍ଯ୍ୟକର୍ତ୍ତା ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହେବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର…
ଚିନ୍ତାମୁକ୍ତ ଓଡ଼ିଶାକୁ ଚିନ୍ତାଯୁକ୍ତ କରିଛି ବିଜେଡି ସରକାର : ସଜ୍ଜନ ଶର୍ମା
- ବୌଦ୍ଧ ଓ ବାରିପଦା ବିଶ୍ୱର ଉତପ୍ତ ସହର ପାଲଟିବା, ନବୀନ ସରକାରର ବିଶ୍ୱସ୍ତରୀୟ ଉପଲବ୍ଧ- ଏକଦା ପ୍ରାକୃତିକ ପରିବେଶରେ ସମୃଦ୍ଧ ଓଡିଶା ଆଜି ଜଙ୍ଗଲ ଓ ଜଳ ଶୂନ୍ୟ ହେବାକୁ ବସିଲାଣି- ବନୀକରଣ ପାଇଁ ଖର୍ଚ୍ଚ ହୋଇଥିବା ୫ ହଜାର କୋଟି ଟଙ୍କା ଗଲା କୁଆଡେ ?- ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ…
ଆସନ୍ତା ୨୫ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହ
ସୋନପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ଭୋଧିତ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା
ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ଭୂବନେଶ୍ୱରଠାରେ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ରାତ୍ରିଯାପନ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା
ଓଡ଼ିଶାରେ ‘ମା, ମାଟି,…
ଓଡ଼ିଶାରେ ଦେଶର ସର୍ବାଧିକ ଦରଦାମ୍ ବୃଦ୍ଧି ଦୁର୍ଭାଗ୍ୟଜନକ : ସତ୍ୟବ୍ରତ ପଣ୍ଡା
ମାର୍ଚ୍ଚ ମାସରେ ଭାରତର ମୁଦ୍ରାସ୍ଫୀତି ୪.୯ପ୍ରତିଶତ ଥିôବାବେଳେ ଓଡ଼ିଶାରେ ତାହା ଦେଶର ସର୍ବାଧିକ ୭.୧ପ୍ରତିଶତ ରହିବା ରାଜ୍ୟ ସରକାରଙ୍କ ଅପାରଗତାର ପରିଚୟ
ଓଡ଼ିଶାରେ କେବଳ ମାର୍ଚ୍ଚ ମାସରେ ଏହିପରି ଦରଦାମ ବୃଦ୍ଧି ଘଟିଛି ତାହା ନୁହେଁ ବରଂ ଗତ ୬ମାସ ଧରି ଓଡିଶାର ଦରଦାମ ଦେଶରେ…