Sign in
Sign in
Recover your password.
A password will be e-mailed to you.
ବାଲିଗୁଡା ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ପକ୍ଷରୁ ନାମାନଙ୍କ ଦାଖଲ କଲେ ଉପେନ୍ଦ୍ର, ଯୋଗ ଦେଲେ ଆଠ ହଜାରରୁ ଉର୍ଦ୍ଧ…
ଘୁ.ଉଦୟଗିରି/ବାଲିଗୁଡ଼ା(ଅବନୀ କୁମାର ପ୍ରଧାନ): ଆଜି କନ୍ଧମାଳ ଜିଲ୍ଲାର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କଲେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ହଜାର ହଜାର କଂଗ୍ରେସ ପ୍ରେମୀ ଓ ବରିଷ୍ଠ କଂଗ୍ରେସ କର୍ମୀ…
ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ, ଗୁଣପୁର କିରନଦୀପ କୌରଙ୍କ ତତ୍ୱାବୋଧାନରେ ଗୁଣପୁର ସହରର ଦୁଇ ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁଣମଞ୍ଜରୀ ବେବର୍ତ୍ତା (୧୦୭) ଓ ଗୌରଚନ୍ଦ୍ର ପାଢ଼ୀ(୧୦୪)ଙ୍କ…
ଜିଲ୍ଲା ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ
ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି, ନବରଙ୍ଗପୁର ଜିଲ୍ଲାପାଳ ଡ଼. କମଳଲୋଚନ ମିଶ୍ରଙ୍କ ନେତୃତ୍ୱରେ ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦେଶ କ୍ରମେ, ନବରଙ୍ଗପୁର ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତଖ୍ୟ ତତ୍ୱା ଅବଧାନରେ,…
ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ମୁକ୍ତ,ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ
ଭବାନୀପାଟଣା(ଶାସକ ପ୍ରଶାସକ ) ତା ୨୬.୪.୨୦୨୪: କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନ ର ପ୍ରସ୍ତୁତି ଏବଂ ଏଥିପାଇଁ କାର୍ଯ୍ୟ ଖସଡ଼ା କିଭଳି ପ୍ରସ୍ତୁତ ହୋଇଛି ଏ ସଂପର୍କରେ…
କ୍ରୀତଦାସ ନୁହେଁ, ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱାଧୀନତାରେ ଅଛି ମୋର ଅଗାଢ ବିଶ୍ୱାସ – ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ ଓ ଛେଣ୍ଡିପଦାରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର
• ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଅଶୋକ ପ୍ରଧାନଙ୍କ ସହ ୨ ହଜାରରୁ ଅଧିକ ବିଜେଡି କର୍ମୀ ଓ ସମର୍ଥକ• ଖାଦ୍ୟ ପରସି ମା’ ଭଉଣୀ ମାନଙ୍କ ହୃଦୟ ଜିଣିଲେ…
ବିରୋଧୀ ଆତ୍ମବିଶ୍ବାସ ହରେଇ ବସିଲେଣି, ସେମାନଙ୍କ ନିଦ ହଜିଯାଇଛି : ବାଚାଳ ହୋଇ ମିଛ ଗପୁଛନ୍ତି
ଡାବୁଗାଁ ଓ ନବରଙ୍ଗପୁରରେ ପାଣ୍ଡିଆନଙ୍କ ଶଙ୍ଖନାଦ
ଶଙ୍ଖ ବିକାଶର ପରିଚୟ, ୯୦ ପ୍ରତିଶତ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ
ବିଶାଳ ଜନସମୁଦ୍ର ଦେଖି ବିରୋଧୀ ଆତ୍ମବିଶ୍ବାସ ହରେଇ ବସିଲେଣି
ପଞ୍ଚାୟତ ନିର୍ବାଚନରେ…
“କେନ୍ଦ୍ରମନ୍ତ୍ରୀଙ୍କ ରାଗ, ସାଧାରଣ ଲୋକ କାହିଁକି ଏତେ ସୁବିଧା ପାଉଛନ୍ତି” : ଉମରକୋଟ ଓ ଝରିଗାଁରେ…
ଲୋକଙ୍କୁ ବିକାଶର ହିସାବ ଦେଲେ ଶ୍ରୀ ପାଣ୍ଡିଆନ
ଶଙ୍ଖ ବିକାଶର ପରିଚୟ, ୯୦ ପ୍ରତିଶତ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ
ବିକାଶ ପାଇଁ ଶାନ୍ତି ଦରକାର, ଆମ ମୁଖ୍ୟମନ୍ତ୍ରୀ ଓଡିଶାରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି, ତେଣୁ…
ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରବେଶ କାଳୀନ ପ୍ରଶିକ୍ଷଣ ଉଦଘାଟିତ
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ନବନିଯୁକ୍ତ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରବେଶ କାଳୀନ ପ୍ରଶିକ୍ଷଣ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକି ପରିଚାଳନା ଏକାଡେମୀ , ଚନ୍ଦ୍ରଶେଖରପୁର , ଭୁବନେଶ୍ୱର ଠାରେ ଉଦଘାଟିତ ହୋଇଯାଇଛି |…
ଏଥର ଓଡ଼ିଶାରେ ସରକାର ବଦଳିବ – ଧର୍ମେନ୍ଦ୍ର ପ୍ରଧାନ
ସୋନପୁରରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’
• ଓଡ଼ିଶାର ସବୁ ସହରରେ ନିଶାଦ୍ରବ୍ୟ ଓ ଧଳାଜହର ପହଞ୍ଚିଛି, ରାଜ୍ୟରେ ବିଫଳତା ଚରମ ସୀମାରେ • ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ, ବିଜେପୁର ଓ କଣ୍ଟାବାଞ୍ଜି ପାଇଁ କରିଥିବା କାମର ଶ୍ୱେତପତ୍ର ପ୍ରକାଶ କରନ୍ତୁ • ୨୫ ବର୍ଷ ଶାସନରେ ପାନୀୟ ଜଳ,…
“ମୋଦୀ ସରକାରଙ୍କ ଯୋଜନା ଗୁଡିକରେ ନବୀନ ବାବୁ ନିଜର ଫଟୋ ଲଗାଇ କରନ୍ତି ପ୍ରଚାର”
ସୋନପୁରଠାରେ ଆୟୋଜିତ “ବିଜୟ ସଂକଳ୍ପ ସମାବେଶ” ରେ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ
ଓଡିଶାରେ ପ୍ରଥମ ଥର ପାଇଁ ବିଜେପିର ପୂର୍ଣ ବହୁମତ ବିଶିଷ୍ଟ ସରକାର ଗଠନ ହେବାକୁ ଯାଉଛି
ଯିଏ ନିଜ ପ୍ରଦେଶର ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଗର୍ବ ଅନୁଭବ କରି ପାରେ…