ଡାଟା ବ୍ୟବହାରରେ ଚାଇନା ମୋବାଇଲକୁ ପଛରେ ପକାଇ ରିଲାଏନ୍ସ ଜିଓ ଏବେ ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର

- ଗୋଟିଏ ତ୍ରୟମାସରେ ଜିଓ ନେଟୱାର୍କରେ ୪୦.୯ ଏକ୍ସାବାଇଟ୍ ଡାଟା ବ୍ୟବହାର ରେକର୍ଡ କରାଯାଇଛି - ଏୟାରଟେଲ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ୱର: ଭାରତୀୟ ଟେଲିକମ୍ କ୍ଷେତ୍ରରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବା ପରେ ରିଲାଏନ୍ସ ଜିଓ ଡାଟା ବ୍ୟବହାର ଦୃଷ୍ଟିରୁ ଏକ ନୂତନ ବିଶ୍ୱ ରେକର୍ଡ…

ମହିପୁର ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ପ୍ରଥମ ରାତ୍ରୀକାଳୀନ ସାତ ଜଣିଆ ଫୁଟବଲ୍ ପ୍ରତିଯୋଗିତା

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମହୀପୁର ଗ୍ରାମର ଖେଳ ପଡ଼ିଆରେ ମହିପୁର ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ପ୍ରଥମ ରାତ୍ରୀକାଳୀନ ସାତ ଜଣିଆ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଅଧିଷ୍ଠାତ୍ରୀ ଦେବୀ କନ୍ଧେନ୍ ବୁଢ଼ୀଙ୍କ ଠାରେ ପୂଜାର୍ଚ୍ଚନା…

ବିକାଶ ହୁଡ଼ିଛି ବାଟ : ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ

ଦଣ୍ଡାମୁଣ୍ଡା ଗାଁର ଗର୍ଭବତୀ ଝୁନିତା ନାଏକଙ୍କ ଗର୍ଭ ଯନ୍ତ୍ରଣାରେ ୨ କି.ମି ଛଟପଟ ହୋଇ ଚାଲିଲେ। ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୋଡ଼ିପାରି ଗ୍ରାମ ପଞ୍ଚାୟତ ର ଅନେକ ଗାଁକୁ ନିତି ଦିନିଆ ଯାତାୟତ ପାଇଁ ରାସ୍ତା ନ ଥିବାରୁ ଜନ ସାଧାରଣ ବହୁ ଅସୁବିଧାର…

ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ବିଧାୟକ ପ୍ରାର୍ଥୀ ମୁରଲୀକ୍ରୀଷ୍ଣାଙ୍କ ନାମାଙ୍କନ ପତ୍ର ଦାଖଲ

https://youtu.be/LKBWV-kn12M  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି (ବୁଧବାର ଦିନ) ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲର ୭ମ ଦିନରେ…

ପାରଳାଖେମୁଣ୍ଡି ରୁ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୨ ଜଣ ସ୍ବାଧୀନ ପ୍ରାର୍ଥୀ ଏବଂ ମୋହନାରୁ ବିଜେଡି ଓ ବିଜେପି ପ୍ରାର୍ଥୀ…

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲର ୭ମ ଦିନରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ…

ଭଞ୍ଜନଗରରେ “ଆମ ସଂସ୍କୃତି, ଆମ ଖେଳନା କର୍ମଶାଳା: ୨୦୨୪” ଉଦଯାପିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ "ଆମ ସଂସ୍କୃତି ଆମ ଖେଳନା କର୍ମଶାଳା - ୨୦୨୪" ର ଆଜି ୨୪ ଏପ୍ରିଲ୍ ବୁଧବାର ଦିନ ଉଦଯାପିତ ହୋଇଯାଇଛି। ବଡକୋଦଣ୍ଡା ଓ ଲାଲସିଂ କ୍ଲଷ୍ଟର ର ମିଳିତ ସହଯୋଗରେ ଦୁଇ…

ପ୍ରବର୍ତ୍ତନ ସଂସ୍ଥାମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: "ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ପ୍ରକ୍ରିୟା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳସ୍ତମ୍ଭା ଭାରତୀୟ ଗଣତନ୍ତ୍ର ସମଗ୍ର ବିଶ୍ୱରେ ଏହାର ମୁକ୍ତ, ଅବାଧ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ନିର୍ବାଚନ ପ୍ରକ୍ରିୟା ପାଇଁ ପ୍ରସିଦ୍ଧା ଏହି ପ୍ରତିଷ୍ଠାକୁ ବଜାୟ ରଖିବା ପାଇଁ ଓ ନିର୍ବାଚନ ପ୍ରକ୍ରିୟାକୁ…

ଓଡ଼ଗାଁ ବ୍ଲକର ୧୫ ଗ୍ରାମରେ ବିଜେଡ଼ିର ମେଗା ପ୍ରଚାର ଅଭିଯାନ

ନବୀନଙ୍କ ବିକାଶର ମୁଦାକୁ ପାଥେୟ କରି ଯୋଡି ଶଂଙ୍ଖରେ ଭୋଟ ଦେବାକୁ ନିବେଦନ ରଖିଲେ ଅରୁଣ ଓ ଅରୁପ ଓଡ଼ଗାଁ, ୨୪।୪ (ଶ୍ରୀକାନ୍ତ କୁମାର ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ସମୟ ନିକଟତର ହେଉଥିବା ବେଳେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଯୋରଦାର କରିଛନ୍ତି। ଏହି ପରିପ୍ରେକ୍ଷିରେ…

ବନବାସୀ ଶ୍ରୀରାମଙ୍କ ଚିତ୍ରକୂଟରେ ବିଶ୍ରାମର ଦୃଶ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ

ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ୭ମ ସନ୍ଧ୍ୟା ଓଡ଼ଗାଁ,୨୪।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡଗାଁ ପ୍ରସିଦ୍ଧ ଶ୍ରୀ ରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ୭ମ ସନ୍ଧ୍ୟାରେ ବନବାସୀ ଶ୍ରୀରାମ ଥକା ଲାଘବ ପାଇଁ ଚିତ୍ରକୂଟ ପର୍ବତରେ ବିଶ୍ରାମ ନେବାର ଦୃଶ୍ୟ ଦର୍ଶନ ଭକ୍ତ ମାନଙ୍କୁ ଭାବ ବିହ୍ଵଳ…

ବିଜେପିର ଚାର୍ଜସିଟରେ ବିଜେଡି ଭୟଭୀତ: ଉର୍ମିଳା ମହାପାତ୍ର

 ବିଜେପିରୁ ଟିକେଟ ନପାଇ ହତାଶ ହୋଇପଡିଥିବା ଏବଂ ବିଜେଡିର ଦୟା ଓ କରୁଣାରେ ଟିକେଟ ପାଇଥିବା ଲେଖାଶ୍ରୀଙ୍କ ବକ୍ତବ୍ୟରୁ ତାଙ୍କ ଅସହୟତା ପ୍ରକାଶ ପାଉଛି  ଯଦି ଲେଖାଶ୍ରୀ ବିଜେପିରେ ସୁରକ୍ଷିତ ନଥିଲେ, ତାହେଲେ ବିଜେପିରେ ବିଭିନ୍ନ ପଦପଦବୀରେ କେମିତି ଥିଲେ ?  ଲେଖାଶ୍ରୀଙ୍କ…