ପାରଳାଖେମୁଣ୍ଡି ରୁ ବିଜେପି ଓ ଆପ୍ ପ୍ରାର୍ଥୀଙ୍କ ସମେତ ୪ ଜଣ ସ୍ବାଧୀନ ପ୍ରାର୍ଥୀ ଏବଂ ମୋହନାରୁ ୩ ଜଣ ସ୍ବାଧୀନ…

 https://youtu.be/FSuAr3t1Ol0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତଥା ଶେଷ ଦିନରେ…

ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପରଲୋକ।

ଖଲ୍ଲିକୋଟ ରୁ ଶିବରାମ ଜେନା/ଶାସକ ପ୍ରଶାସକ: କାଳର କରାଳ ଶ୍ରୋତରେ ଦିନେ ନା ଦିନେ ସମସ୍ତେ ଭାସିବା । ମୃତ୍ୟୁ କାହାକୁ କହିକରି ଆସି ନଥାଏ। ଖଲିକୋଟ ଏନ୍ ଏ ସି ଅନ୍ତର୍ଗତ ତୋଟା ଗାଁ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକରମେଶ ଚନ୍ଦ୍ର ପ୍ରଧାନ ଙ୍କ ପରଲୋକ ହୋଇଯାଇଛି । ଖବର ନେବାରୁ ଜଣାପଡିଛି ଯେ…

ଆମ୍‌କୋ-ସିମ୍‌କୋ ଶହୀଦ ସ୍ମାରକୀ କମିଟି ପକ୍ଷରୁ ୪୯ ଜଣ ଶହୀଦଙ୍କୁ ଭକ୍ତିପୁତ ଶ୍ରଦ୍ଧାଞଳି ଅର୍ପଣ

ରାଉରକେଲା,୨୫/୪ (ବସନ୍ତ କୁମାର ଜେନା): ଆମ୍‌କୋ-ସିମ୍‌କୋରେ ବ୍ରିଟିଶ ଗୁଳିରେ ଶହୀଦ ହୋଇଥିବା ୪୯ ଜଣ ନିରିହ ଆଦିବାସୀଙ୍କ ପ୍ରତି ଭକ୍ତିପୁତ ଶ୍ରଦ୍ଧଞଳୀ ଅର୍ପଣ କରାଯାଇଛି । ୮୫ ତମଶହୀଦ ଦିବସରେ ପାନପୋଷ ଉପଜିଲ୍ଲାପାଳ ତଥା ଆମ୍‌କୋ-ସିମ୍‌କୋ ଶହୀଦ ସ୍ମାରକୀ କମିଟିର ଅଧ୍ୟକ୍ଷ ବିଜୟ କୁମାର…

ଆମ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ସବୁ କାମର ହିସାବ ଦେବା ପାଇଁ ଆସିଛି

ବିଷମକଟକ ଓ ଗୁଣୁପୁରରେ ବି.ଜେ.ଡିର ଶଙ୍ଖ ଫୁଙ୍କିଲେ ପାଣ୍ଡିଆନ ଲୋକଙ୍କ ଉତ୍ସାହ ଦେଖି ବିରୋଧୀଙ୍କ ନିଦ ହଜିଛି ନିର୍ବାଚନ ସମୟରେ ସେମାନେ ମିଠା ମିଠା କଥା କୁହନ୍ତି, ଆପଣମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ ଓଡିଶା…

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍ ୨୮ରେ ମାଗଣା ମଧୁମେହ ଚିକିତ୍ସା ଶିବିର

ବ୍ରହ୍ମପୁର, ୨୫/୪: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଆସନ୍ତା ଏପ୍ରିଲ୍ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହେବ । ସକାଳ ୯ ଟାରୁ ଦିନ ୧ଟା…

ସେମିକଣ୍ଡକ୍ଟର କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ କେନ୍ସ ସେମିକନ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ୨୫/୪: ସେମିକଣ୍ଡକ୍ଟର କ୍ଷେତ୍ରରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଓ ସାର୍ଟିଫିକେଟ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ମହୀଶୂରରେ ସ୍ଥିତ କେନ୍ସ ସେମିକନ୍ ପ୍ରାଇଭେଟ ଲିମିଟେଡ (କେଟିଆଇଏଲ୍‌) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।…

ନାମାଙ୍କନ ପୂର୍ବରୁ ପ୍ରଚାର ଜୋରଦାର : ବର୍ଷାଙ୍କର ମାରାଥନ ପ୍ରଚାର

ପଦ୍ମପୁର ଅଞ୍ଚଳର ବିକାଶକୁ ନେଇ ଭୋଟ ଭିକ୍ଷା ବରଗଡ଼ ;- ଏବେଠାରୁ ଖରା ପ୍ରବଳ ହେଉଛି । ଅନ୍ୟପଟେ ପାଖେଇ ଆସୁଛି ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ସାଧାରଣ ନିର୍ବାଚନ । ଦିନ ଦଶଟା ପରେ ପ୍ରବଳ ଖରା କାରଣରୁ ଘରୁ ବାହାରକୁ ବାହାରିବା କଷ୍ଟ ହେବା ସହିତ ବର୍ତମାନ ଗ୍ରାମାଞ୍ଚଳ ମାନଙ୍କରେ ମହୁଲ…

ଆହୁରି ଏକ ସପ୍ତାହ ଜାରି ରହିବ ପ୍ରଚଣ୍ଡ ଖରା ତାତି

ଭୁବନେଶ୍ୱର, ୨୫/୪: ଓଡ଼ିଶାରେ ଆହୁରି ଏକ ସପ୍ତାହ କିମ୍ବା ୧୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ପାକିସ୍ତାନ ଏବଂ ଆଫଗାନିସ୍ତାନର ଜଳବାୟୁ ପ୍ରଭାବରେ ଏଭଳି ପରିସ୍ଥିତି ସୃ୍‌ଷ୍ଟି ହୋଇଥିବା ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ଏନ୍‌ଭାଇରନ୍‌ମେଂଟ ଆଣ୍ଡ…

ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଲେ ପ୍ରଣବ ଓ ରୋହିତ

ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସମ୍ବର୍ଦ୍ଧିତ କଲେ ସମ୍ବଲପୁର, ୨୫/୦୪/୨୦୨୪: ବିଶିଷ୍ଟ ସଙ୍ଗୀତ ସାଧକ, ଗୀତିକାର, କବି ତଥା ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ…

ମୁଖ୍ୟମନ୍ତ୍ରୀଙ୍କ ଜୋରଦାର କାମ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି : ପାଣ୍ଡିଆନ

ପଟାଙ୍ଗୀ, ଲକ୍ଷ୍ମୀପୁରରେ ପାଣ୍ଡିଆନ ଆରମ୍ଭ କଲେ ଜୋରଦାର ପ୍ରଚାର ନିର୍ବାଚନ ପ୍ରଚାରରେ ଭବ୍ୟ ସ୍ବାଗତ କଲେ ଜନସାଧାରଣ ବିରୋଧୀଙ୍କୁ ଟାର୍ଗେଟ, ଜଣେ କେନ୍ଦ୍ରମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରିବାକୁ ଚାହୁଁଛନ୍ତି,ଜନସାଧାରଣ ଉଚିତ ଜବାବ ଦେବେ ନିର୍ବାଚନ…