Sign in
Sign in
Recover your password.
A password will be e-mailed to you.
ଭଞ୍ଜନଗରରେ ବିଜେଡି ପକ୍ଷରୁ ବିଶାଳ ବାଇକ ରାଲି
ଭଞ୍ଜନଗର / ଉଦୟନାଥ ପଣ୍ଡା : ଆଜି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିଜୁଜନତା ଦଳର ବିଧାୟକ ପ୍ରାର୍ଥୀ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସପ୍ତମ ଥର ପାଇଁ ବିଧାୟକ ପ୍ରାର୍ଥୀ ରୁପେ ଟିକଟ ପାଇବା ପରେ ଦଳ ତରଫରୁ ମହାଆଡମ୍ବର ସହିତ ଖୁସିରେ ସହର ସାରା ବିରାଟ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ…
ଭଇଁଷାଦର୍ହା ରେ ବିଧାୟିକା ବର୍ଷାଙ୍କ ନିର୍ବାଚନ ପ୍ରଚାର |
ଝାରବନ୍ଧ/ ମନୋହର ଦାଶ: - ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଇଁଷାଦର୍ହା ରେ ବିଜୁ ଜନତା ଦଳର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ସହିତ ବାୟୋଜ୍ୟେଷ୍ଠ ଙ୍କ ଆଶିର୍ବାଦ ଲାଭ କରିଥିଲେ । ରାଜ୍ୟସରକାରଙ୍କ…
ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ : ବିଜେପି ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମୀ
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ : - ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ବର୍ଷା ସିଂ ବରିହାଙ୍କ ନିତି ଆଦର୍ଶ ଓ ବିକାଶଧାରା ରେ ଅନୁପ୍ରାଣିତ ହୋଇ ଉମେଶ ସାହୁ ଓ ରବିନ୍ଦ୍ର ମେହେରଙ୍କ ନେତୃତ୍ବରେ ବୁଡାମାଲ…
ବିଳାସପୂର୍ଣ୍ଣ ରିୟଲ ଇଷ୍ଟେଟ୍ ପ୍ରକଳ୍ପ ‘ ସଲିଟେୟାର’ ର ଶୁଭାରମ୍ଭ ଘୋଷଣା କଲେ ହର୍ଷପ୍ରିୟା ନୀଳାଚଳ ଗ୍ରୁପ
ଭୁବନେଶ୍ଵର: ହର୍ଷପ୍ରିୟା ଗ୍ରୁପ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ସଂସ୍ଥା ହର୍ଷପ୍ରିୟା ନୀଳାଚଳ ଗ୍ରୁପ ଗ୍ରାହକ ମାନଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଭୁବନେଶ୍ଵର ଖଣ୍ଡଗିରି ଅଞ୍ଚଳ ରେ ଏକ ଐତିହାସିକ ପ୍ରକଳ୍ପ ' ସଲିଟେୟାର 'କୁ ଉନ୍ମୋଚନ…
ବିଜେପି ର କର୍ମୀ ସମ୍ମିଳନୀ
ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ ।: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ର ସାରସକଣା ଗୋଲାପମଣି ଓଁକାର ମଠ ଠାରେ ୫୫ନଂ ଜୋନ ର କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାରସକଣା ବିଧାନସଭା ବିଜେପି ପ୍ରାର୍ଥୀ ଶ୍ରୀ ଭାଦଵ ଚନ୍ଦ୍ର ହାଁସଦା ଏବଂ…
ଜିଲ୍ଲାସ୍ତରୀୟ ମିଡିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାଧାରଣ ନିର୍ବାଚନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ମିଡ଼ିଆ ସାର୍ଟିଫିକେସନ୍ ଏବଂ ମନିଟରିଂ କମିଟି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଜିଲ୍ଲା ସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୩ ତମ ଜୟନ୍ତୀ ଉତ୍ସବ ପାଳିତ
https://youtu.be/7thV34Gq8DI
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା , ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ ଉତ୍କଳବାସୀଙ୍କ ପାଇଁ ଗୌରବର ସ୍ବାକ୍ଷର ବହନ…
ସି.ପି.ଆଇ (ଏମ୍.ଏଲ୍.ଏ) ସମର୍ଥିତ ସୋରଡା ବିଧାୟକ ପ୍ରାର୍ଥୀ ଅବନୀ ଗୟାଙ୍କ ନାମାଙ୍କନ ପତ୍ର ଦାଖଲ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦେଶରେ ସାମ୍ପ୍ରଦାୟିକ ଫାସିବାଦ ଓ କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ ସିପିଆଇ (ଏମ୍.ଏଲ) ପକ୍ଷରୁ ସାଥୀ ଅବନୀ ଗୟାଙ୍କ ଆଜି ୨୬ ଏପ୍ରିଲ୍ ୨୦୨୪ ଶୁକ୍ରବାର ଦିନ ୧ ଘଣ୍ଟା ସମୟରେ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ବିଧାୟକ ପ୍ରାର୍ଥୀ ଭାବେ…
ଡାକ୍ତର ଭାବେ ନିଯୁକ୍ତି ପାଇ ଗାଙ୍ଗପୁର ଅଞ୍ଚଳ ପାଇଁ ଗୌରବ ଆଣିଲେ ସିଦ୍ଧାର୍ଥ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଏମବିବିଏସ୍ ଡ଼ାକ୍ତର ତଥା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ରୂପେ ନିଯୁକ୍ତି ପାଇ ଗାଙ୍ଗପୁର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଗାଙ୍ଗପୁର ଥାନା ତଥା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମର ସିଦ୍ଧାର୍ଥ ଶଙ୍କର ଶତପଥୀ I ସିଦ୍ଧାର୍ଥ ହେଉଛନ୍ତି…