Sign in
Sign in
Recover your password.
A password will be e-mailed to you.
ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ଗୁଣପୁର ଗସ୍ତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :୦୨-୦୫-୨୦୨୪ରିଖ ଦିନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର ଗୁଣପୁର ଗସ୍ତରେ ଆସି ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲେ । ଶ୍ରୀ ମହାପାତ୍ର ଦକ୍ଷିଣାଞ୍ଚଳ (ବ୍ରହ୍ମପୁର) ଠାରେଉପ ନିର୍ଦ୍ଦେଶକ…
ଜିଲ୍ଲାରେ ଭୋଟର ସଚେତନତାରେ ଏଲିଡି ବ୍ୟାନ , ଦସ୍ତଖତ ଅଭିଯାନର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାରେ ଭୋଟର ସଚେତନତାର ଏଲିଡି ବ୍ୟନ ରଥ ଓ ସେଲ୍ଫି ଫୋଇଣ୍ଟ ଓ ଦସ୍ତଖତ ଅଭିଯାନକୁ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଗନ୍ଧମ ଚାନ୍ଦ୍ରାଡୁ ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ…
ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୂଚନା ଓ ଲୋକସମ୍ପର୍କ ବିଭାଗ (ଦକ୍ଷିଣାଞ୍ଚଳ) ଉପ-ନିର୍ଦ୍ଦେଶକ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଥିଲେ।…
ଜିଲ୍ଲାବ୍ୟାପୀ ମତଦାନ ହାର ବୃଦ୍ଧି ଉଦ୍ଦେଶ୍ୟ ନେଇ ଭୋଟର ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ…
https://youtu.be/3viZZOGKvqk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୧୩ ତାରିଖ ଦିନ ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ବେଳେ ଜିଲ୍ଲାବ୍ୟାପୀ ମତଦାନ…
ବିଜେପିର ପ୍ରଚାର ସହ ମିଶ୍ରଣ ପର୍ବ
କଲ୍ୟାଣସିଂହପୁର-ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା କାଳୀସୁନ୍ଦରୀ ମନ୍ଦିର ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।ଆଜି ବିଜେପି ଦଳର ବିସମକଟକ ନିର୍ବାଚନୀ ମଣ୍ଡଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡରୁକା, କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ…
ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟନାୟକଙ୍କ ନାମାଙ୍କନ ଦାଖଲ ଶୋଭାଯାତ୍ରା ନିମନ୍ତେ ପୁରୀ ବଡଦାଣ୍ଡ ଲୋକାରଣ୍ୟ
ପୁରୀ: ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟନାୟକ ଆଜି ନିଜର ନାମାଙ୍କନ ଦାଖଲ ନିମନ୍ତେ ସପରିବାର ପୁରୀ ଜଗନ୍ନାଥ ମନ୍ଦିର ରୁ ପ୍ରଭୁ ଶ୍ରୀ ଜଗନାଥ ଙ୍କ ଆଶୀର୍ବାଦ ଭିକ୍ଷା କରି ପିପିଲି ପହଞ୍ଚିଥିଲେ ଓ ପ୍ରବାଦ ପୁରୁଷ ବିଜୁ ପଟନାୟକ ଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ…
ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଟୀକାକରଣ ସପ୍ତାହ ପାଳିତ
ଭୁବନେଶ୍ୱର, ମଇ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର ଶିଶୁରୋଗ ବିଭାଗ ଏବଂ ଇଣ୍ଡିଆନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସ ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଗତ ଏପ୍ରିଲ୍ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ…
ଓଡିଶା ଉପକୂଳ ଅଂଚଳ ରେ ଗ୍ରୀଷ୍ମ ପ୍ରବାହ ହ୍ରାସ
ଭୁବନେଶ୍ୱର, ମଇ ୨: ଉତର ପଶ୍ଚିମ ଦିଗରୁ ହେଉଥିବା ବାୟୁ ପ୍ରବାହରେ ପରିବର୍ତନ ଯୋଗୁଁ ଓଡିଶାର ଉପକୂଳ ଅଂଚଳରେ ପ୍ରବଳ ଗ୍ରୀଷ୍ମ ଉତାପ ହ୍ରାସ ପାଇଛି ।ଏଥିପାଇଁ ମେ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା କମ୍ ରହିଥିବା ବେଳେ ଆଭ୍ୟନ୍ତରୀଣ…
କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥୀପତ୍ର ଦାଖଲ
୧୫ ହଜାରରୁ ଊର୍ଦ୍ଧ୍ବ ଜନ ସମାଗମ
ଫୁଲବାଣୀ: କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଗୁରୁବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ପୂର୍ବାହ୍ନ ୯.୩୦ ମିନିଟରେ ଶ୍ରୀ ସାମନ୍ତ ଫୁଲବାଣୀ ସହର ମାଦିକୁନ୍ଦା ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ…
ଘୋଷିତ ହେଲା ବିଜେପି ପ୍ରାର୍ଥୀ ତାଲିକା
କଟକ ବରବାଟିରୁ ଲଢ଼ିବେ ଡାକ୍ତର ପି ସି ମହାପାତ୍ର
ଭୁବନେଶ୍ୱର :ଓଡ଼ିଶାରେ ବାକି ଥିବା ଆସନ ଗୁଡିକ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।
କିଏ କେଉଁଠାରୁ ପ୍ରାର୍ଥୀ
ଘଷିପୁରା- ଡ. ଶମ୍ବୁନାଥ ରାଉତଭୋଗରାଇ- ଆଶିଷ ପାତ୍ରଭଣ୍ଡାରିପୋଖରୀ- ସୁଧାଂଶୁ ନାୟକବରୀ- ଉମେଶ ଚନ୍ଦ୍ର…