ସମ୍ବଲପୁର ଡିଭିଜନରେ ଭାରତୀୟ ରେଳବାଇ ପାଇଁ ବେଦାନ୍ତ ଆଲୁମିନିୟମକୁ ସର୍ବବୃହତ ରାଜସ୍ୱ ଉତ୍ପାଦକ ମାନ୍ୟତା

ଝାରସୁଗୁଡା, ଓଡିଶା; ୨ୟ ମଇ ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ଝାରସୁଗୁଡା ଅପରେସନ୍ ନିକଟରେ ସମ୍ବଲପୁର ଡିଭିଜନରେ ଭାରତୀୟ ରେଳବାଇ ପାଇଁ ସର୍ବାଧିକ ରାଜସ୍ୱ ଉତ୍ପାଦକ ଭାବରେ ବିଚାର କରାଯାଇଥିଲା । ଝାରସୁଗୁଡାରେ ଥିବା ଆଲୁମିନିୟମ ପ୍ଲାଂଟରେ ଏହି…

ନବୀନ ଘୋଷଣା କଲେ ଶେଷ ତାଲିକା

https://youtu.be/4ItkDVpap6A ଖଣ୍ଡପଡ଼ା ସାବିତ୍ରୀ, ନୀଳଗିରି ସୁକାନ୍ତ  କୋରାଇରେ ବବିଙ୍କ ମା ଭୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟ ନବୀନ ପଟ୍ଟନାୟକ ଆଜି ଦଳ ପକ୍ଷରୁ ବାକି ଥିବା ୩ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ଗୋଟିଏ ସ୍ଥାନରେ ପ୍ରାର୍ଥୀ ବଦଳି ଥିବା ଘୋଷଣା…

ଓଡିଶାକୁ ଲୁଟ୍ କରିବାର ଲାଇସେନ୍ସ ବିଜେଡିକୁ ପୁଣି ଦେବେ ନାହିଁ ରାଜ୍ୟବାସୀ: ଅପରାଜିିତା ଷଡଙ୍ଗୀ

 ଓଡିଆ ଅସ୍ମିତା ବିପଦରେ  ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାର ‘ଡ୍ରାଇଭର ସିଟ୍‌’ରେ ନାହାଁନ୍ତି  ସାନ ବାବୁ ବଡ ବାବୁ ହେବା ପାଇଁ ବିଫଳ ପ୍ରୟାସ କରୁଛନ୍ତି ଏବଂ ରାଜ୍ୟର ଶାସନକୁ ଆଉ ଜନମତକୁ ହାଇଜାକ୍ କରିବାର ଚକ୍ରାନ୍ତ କରିଛନ୍ତି  ସାନ ବାବୁ ବ୍ୟାକ୍ ଡୋର୍ ଏଂଟ୍ରି…

ଗୁଣପୁର ନିର୍ବାଚନ ମଣ୍ଡଳୀରେ ଜମିଛି ବିଜେଡିର ନିର୍ବାଚନ ପ୍ରଚାର

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ସୁଧୀର କୁମାର ଦାଶ ଓ ରାୟଗଡା ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓଙ୍କ ନିର୍ଦେଶରେ ଗୁଣପୁର ନିର୍ବାଚନ ମଣ୍ଡଳୀରେ ଜମିଛି ବିଜେଡିର ନିର୍ବାଚନ ପ୍ରଚାର। ଗାଁରୁ ସହର ଏବଂ ପଞ୍ଚାୟତରୁ ପଞ୍ଚାୟତକୁ ବୁଲି ବିଜେଡି…

ଆନ୍ତର୍ଜାତୀୟ ଶ୍ରମିକ ଦିବସ ଗୁଣପୁର ଠାରେ ପାଳନ

ଗୁଣପୁର:ଗୁଣପୁର ମୋଟର କର୍ମଚାରୀ ସଂଘ ତରଫରୁ ୧୩୮ ତମ ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରେ ପତାକା ଉତ୍ତୋଳନ କରିବା ସହ ବାଇପାସ୍ ଛକ ଠାରେ କମ୍ରେଡ୍ ନାଗଭୂଷଣଙ୍କ ପ୍ରତିମୂର୍ତ୍ତି ରେ ମୋଟର କର୍ମଚାରୀ ସଂଘ ର ସଭାପତି ଫଣୀଭୁଷଣ ପଟ୍ଟନାୟକ ପୁଷ୍ପମାଲ୍ୟାପଣ କରିବା…

ରଣପୁର ପାଇଁ ସି.ପି.ଆଇ.(ଏମ୍)ର ପ୍ରାର୍ଥୀପତ୍ର ଦାଖଲ

ନୟାଗଡ଼,(ବିଶ୍ୱଜିତ ନାୟକ):ଶ୍ରମିକ ଦିବସ ଅବସରରେ ମଇ ପହିଲାଦିନ ରଣପୁର ନିର୍ବାଚନମଣ୍ଡଳୀ ପାଇଁ ସି.ପି.ଆଇ.(ଏମ୍) ପକ୍ଷରୁ ଯୁବ ସଙ୍ଗଠନ ଡି. ୱାଇ.ଏଫ୍.ଆଇ.ର ରାଜ୍ୟ ସଭାପତି ସରୋଜ କୁମାର ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶତାଧିକ କର୍ମୀଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ କମ୍ରେଡ୍ ସରୋଜ…

ଏକ୍ସସରଭିସ୍ ମେନ୍ ଙ୍କ ଜଳଛତ୍ର।

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା):  ବୈଶାଖ ମାସରେ ସୂର୍ଯ୍ୟ ଙ୍କର ପ୍ରଚଣ୍ଡ ତେଜରେ ଖଲ୍ଲିକୋଟ ସିଝୁଛି । ବର୍ତ୍ତମାନ ଖଲ୍ଲିକୋଟ ରେ ଜଳକ୍ଳିଷ୍ଟ ର ସମସ୍ୟା ଦେଖାଦେଇଛି। ଏପରି ପ୍ରେକ୍ଷି ରେ କହିବାକୁ ଗଲେ ଖଲ୍ଲିକୋଟ ଏବେ ପାଲଟିଛି ନାଉରୀ ବିହୀନ ନୌକା, ମୁକୁଟ ଵିହିନ ରାଜା। ସବୁ…

ନର୍ଲାରେ ଶିକ୍ଷାବିତ୍ ଶିବରାମ ଙ୍କ ପ୍ରତି ବଢୁଛି ସମର୍ଥନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପାର୍ଟି. ଯାହାକି ନେତାଜୀ ସୁବାଷ ଚନ୍ଦ୍ରଙ୍କ ପାର୍ଟି ଏବଂ ଏହାର ଚିହ୍ନ ସିଂହ (lion). ଏଥିରେ ରେ ପ୍ରତିଦ୍ବନ୍ଦିତା କରୁଥିବା ଡା.ଶ୍ରୀଯୁକ୍ତ ଶିବରାମ ନାଏକ ଙ୍କ ଧୀରେ…

ଦଶାହ କାର୍ଯ୍ୟରେ ଯୋଗ ଦେଇ ଫେରିବା ସମୟରେ ଅଘଟଣ, ବାଇକ୍ ଦୁର୍ଘଟଣା ରେ ବୃଦ୍ଧା ଗୁରୁତର

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୦୫/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ହାଇସ୍କୁଲ ରୋଡ ରେ ଆଜି ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ବୃଦ୍ଧା ଜଣକ ସଦର ଡଙ୍ଗରିଗୁଡ଼ା ର ତୁଳସା ବିନ୍ଧାଣି (୬୫) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ…