Sign in
Sign in
Recover your password.
A password will be e-mailed to you.
କନସିଂହା ରେ ବିଜେଡି ର ବାଇକ ରେଲି l
ଘରେ ଘରେ ଶଙ୍ଖ - ଘରେ ଘରେ ବର୍ଷା ସ୍ଲୋଗାନ୍ ରେ କମ୍ପିଲା ସାରା ପଞ୍ଚାୟତ
ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନସିଂହା ପଂଚାୟତ ରେ ବିଜେଡି ର ଏକ ବାଇକ ରେଲି ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସଭାପତି ନାରାୟଣ ବେହେରା ଓ ପଂଚାୟତ ର ସମସ୍ତ ଗ୍ରାମ ର କର୍ମୀ ମାନେ ଏକ ବାଇକ…
ଭଞ୍ଜନଗର ରେ ବିକ୍ରମ ଙ୍କ ନାମାଙ୍କନ ପତ୍ର ଦାଖଲ: ସାଧାରଣ ସଭାରେ ପାଣ୍ଡିଆନଙ୍କ ଯୋଗଦାନ।
ବିରୋଧୀ ଶାସକ ଦଳର ବିରୋଧୀ ନୁହନ୍ତି, ବିକାଶ ବିରୋଧୀ : ପାଣ୍ଡିଆନ
ନବୀନ ବାବୁଙ୍କ ବିକାଶ ରଥର ସାରଥୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ: ଅଚ୍ୟୁତ ସାମନ୍ତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବିଜୁଜନତା ଦଳର ସପ୍ତମ ଥର ପାଇଁ ବିଧାୟକ ପ୍ରାର୍ଥୀ ନିମନ୍ତେ ଶ୍ରୀଯୁକ୍ତ ବିକ୍ରମ…
ପ୍ରଚଣ୍ଡ ରୌଦ୍ରତାପ ର ମୁକାବିଲା ନିମନ୍ତେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ବସ ଯାତ୍ରୀ ଓ ପଥଚାରି ମାନଙ୍କ ପାଇଁ…
ଜଗତସିଂହପୁର,ତା-୦୩.୦୫.୨୦୨୪/ସୁମନ୍ତ କୁମାର ଦାସ: -ରାଜ୍ୟ ରେ ଗ୍ରୀଷ୍ମର ପ୍ରକୋପ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ଅସ୍ୱାଭାବିକ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜଳଛତ୍ର ମାନ ଖୋଲା…
ଭୋଟର ସଚେତନ କାର୍ଯ୍ୟକ୍ରମ: ଆଦିମ ଜନଜାତି ଲାଞ୍ଜିଆ ସୌରା ଯୁବ ଭୋଟରଙ୍କୁ ସଚେତନ କରାଗଲା ।
ସ୍ଵଚ୍ଛ, ଅବାଧ, ଶତ ପ୍ରତିଶତ ମତଦାନ ପ୍ରତି ଗୁରୁତ୍ୱ ।
ଗୁଣପୁର ତା:୦୩-୦୫-୨୦୨୪ରିଖ ଦିନ ଗୁଣପୁର ସୂଚନା କେନ୍ଦ୍ର ପରିସରରେ ଆୟୋଜିତ ନିର୍ବାଚନୀ ପ୍ରଦର୍ଶନୀ କେନ୍ଦ୍ରରେ ଆଦିମ ଜନଜାତି ବର୍ଗର ଯୁବ ଭୋଟରଙ୍କୁ ମତଦାନ ନିମନ୍ତେ ସଚେତନ କରାଯାଇଥିଲା । ଉପ ଜିଲ୍ଲାପାଳ କୀରଣ ଦୀପ କୌରଙ୍କ…
ବିଜେଡି ନେତା ପ୍ରୀତମ ମେହେର ଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ସଂଯୋଜକ ଦାୟିତ୍ଵ
ପଦ୍ମପୁର :- ପଦ୍ମପୁର ର ବରିଷ୍ଠ ବିଜେଡି ନେତା ପ୍ରୀତମ ମେହେର ଙ୍କୁ ବିଜୁଜନତା ଦଳ ପକ୍ଷରୁ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଦାୟିତ୍ୱ ଦିଆଯାଇଛି । ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ରିଲିଜ ଜାରି କରିଛନ୍ତି ।ପଦ୍ମପୁର ନିର୍ବାଚନ ମଣ୍ଡଳୀ…
ସୂର୍ଯ୍ୟ ମଣି ଵୈଦ୍ୟ ଙ୍କ ନାମାଙ୍କନ ପତ୍ର ପ୍ରଦାନ।
( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ରେ ବିଜେଡି ଦଳର ଛକାପଞ୍ଝା ଦେଖିବାକୁ ମିଳିଥିଲା। ଗୋଷ୍ଠୀ ସଂଘର୍ଷକୁ ନେଇ ବିଜେଡିର ନେତାମାନେ ହାଟରେ ପଡ଼ି ବାଟରେ ଚର୍ଚ୍ଚା ଜୋର ରେ ଧରି ବାର ପରିଲକ୍ଷିତ ହୋଇଥିଲା ଏବେ ଦେଖିବାକୁ ମିଳିଛି ଗୋଟେ ଘାଟରେ ବାଘ ଛେଳି ପାଣି…
ଆଗାମୀ ନିର୍ବାଚନ ପାଇଁ ପୋଲିସ ବାହିନୀ ଓ ସିଆରପିଏଫ ଫୋର୍ସ ପକ୍ଷରୁ ମିଳିତ ଫ୍ଲାଗ-ମାର୍ଚ୍ଚ କାର୍ଯ୍ୟକ୍ରମ
https://youtu.be/te5dxToHvWQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୧୩ ତାରିଖ ଦିନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳରେ ଶାନ୍ତି ରକ୍ଷା ସହ ନିର୍ବାଚନକୁ ଅବାଧ ଓ…
ବିଜେଡ଼ି ପକ୍ଷରୁ ବାସୁଦେବପୁର ରେ ଜୋରଦାର ପ୍ରଚାର ଓ ବୈଠକ।
ବିଷ୍ଣୁ ବ୍ରତ ଙ୍କ ପାଇଁ ପ୍ରଚାର ମଇଦାନ ରେ ସହଧର୍ମିଣୀ ଋତୁପର୍ଣ୍ଣା ଓ ଭାଇ ଦୁର୍ଗା ଦତ୍ତ
ବାସୁଦେବପୁର - ନିର୍ବାଚନ ବିଗୁଲ୍ ବାଜି ସାରି ଥିବା ବେଳେ ପ୍ରାୟ ସମସ୍ତ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରି ଯାଇଛି। ବାସୁଦେବପୁର ରେ ଲଗାତାର ଅନେକ ବର୍ଷ ଶାସନ କରି ଆସୁଛନ୍ତି ରାଉତ ରାୟ…
ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ଦୁଇଦିନିଆ ରାୟଗଡ ଗସ୍ତ ।
ରାୟଗଡା :-୦୩/୦୫-ସୂଚନା ଓ଼ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଧେଶକ (ଦକ୍ଷିଣାଞ୍ଚଳ ) ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଦୁଇଦିନିଆ ରାୟଗଡ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଅନୁଧ୍ୟାନ କରିଛନ୍ତି l ସୂଚନା ଓ଼ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ଼…
ଶେଷ ଦିନରେ ନାମାଙ୍କନ ପତ୍ର ଦାଖଳ କଲେ ଗୋବର୍ଦ୍ଧନ ଭୁଏ ।
ପଦ୍ମପୁର-ପୂର୍ବରୁ ଉଭୟ କଂଗ୍ରେସ , ବିଜେଡି ଓ ସ୍ୱାଧିନ ପ୍ରାର୍ଥୀ ନାମାଙ୍କନ ଦାଖଳ କରିଥିବା ବେଳେ ଆଜି ନାମାଙ୍କ ଦାଖଳ ଶେଷ ଦିନରେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ନାମାଙ୍କ ଦାଖଳ କରିଛନ୍ତି । ନାମାଙ୍କନ ଦାଖଳ ସମୟରେ ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେପି । ପଦ୍ମପୁର ସହରର…