ମା’ ସମଲେଇଙ୍କ ଆଶୀର୍ବାଦ ନେଇ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର ସମେତ ଓଡ଼ିଶା ମାଟିର ସେବା କରିବା ପାଇଁ ସବୁବେଳେ ଆଗଭର ରହିବି- ଧର୍ମେନ୍ଦ୍ର ପ୍ରଧାନ • ଏସସି, ଏସଟି, ଓବିସି ଓ ମହିଳା ସମାଜର ୪ ଜଣ ପ୍ରସ୍ତାବକଙ୍କ ସହ ନାମାଙ୍କନ ଭରିଲେ କେନ୍ଦ୍ରମନ୍ତ୍ରୀ • ମା’ ସମଲେଶ୍ୱରୀଙ୍କ ପୀଠରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ…

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ

ଓଡ଼ିଶାରେ ଚାଲିଥିବା ଅଣଓଡ଼ିଆ ଶାସନକୁ ସମୂଳେ ଧ୍ୱଂସ କରିବେ ଓଡ଼ିଶାବାସୀ: ମନମୋହନ ସାମଲ - ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଶ୍ରଦ୍ଧାଞ୍ଜଳୀ ରାୟ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଲେ- ବିଜେଡି ରାଜ୍ୟ ସମ୍ପାଦକ ମଙ୍ଗଳ ସାହୁ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ…

ସାରା ରାଜ୍ୟରେ ଉଠିଛି ସ୍ୱର, ଏ ସରକାର ବଦଳିବା ଦରକାର: ମନମୋହନ ସାମଲ

 ନବୀନ ସରକାର ନେତୃତ୍ୱ ଅଭାବ, ଇଛା ଶକ୍ତିର ଅଭାବ, ସ୍ପଷ୍ଟତା ଓ ଗଣତନ୍ତ୍ରର ଅଭାବ  ସରକାର ସଙ୍କଟ ଦେଇ ଗତି କରୁଛି, ଦଳ ଓ ସରକାରରେ ନେତୃତ୍ୱ ଅଭାବ ରହିଛି  ବିଜେଡି ସରକାର ତିନି ଥର ନିର୍ବାଚନୀ ଇସ୍ତାହାରରେ ଜଳସେଚନ ନେଇ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସିଟା…

କେଜେଏସ ପ୍ଲାଣ୍ଟରେ ଫର୍ନେସ ଫାଟି ୧୦ ଆହତ

ବଡ଼ବିଲ (ଶାସକ ପ୍ରଶାସକ) ରୁଗୁଡି ସ୍ଥିତ କେଜେଏସ ଆହଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ପୋରଣ ଘଟି ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବାର ଜଣାପଡିଛି। ସୂଚନା ଅନୁଯାୟୀ ଏହି ପ୍ଲାଣ୍ଟର ଫର୍ନେସ ଫାଟିଯିବାରୁ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ବିସ୍ପୋରଣରେ ୧୦ ଜଣ ଶ୍ରମିକ ଗୁରୁତର ଆହତ…

ମାହାଙ୍ଗା ଯୁବ-ଛାତ୍ର ବିଜେଡି ପକ୍ଷରୁ ଯୁବ – ଛାତ୍ର ସମାବେଶ

 ଡବଲ ଶଙ୍ଖରେ ମୋହର ମାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ମଝବୁତ କରିବାକୁ ଆହ୍ୱାନ-ବିଧାୟକ ପ୍ରତାପ ଜେନା l (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ କୁଆଁପାଳ ବଣୁଆ କଲେଜ ପଡ଼ିଆ ଠାରେ ମାହାଙ୍ଗା ଯୁବ-ଛାତ୍ର ବିଜେଡ଼ି ପକ୍ଷରୁ ଏକ ବିଶାଳ ଯୁବ ଛାତ୍ର ସମାବେଶ…

କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ଦାଖଲ କଲେ ନାମାଙ୍କନ ପତ୍ର

ଟିଟିଲାଗଡ଼ : ଗତ ୩୦ ତାରିଖରେ ସେ ନିଜର ପାରମ୍ପରିକ ଆସନ ହିଞ୍ଜିଳି ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ଦ୍ୱିତୀୟ ଆସନ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି |ମୁଖ୍ୟମନ୍ତ୍ରୀ ଆଜି ସକାଳ…

ବର୍ଷକୁ ୨ କୋଟି ଚାକିରୀ ଦେବେ କହିଥିଲେ, କୁଆଡେ ଗଲା ଚାକିରି: ପାଣ୍ଡିଆନ

ବାଲିଗୁଡା, ଜି.ଉଦୟଗିରି ଓ ଦଶପଲ୍ଲାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର ଅଚ୍ୟୁତ ବାବୁ କେବଳ ସେବା ପାଇଁ ସେ ରାଜନୀତିକୁ ଆସିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ: ପାଣ୍ଡିଆନ ନବୀନଙ୍କ ବିକାଶ ରଥର ସାରଥୀ ହେଉଛନ୍ତି ପାଣ୍ଡିଆନ | ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରୁଛନ୍ତି…

ବିଧାୟକ ପ୍ରାର୍ଥୀ ଦେବେଶ ଓ ସାଂସଦ ପ୍ରାର୍ଥୀ ପରିଣୀତା ଙ୍କ ନାମାଙ୍କନ ପତ୍ର ଦାଖଲ

୨୦ ହଜାର ରୁ ଉର୍ଦ୍ଧ୍ବ ସମର୍ଥକ ହେଲେ ସାମିଲ ବରଗଡ଼: ବରଗଡ଼ ବିଧାୟକ ପ୍ରାର୍ଥୀ ଯୁବନେତା ଦେବେଶ ଆଚାର୍ଯ୍ୟ ଓ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ପରିଣୀତା ମିଶ୍ର ୨୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନିରନ୍ତର…

ବଜେଡି ଓ ବିଜେପି ର ପୃଥକ ପୃଥକ ସ୍ଥାନରେ ଜବରଦସ୍ତ ରାଲି ।

(ଶାସକ ପ୍ରଶାସକ), ସାରସକଣା :: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ବଢ଼ୁଥିଲା ବେଳେ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତିର ଉଷ୍ଣାତା ସେତେ ବଢିବାରେ ଲାଗିଛି। ଏହି ପରିପେକ୍ଷିରେ ମୟୁରଭଂଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ୫୬ ନମ୍ବର ଜୋନ ର ପୃଥକ ପୃଥକ ସ୍ଥାନରେ ଦୁଇଦଳର…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଓଡିଶାର ଏକ ଦମ୍ପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୩ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ଜଗତସିଂପୁର , ଓଡିଶାର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପିତୃମାତୃ ହୀନ ଏହି…