ଗଞ୍ଜାମବାସୀ ଠକମାନଙ୍କୁ ଜେଲ ପଠେଇବେ, ସଂସଦ ନୁହେଁ : ପାଣ୍ଡିଆନ

ଛତ୍ରପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର "ମୋ ଝିଅର ଜନ୍ମ ମାଟି ହେଉଛି, ଛତ୍ରପୁର, ମା ତାରା ତାରିଣି ଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଛି" "ଥରେ କ୍ଷମତାକୁ ଆସିଲେ ଡବଲ ଇଞ୍ଜିନ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବ | ହିମାଚଳରେ ଡବଲ ଇଞ୍ଜିନ ବନ୍ଦ ହେଇଗଲାଣି, ଛତିଶଗଡ଼ ଓ ରାଜସ୍ଥାନରେ ଏପଟ…

ବିଜେଡ଼ିରେ ଯୋଗ ଦେଲେ କଂଗ୍ରେସ ନେତା ବିରେନ ସେନାପତି, ବାପି ଖଟେଇ ଓ ବିଜେପି ନେତା ଅମୀୟ ଦାଶ

ଭୁବନେଶ୍ୱର,: ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି ରାଉରକେଲାର କଂଗ୍ରେସ ନେତା ବିରେନ ସେନାପତି, ସାଲେପୁର ର ଯୁବ କଂଗ୍ରେସ ନେତା ବିଶ୍ଵରଞ୍ଜନ(ବାପି) ଖଟେଇ ଓ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅମୀୟ ଦାଶ | ସୁନ୍ଦରଗଡ ଜିଲ୍ଲା ରାଉରକେଲା ନିର୍ବାଚନମଣ୍ଡଳୀର ୨୦୧୯ ନିର୍ବାଚନର…

ଚମ୍ପୁଆରେ ନିର୍ବାଚନୀ ଉଷ୍ମତା: ବିଜେଡି ଓ ବିଜେପିର ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଚମ୍ପୁଆ (ଶାସକ ପ୍ରଶାସକ) ଓଡ଼ିଶାର ଖଣି ସମୃଦ୍ଧ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ଓ ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ନାମାଙ୍କନ ପତ୍ର…

କୈଳାସ ପରିଡା ବିଜେଡିରୁ ନିଲମ୍ବିତ

ପୁରୀ/ଅନିମେଷ ପଟ୍ଟନାୟକ : ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଯୁବନେତା ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡା ବିଜୁ ଜନତା ଦଳରୁ ନିଲଂବିତ ହୋଇଛନ୍ତି ବୋଲି ଦଳ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି | ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ…

ଜଳ ସଂରକ୍ଷଣ ପାଇଁ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ୱାକାଥନ ଆୟୋଜିତ

ଭୁବନେଶ୍ୱର: "ଜଳ ସଂଚୟ’ ଏବଂ ପାନୀୟ ଜଳର ସଠିକ ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ମେ ୧ ତାରିଖ ଦିନ ମଦର୍ସ ପବ୍ଲିକ ସ୍କୁଲ ଏକ ୱାକାଥନ ଆୟୋଜନ କରିବାକୁ ଯାଉଛି । ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଜଡ଼ିତ ରହି ଏକ ସୁସ୍ଥ ତଥା ଅଧିକ ସମାବେଶୀ ପୃଥିବୀ…

ଆଦିବାସୀଙ୍କ ଜମି ଛଡାଇନେବା ପାଇଁ ଓଡ଼ିଶା ସରକାର କ୍ୟାବିନେଟ୍ ନିଷ୍ପତି ନେଇଥିଲେ କି ନାହିଁ? -ଧର୍ମେନ୍ଦ୍ର ପ୍ରଧାନ

ଗୃହମନ୍ତ୍ରୀଙ୍କ ଫେକ୍ ଭିଡିଓ ଆଧାରରେ ବିଜେଡି ନେତାଙ୍କ ମନ୍ତବ୍ୟ ପ୍ରସଙ୍ଗ • ପ୍ରଥମେ ଆଦିବାସୀଙ୍କ ବିରୋଧରେ ୫୦ ହଜାରରୁ ଅଧିକ ଅବକାରୀ,ଜଙ୍ଗଲ ଓ ଅନ୍ୟାନ୍ୟ ମାମଲା ରୁଜୁ କରାଇଲେ, ପରେ ୫୦ ହଜାର ମାମଲା ଉଠାଇ ଦେବା କଥା କହିଲେ • ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଛଡାଇବା ବିଜେଡି ନେତାଙ୍କ…

ଦେବଗଡ଼ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

 ଓଡ଼ିଶାକୁ ଆସୁଥବା କେନ୍ଦ୍ରୀୟ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କ’ଣ ପାଇଁ ? ଧର୍ମେନ୍ଦ୍ର ପ୍ରଧାନ • ରାଜ୍ୟ ସରକାରଙ୍କୁ ଘାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେୟ ନେଇଯିବା ଡର• ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବରୁ ଜାତୀୟ ରାଜପଥ ୫୫ କାମ ଅଟକି ରହିଛି • ରାଜ୍ୟରେ ଡବଲ ଇଞ୍ଜିନ…

ସରକାର ଆସିଲେ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଚାଲୁଥିବା ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ, ଲୋକମାନେ ଦୁଇ ଗୁଣା…

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ • ମୁଖ୍ୟମନ୍ତ୍ରୀ ଭଡାରେ ଯେଉଁ ନେତା ଆଣିଛନ୍ତି, ସେ ବିଜେପି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି • ହୀରାକୁଦ ଅଂଚଳରେ ହଇଜା ବ୍ୟାପିବା ୨୪ ବର୍ଷ ଲମ୍ବା ଶାସନର ଚରମ ବିଫଳତା• ସମ୍ବଲପୁର…

“ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ”

ମୋହନା ଓ ଚିକିଟିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କୁ ରେକର୍ଡ ମାର୍ଜିନରେ ଜିତେଇବାକୁ ଅନୁରୋଧ ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି, କିନ୍ତୁ କାମ ଘର ଶୁନ ଡବଲ ଇଞ୍ଜିନ କଥା କହୁଥିବା ବିରୋଧୀ ଦେଉଛନ୍ତି ୩୦୦ ଟଙ୍କା ଭତ୍ତା, ନବୀନ ଇଞ୍ଜିନ ଦେଉଛନ୍ତି…

ନୟାଗଡ଼ ଗସ୍ତରେ ରଣପୁର ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକ

ନୟାଗଡ଼(ବିଶ୍ଵଜିତ ନାୟକ)–  ୧୧୯-ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ୧୨୨-ନୟାଗଡ଼ ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅନିଲ ପାଣ୍ଡେ , ଭାରତୀୟ ରାଜସ୍ୱ ସେବା ଆଜି ନୟାଗଡ଼ ଗସ୍ତ କରି ଅପରାହ୍ନ ୫ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଭୟ ରଣପୁର ଏବଂ ନୟାଗଡ଼…