Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ବିଶ୍ୱ ଜନସଂଖ୍ୟା ପକ୍ଷ -୨୦୨୬ ପାଳିତ
ଜଗତସିଂହପୁର,ତା-୧୮.୦୭.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ସଭାଗୃହଠାରେ ବିଶ୍ୱ ଜନସଂଖ୍ୟା ପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡାକ୍ତର ସ୍ନିଗ୍ଧାମୟୀ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ…
କିଷାନ କଂଗ୍ରେସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ।
ନୀଳଗିରି, ତା ୧୮।୭(): ବାଲେଶ୍ୱର ଜିଲ୍ଲା କିଷାନ କଂଗ୍ରେସ ର ଜିଲ୍ଲା ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ନୀଳଗିରି କଂଗ୍ରେସ ଭବନ ପରିସରରେ ରାଜ୍ୟ କିଷାନ କଂଗ୍ରେସ ର ଉପସଭାପତି ଯଶୋଦା ନନ୍ଦନ ସିଂହ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ନୀଳଗିରି…
ତୃତୀୟ ଶ୍ରୀକ୍ଷେତ୍ର ଘୋଷଯାତ୍ରା ୨ୟ ଦିନରେ, କାଳିଆ ସାଆନ୍ତ ଙ୍କ ଦର୍ଶନ ପାଇଁ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ…
*ଜନ୍ମ ବେଦୀ ପହଁଚି ଲେ ଚତୁର୍ଦ୍ଧା ମୂର୍ତ୍ତି ।
ନୀଳଗିରି,ତା ୧୮/୭: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଚତୁଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ଆଜି୨ୟ ବା ଶେଷଦିନ ରେ ପାରମ୍ପରିକ, ରୀତିନୀତି ଅନୁସାରେ ଅପରାହ୍ନରେ ୪ଟା ସମୟରେ ଭଜନ କୀର୍ତ୍ତନ ଓ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ହରିବୋଲ, ଜୟ…
ଜଗତସିଂହପୁରରେ ସ୍ଵତନ୍ତ୍ର ଲୋକ ଅଦାଲତ
ଜଗତସିଂହପୁର ତା ୧୮.୦୭.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରାଧିକରଣର ସଚିବ ମିସ୍ ବିଡିଡି…
ଜିଲ୍ଲାରେ ସଡ଼କ ସୁରକ୍ଷା ଓ ନାଗରିକ ନିରାପତ୍ତା କୁ ଦୃଷ୍ଟିରେ ରଖି ଭାରୀଯାନ ଚଳାଚଳ ଓ ପାର୍କିଙ୍ଗ କଟକଣା
ଜଗତସିଂହପୁର, ତା ୧୮.୦୭.୨୬ /ସୁମନ୍ତ କୁମାର ଦାସ: ଜିଲ୍ଲାରେ ସଡ଼କ ସୁରକ୍ଷା ଓ ନାଗରିକ ନିରାପତ୍ତା କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଜେ ସୋନାଲ ମୋଟର ଯାନ ଆକ୍ଟ ୧୯୮୮ ର ଧାରା ୧୧୫ ଓ ୧୧୬ ଅନ୍ତର୍ଗତ ଭାରୀ ଯାନ ଚଳାଚଳ ଏବଂ ଗାଡ଼ି ପାର୍କିଂ ଉପରେ କେତେକ…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।
ପଦ୍ମପୁର / ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିଶୁ ବାଟିବା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଙ୍ଗୀତ ଗାନ କରାଯାଇଥିଲା । ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟାପିକା ମାନନୀୟା…
ମତ୍ସ୍ୟ ଓ କଚ୍ଛପ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ : ଠାକୁରଙ୍କ ଆଳତି ଦର୍ଶନ
https://youtu.be/0lbaL87T0Lc
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ମତ୍ସ୍ୟ ଓ କଚ୍ଛପ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ । ଠାକୁରଙ୍କ ବେଶ ଦର୍ଶନ ଓ ଆଳତୀ ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତଙ୍କ…
ବେଆଇନ ବନ୍ଧୁକ ସହ ୪ ଗ୍ୟାଙ୍ଗଷ୍ଟର ଗିରଫ: ଗଞ୍ଜେଇ ଗାଡ଼ିକୁ କରୁଥିଲେ ଏସ୍କର୍ଟ, ଭଞ୍ଜନଗର ପୋଲିସକୁ ବଡ଼ ସଫଳତା
ଚେକିଂ ବେଳେ ପୋଲିସକୁ ବନ୍ଧୁକ ଦେଖାଇ ଧମକ;କାବୁ କଲା ଭଞ୍ଜନଗର ପୋଲିସ, ୪ ଗିରଫ
ବୁଲେଟ୍ ଓ ଆପାଚି ସହ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ; କନ୍ଧମାଳରୁ ବ୍ରହ୍ମପୁର ଗଞ୍ଜେଇ ଚାଲାଣର ଖୋଲିଲା ଗୁମର
ଗଞ୍ଜାମ ଜିଲ୍ଲାରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ପୋଲିସର କଡ଼ା ଆକ୍ସନ!…
ନବରଙ୍ଗପୁର ପ୍ରଧାନୀଗୁଡା ନିକଟରେ ସଡ଼କ ଦୁର୍ଘଟଣା ରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ମୃତ୍ୟୁ,ଅଙ୍ଗନବାଡି ସଂଘର ରାସ୍ତା…
ନବରଙ୍ଗପୁର : 18/07/2026,ପାପଡାହାଣ୍ଡି ଥାନା ପ୍ରଧାନୀଗୁଡା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ପ୍ରକାରେ ଦୁଲପୁର ଗ୍ରାମର ଅଙ୍ଗନବାଡି କର୍ମୀ ଦୋମନ୍ତି ସୌରା ସ୍କୁଟି ସାହାର୍ଯ୍ୟରେ ନିଜ କାର୍ଯ୍ୟ ସ୍ଥଳୀ ନୂଆଗୁଡା କୁ ଯାଉଥିବା ବେଳେ ପଛ ଆଡ଼ୁ ଟିପ୍ପର ଧକ୍କା ଦେଇଥିଲା…
ଲୋକ ଙ୍କ ଗୁହାରି ଶୁଣିବା ସହ , ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଆଡାଗାଁ ନିକଟ ରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କ ଜନ୍ମଦିନ ବହୁ ଧୂମଧାମ ରେ ପାଳନ କରାଯାଇଛି। ପ୍ରଥମେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ. ବିରରାଜୁ ସମେତ ଶତାଧିକ…