ଆଗପଛ ହୋଇ ଆର ପାରିକୁ ଚାଲିଗଲେ ବାପା, ମାଆ ।

୩ ସନ୍ତାନ ଅନାଥ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ । ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଅଜଣା ରୋଗରେ ସପ୍ତାହକ ମଧ୍ୟରେ ଆରପାରିକୁ ଚାଲିଗଲେ ବାପା ଓ ମାଆ। ଫଳରେ ଭଙ୍ଗା କୁଡ଼ିଆରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ୩ ସନ୍ତାନ କେହି ସମ୍ପର୍କୀୟ ନଥିବାରୁ ୧୦ବର୍ଷର ସୁଶୀଳା ଉପରେ…

ପୋଟେରୁ ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଡିଏସସିର ଅପବ୍ୟବହାର ଅଭିଯୋଗ ।

ଦାୟିତ୍ୱରୁ କିରାଣୀଙ୍କୁ ଓହରାଇଲେ ଯନ୍ତ୍ରୀ, ଏପଟେ ଅନ୍ୟ ଜଣେ ବରିଷ୍ଠ କିରାଣୀଙ୍କୁ ୩ଟି ବିଭାଗର ଦାୟିତ୍ୱ ହସ୍ତାନ୍ତରକୁ ନେଇ ଚର୍ଚ୍ଚା ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଇରିଗେସନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଡିଏସସିର ଅପବ୍ୟବହାର, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନ ଜାଣି…

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ବାତ୍ୟା ଓ ବନ୍ୟା ମୁକାବିଲା ଲାଗି ପ୍ରସ୍ତୁତିର ହେଲା ସମୀକ୍ଷା କେନ୍ଦୁଝର: ୧୩.୦୫.୨୦୨୬: ଆସନ୍ତା ୨୦୨୬ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହଙ୍କ…

“ମୋହନ ମାଝୀ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଅପାରଗତାର ପ୍ରତିଯୋଗିତା ଚାଲିଛି”

ଧର୍ମେନ୍ଦ୍ର ହେଜନ୍ତୁ; ତାଙ୍କ ଅପାରଗତା ପାଇଁ ଓଡ଼ିଶା ଲଜ୍ଜିତ ନ ହେଉ’ ସର୍ବଭାରତୀୟ ସ୍ତରରେ ବିଭିନ୍ନ ଉଚ୍ଚ ପଦପଦବୀରେ ଓଡ଼ିଆମାନଙ୍କ ପ୍ରଦର୍ଶନ ଯେପରି ପ୍ରଶଂସନୀୟ ରହେ, ସେ ନେଇ ସଂପୃକ୍ତ ବ୍ୟକ୍ତିମାନେ ସଚେତନ ରହିବା ଆବଶ୍ୟକ। ସେମାନଙ୍କର ପ୍ରଦର୍ଶନ ଓ ଦକ୍ଷତା ପ୍ରଭାବିତ ହେଲେ ଓଡ଼ିଶାର…

ମଣିଷ ଜୀବନ ଆରମ୍ଭରୁ ମୃତ୍ୟୁ ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାନ୍ତି: ସାଂସଦ ଅପରାଜିତା ଷଡ଼ଙ୍ଗୀ

ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ନର୍ସିଂ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳିତ ଭୁବନେଶ୍ୱର, ମେ ୧୩: ଶିଶୁଟି ଜନ୍ମ ହେବା ଠାରୁ ଆରମ୍ଭ କରି ମନୁଷ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାଆନ୍ତି । ମହାବାତ୍ୟା ହେଉ ଅଥବା କୋଭିଡ ମହାମାରୀ ଯେକୌଣସି…

କେନ୍ଦୁଝରରେ ଜିଲ୍ଲାସ୍ତରୀୟ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” କାର୍ଯ୍ୟକ୍ରମ ଅନୁଷ୍ଠିତ

ସାମୁହିକ ବିବାହ ଉତ୍ସବରେ ପଡିଲା ୩୮ଜଣ ନବଦମ୍ପତିଙ୍କ ହାତ ଗଣ୍ଠି: ସରକାରଙ୍କୁ ଧନ୍ୟବାଦ ଦେଲେ ପରିବାରବର୍ଗ କେନ୍ଦୁଝର, ୧୩/୦୫/୨୦୨୬: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ  ଓ କାର୍ଯ୍ୟକାରୀ ସଂସ୍ଥା  "ଇଣ୍ଡିଆନ ବାଏ ବାର୍ଥ",…

କୋଲାବିରାରେ ପଶ୍ଚିମ ଓଡ଼ିଶାର ପ୍ରଥମ ‘ସ୍ୱୟଂ ସ୍ୱାସ୍ଥ୍ୟ ଏଟିଏମ’ ଲୋକାର୍ପିତ

ମାଗଣାରେ ମିଳିବ ୧୦୮ ପ୍ରକାର ଡିଜିଟାଲ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଝାରସୁଗୁଡ଼ା, ବୁଧବାର : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶ୍ଚିମ ଓଡ଼ିଶାର ପ୍ରଥମ ‘ସ୍ୱୟଂ ସ୍ୱାସ୍ଥ୍ୟ ଏଟିଏମ’ ବୁଧବାର ଉଦଘାଟିତ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ…

ଓଡ଼ିଶା ଵିଚ୍ ଫ୍ୟାସନ ୱିକ୍ ରାମ୍ପ : ରାମ୍ପରେ ଚାଲି ଧୁମ୍ ମଚାଇଲେ ମଡେଲ୍

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗ୍ଲାମର ଦୁନିଆରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛି ନେକ୍ସଟ୍ ଜେନ ଫ୍ୟାସନ୍ ଟୁର ଏଣ୍ଡ ଲାଇଫ୍ । ସମ୍ବଲପୁରୀ , ହସ୍ତତନ୍ତ ଅନ୍ୟ ଫ୍ୟାବ୍ରିକର ଵହୁଳ ପ୍ରଚାର ପ୍ରସାର ପାଇଁ ଦୀର୍ଘ ଦିନରୁ ପ୍ରୟାସ ଜାରି ରଖିଥିବା ନେକ୍ସଟ୍…

ରାଜ୍ୟସ୍ତରୀୟ ତ୍ରିଦିବସୀୟ ମାଧ୍ୟମିକ ଇଂରାଜୀ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଉଦଘାଟିତ

ଝାରସୁଗୁଡ଼ା: ଡିଏଭି ସେଣ୍ଟର ଫର ଏକାଡେମିକ ଏକ୍ସଲେନ୍ସ, ନୂଆଦିଲ୍ଲୀର ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ଡିଏଭି ଅନୁଷ୍ଠାନସମୂହଙ୍କ ରିଜିଓନାଲ ଟ୍ରେନିଂ ସେଣ୍ଟରର ସହଯୋଗରେ ରାଜ୍ୟର ୭ଟି କ୍ଲଷ୍ଟରର ମାଧ୍ୟମିକ ବର୍ଗ ଇଂରାଜୀ ବିଷୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତ୍ରିଦିବସୀୟ ଶିକ୍ଷକ ଦକ୍ଷତା…

୧୪ ତାରିଖରେ ପୁରୀ ବିଜେଡିର ଏସ୍ପି ଅଫିସ
ସମ୍ମୁଖରେ ପ୍ରତିବାଦ

ପୁରୀ ଜିଲ୍ଲାରେ ଆଇନର ଶାସନ ଚାଲୁନାହିଁ ଅପରାଧୀ ମାନଙ୍କୁ ରାଜନୈତିକ ସୁରକ୍ଷା ଦେଉଛି ବିଜେପି ଭୁବନେଶ୍ୱର, ୧୨/୦୫/୨୦୨୬: ରାଜ୍ୟରେ ଆଇନ ଶୃଙ୍ଖଳା ରସାତଳଗାମୀ । ଏନ୍ସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ମାନେ ଅସୁରକ୍ଷିତ । ନିକଟରେ ରାଜ୍ୟରେ ଏମିତି କିଛି ଅପରାଧିକ…