Sign in
Sign in
Recover your password.
A password will be e-mailed to you.
ଗାନ୍ଧୀ ସରକାରୀ ୟୁପି ସ୍କୁଲରେ ଇଣ୍ଟରାକ୍ଟ କ୍ଲବ ଚାର୍ଟର ପ୍ରଦାନ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ସେକ୍ଟର-୧୯ସ୍ଥିତ ଗାନ୍ଧୀ ସରକାରୀ ୟୁପି ସ୍କୁଲର ଇଣ୍ଟରାକ୍ଟ କ୍ଲବ ଚାର୍ଟର ଇନଷ୍ଟଲେସନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରୋଟାରୀ ଜିଲ୍ଲା-୩୨୬୧ର ଡିଷ୍ଟ୍ରିକ୍ଟ!-->!-->!-->…
ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ “ଜାତୀୟ ସେବା ଯୋଜନା” ଦିବସ ପାଳିତ
- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଅଧ୍ୟକ୍ଷା ଡ . ରୀନା ସାହୁ ଙ୍କ ଅଧ୍ୟକ୍ଷତା ରେ "ଜାତୀୟ ସେବା ଯୋଜନା" ଦିବସ ପାଳିତ ହୋଇଯାଇଛି ।ପ୍ରାରମ୍ଭ ରେ ଜାତୀୟ ସେବା ଯୋଜନା ଅଧିକାରୀ, ଡ.ମଧୁସ୍ମିତା ପ୍ରଧାନ ପ୍ରାରମ୍ଭିକ ସୂଚନା!-->…
ତାଇକୋଣ୍ଡୋ ପ୍ରତିଯୋଗିତାରେ ଗଜପତିକୁ ୭ ପଦକ ୩ ସ୍ୱର୍ଣ୍ଣ , ୨ ରୌପ୍ୟ ଓ ୨ କାଂସ୍ୟ ପଦକ ହାସଲ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦୁଝର ଜିଲ୍ଲା ସ୍ଥିତ ଏନ୍.ଏସ୍. ଗଭର୍ଣ୍ଣମେଣ୍ଟ ପୁଲିସ ହାଇସ୍କୁଲ ପରିସରରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିୟନଶିପ୍ ୨୦୨୬-୨୭ରେ ଗଜପତି ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା!-->…
ଗଜପତି ଜିଲ୍ଲାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସମବାୟ ବିଭାଗ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ,!-->…
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ଗଜପତି ଜିଲ୍ଲା ଗସ୍ତ
ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ "ଜାତୀୟ ସେବା ଯୋଜନା" ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜନିତ ପରିସ୍ଥିତିର ସମୀକ୍ଷା ଓ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଧେଶ କ୍ରମେ!-->!-->!-->…
ବିଚାରାଳୟରେ ଦଣ୍ଡହାର ବୃଦ୍ଧି ପାଇଁ ପଶ୍ଚିମାଞ୍ଚଳ ପୋଲିସର ସ୍ୱତନ୍ତ୍ର ପ୍ରଶିକ୍ଷଣ
ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ବିଚାରାଧୀନ ମାମଲାରେ ଦଣ୍ଡହାର ବୃଦ୍ଧି, ତଦନ୍ତ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ସହ କୋର୍ଟରେ ମାମଲାର ପ୍ରଗତି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ପଶ୍ଚିମାଞ୍ଚଳ ପୋଲିସ ରେଞ୍ଜ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ!-->!-->!-->…
ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ
ମିଲିଶାଉଟିର ସମ୍ମାନସୂଚକ ନାଗରିକତା, ବାର୍ଲାଡ୍ର ‘କି ଟୁ ଦି ସିଟି’ ଓ ସିମାନ ‘ଲିଡର ଅଫ୍ ଦି ଇୟର’ ସମ୍ମାନ
ଭୁବନେଶ୍ୱର, ୨୫ ।୯: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍, କିସ୍ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ!-->!-->!-->!-->!-->…
୧୫୦ ବର୍ଷ ପୂର୍ତ୍ତି ଅବସରରେ ସାମୂହିକ ବନ୍ଦେମାତରମ ଗାନ
ପଦ୍ମପୁର :- ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଙ୍କ ଯୋଜନା ଅନୁସାରେ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ବନ୍ଦେମାତରମ୍ ସାମୂହିକ ଗାନ କାର୍ଯ୍ୟକ୍ରମ - "ନମାମି ଭାରତମ୍" ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ଆନୁକୁଲ୍ୟ ରେ ପଦ୍ମପୁର ର ବିଭିନ୍ନ!-->…
ନମାମି ଭାରତଂ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର ତା.25.09 ( ) ଜଗତସିଂହପୁର ବ୍ଲକର ତୁମ୍ବା ଅଣ୍ଢେଇ ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋର୍ତଲ ସ୍ଥିତ ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଵିଦ୍ୟା ଭାରତୀ ଦ୍ୱାରା ନମାମି ଭାରତଂ କାର୍ଯ୍ୟକ୍ରମ ଅବସରରେ ଶିକ୍ଷାବିତ ତଥା ସଭାପତି ବଂଶୀଧର!-->…
ଜଗତସିଂହପୁର ରେ ଦୁର୍ଗାପୂଜା, ରାବଣ ପୋଡ଼ି ଓ ଭସାଣୀ ଉତ୍ସବ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଜଗତସିଂହପୁର, ତା ୨୫.୦୯.୨୦୨୬ ରିଖ - ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଆଗାମୀ ଦଶହରା ପର୍ବ, ରାବଣ ପୋଡ଼ି ଓ ଭସାଣି ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ!-->!-->!-->…