ଭୁବନେଶ୍ବର/ପଦ୍ମପୁର:- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ରାଜ୍ୟ ଜନଜାତି ସେଲ୍ ର ସାଙ୍ଗଠନିକ କମିଟି ଗଠିତ ହୋଇଯାଇଛି। ସୁଦାମ ମାରାଣ୍ଡି ସଭାପତି, ପ୍ରଦୀପ ମାଝୀ ଓ ନିରଞ୍ଜନ ବିଶି କାର୍ଯ୍ୟକାରୀ ସଭାପତି ଓ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉପସଭାନେତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି।ନୂତନ ଭାବରେ ଗଠିତ ଏହି ୫୫ ଜଣିଆ କମଟିରେ ୩ଜଣ ଉପଦେଷ୍ଟା, ଜଣେ ସଭାପତି,୨ଜଣ କାର୍ଯ୍ୟକାରୀ ସଭାପତି, ୧୦ଜଣ ଉପସଭାପତି, ୧୮ଜଣ ସମ୍ପାଦକ ଓ ୨୧ ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ବିଧାୟିକା ଶ୍ରୀମତୀ ବରିହା ତାଙ୍କୁ ନିଯୁକ୍ତ କରିଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post