Sign in
Sign in
Recover your password.
A password will be e-mailed to you.
୨ ସୁନାଚେନ ଲୁଟେରା ଗିରଫ : ଲୁଟ ଚେନ, ବାଇକ ଓ ମୋବାଇଲ ଫୋନ ଜବତ
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ୨ ଜଣ ସୁନାଚେନ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବାଇକ ଓ ମୋବାଇଲ ଫୋନ ଜବତ କରିଛି । ଅଭିଯୁକ୍ତ ହେଲେ ନୟାଗଡ଼ ସଦରଥାନା ବାଲୁଗାଁର ବୃନ୍ଦାବନ ନାୟକଙ୍କ ପୁଅ ଚିତ୍ତରଞ୍ଜନ ନାୟକ ଏବଂ ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ…
ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଗଜପତି ଜିଲ୍ଲା ଗ୍ରସ୍ତ : ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ…
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଗଜପତି ଜିଲ୍ଲା ଗ୍ରସ୍ତକରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ଗୁଡ଼ିକର ବୁଲି ଦେଖିବା ସହିତ ବିକାଶ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା…
ରାଜସ୍ୱ ଆଇନକୁ ଲୋକାଭିମୁଖୀ କରାଯିବ- ମନ୍ତ୍ରୀ ଶ୍ରୀ ପୂଜାରୀ
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମୀକ୍ଷା ବୈଠକ
ଭୁବନେଶ୍ୱର ତା-୦୭.୧୧.୨୦୨୪: ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବିଭାଗୀୟ ସମୀକ୍ଷା ବୈଠକରେ…
ସମ୍ବଲପୁରରେ ଛଠ୍ ପୂଜାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ପ୍ରକୃତି ସଂରକ୍ଷଣ ଓ ସୂର୍ଯ୍ୟ ଉପାସନାର ପବିତ୍ର ପର୍ବ ‘ଛଠ୍’ - ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର, ନଭେମ୍ବର ୦୭ – ଛଠ୍ ପୂଜା ଜନସାଧାରଣଙ୍କ ଆସ୍ଥାର ପବିତ୍ର ପର୍ବ । ପ୍ରକୃତି ସଂରକ୍ଷଣ ଓ ସୂର୍ଯ୍ୟ ଉପାସନାର ମହାନ ପର୍ବ ବୋଲି ଗୁରୁବାର ସମ୍ବଲପୁରର ବିଭିନ୍ନ ସ୍ଥାନରେ ପୃଥକ ଛଠ୍ ପୂଜା…
ରାଜ୍ୟ ସରକାର ସମ୍ବଲପୁରକୁ ଏକ ଅଗ୍ରଣୀ ସହର ରୂପେ ଗଢି ତୋଳିବା ପାଇଁ ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର ପ୍ରଧାନ
• ସମ୍ବଲପୁର କ୍ଷେତରାଜପୁରରେ “ଦୀପାବଳି ବନ୍ଧୁମିଳନ” କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ• ୨୦୫୦ ସୁଦ୍ଧା ସମ୍ବଲପୁରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଓ୍ୱାଟର ପ୍ଲାଣ୍ଟ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ • ଡ୍ରେନେଜ, ସ୍ୱେରେଜ,…
ଧାନ ସଂଗ୍ରହ ନେଇ ଝାରବନ୍ଧ ବ୍ଲକ ମାର୍କେଟୟାର୍ଡ ପରିଦର୍ଶନ କଲେ ପଦ୍ମପୁର ଉପଜିଲ୍ଲାପାଳ l
ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଅରୁଗୁଳା ସ୍ନେହା ଧାନ ସଂଗ୍ରହ କୁ ନେଇ ପ୍ରସ୍ତୁତି ର ସମୀକ୍ଷା କରିବା ସହ ଝାରବନ୍ଧ ମଣ୍ଡି କୁ ପରିଦର୍ଶନ କରି ବିଭିନ୍ନ ଅଧିକାରୀ ମାନଙ୍କୁ ଚାଷୀ ମାନେ ଯେମିତି କୌଣସି ଅସୁବିଧା ର ସମ୍ମୁଖୀନ ନ ହୋଇ ସୁଚାରୁ ରୂପେ…
ସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ
‘ଜନସେବା’କୁ ପ୍ରାଥମିକତାରେ ରଖି କାମ କରିବା - ଧର୍ମେନ୍ଦ୍ର ପ୍ରଧାନ
ପଡ଼ିଆବାହାଲ/ସମ୍ବଲପୁର, ନଭେମ୍ବର ୦୭ – କ୍ଷମତାକୁ ଉପଭୋଗ କରିବା ନୁହେଁ, ଲୋକଙ୍କ ସେବା କରିବା ଆମର ଧର୍ମ । ଆମେ କାର୍ଯ୍ୟକର୍ତ୍ତାମାନେ ସେବାକୁ ପ୍ରାଥମିକତାରେ ରଖି କାମ କରିବା । କେନ୍ଦ୍ର ସରକାର ଏବଂ ରାଜ୍ୟ…
ଆଶା ଦିଦିଙ୍କ ସହଯୋଗରେ ହିଁ ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ସୁଧାର ଆସିପାରିବ: ଧର୍ମେନ୍ଦ୍ର
ସମ୍ବଲପୁର ପଡ଼ିଆବାହାଲରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ଉଦଘାଟିତ
ଗରିବ ଓ ବଞ୍ଚିତ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ସୁବିଧାଜନକ କରିବା ଆମ ସରକାରର ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ
ପଡିଆବାହାଲରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର…
ଆମ୍ବ ଟାକୁଆ ଜାଉ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣା:ବିଚାର ବିଭାଗୀୟ ତଦନ୍ତ ଦାବୀ କଲେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ…
"ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ସେମାନଙ୍କୁ ବି.ପି.ଏଲ୍. କାର୍ଡ଼ରେ ସେ ମାସର ଚାଉଳ ମିଳିନଥିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଲା । ନୂଆ ସରକାର ରାଜ୍ୟରେ ଆସିବା ପରେ, ବି.ପି.ଏଲ୍ କାର୍ଡ଼ ସଂଶୋଧନ ନାମରେ ବିଗତ ୩ ମାସ ହେଲା ଚାଉଳ ପ୍ରଦାନରେ କଟକଣା କରୁଥିବାରୁ ସମସ୍ତ ୬ଟି ବି.ପି.ଏଲ୍.…
ମାଣ୍ଡି ପଙ୍କା ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା : ଘଟଣା ସ୍ଥଳରେ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆରଡିସି.
ଘୁ.ଉଦାୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପାଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର…