ବାରଗୋଡ଼ା ଓ ବୁରୋମାଲ ଗ୍ରାମ କୁ ପରିଦର୍ଶନ କଲେ ବିଧାୟକ ସନତ କୁମାର ଗଡ଼ତିଆ

ବିଜେପୁର :- ସୁଶାନ୍ତ ସାହୁ ବିଜେପୁର ବ୍ଲକ ସାନବାଉଁସେନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରଗୋଡ଼ା ଗ୍ରାମକୁ ଆଜି ସ୍ଥାନୀୟ ବିଧାୟକ ସନତ କୁମାର ଗଡତିଆ କୁ ଡାକି ସ୍ୱାଗତ ପୂର୍ବକ ଏକ ସଭାର ଆୟୋଜନ କରିଥିଲେ l ସଭାରେ ବିଭିନ୍ନ ସମସ୍ୟା ମାନଙ୍କ ଉପରେ ଗ୍ରାମବାସୀ ଙ୍କ ସହ ବିଧାୟକ ଆଲୋଚନା କରିବା…

ବିଜେଡି ସରକାରଙ୍କ ସମୟରେ ଛାତ୍ରମାନଙ୍କ ପାଇଁ ଆରମ୍ଭ ହୋଇଥିବା କଲ୍ୟାଣ କାର୍ଯ୍ୟକ୍ରମ ବନ୍ଦ କରାଯିବାକୁ ନବୀନଙ୍କ…

 ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ, ପ୍ରତି ଜୀବନ ମୂଲ୍ୟବାନ  ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲା  ବିଜେଡି ଏବେ ବି ଏକ ନମ୍ବର ଦଳ, ଗତ ନିର୍ବାଚନରେ ଅଧିକ ଭୋଟ ପାଇଛି ଭୁବନେଶ୍ୱର : :ଆଜି ଛାତ୍ରମାନଙ୍କ…

ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରାଯିବ– ମୁଖ୍ୟମନ୍ତ୍ରୀ

ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ(Sensitization) କାର୍ଯ୍ୟକ୍ରମ ପୁରୁଣା ଆଇନ ଅପରାଧୀ-କୈନ୍ଦ୍ରିକ (Criminal-Centric) ଥିବା ବେଳେ,ଏବେ ଏହାକୁ ପୀଡିତ-କୈନ୍ଦ୍ରିକ (Victim-Centric) କରାଯାଇଛି ଆଇନ ସମ୍ପର୍କରେ ତୃଣମୂଳ ସ୍ତରରେ…

ସାଇନିଂ ଷ୍ଟାର ଶିବିର ଉଦ୍ଘାଟିତ

ପଦ୍ମପୁର :- ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହ ରେ ବରଗଡ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସାଇନିଂ ଷ୍ଟାର ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ଡିଇଓ ମିତ୍ରଭାନୁ କଚ୍ଛପ ମୁଖ୍ୟ ଅତିଥି ଭାବେ ଯୋଗଦାନ…

ରୋଗୀ କାଲ୍ୟାଣ ସମିତି ବୈଠକ ଅନୁଷ୍ଠିତ, ସ୍ଥାନୀୟ ବିଧାୟକଙ୍କ ଯୋଗଦାନ…

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ସ୍ଥିତ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଭାବେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ସମୀକ୍ଷା ବୈଠକ…

କ୍ଷତ୍ରିୟବରପୁର ସ୍ନାତକ ମହାବିଦ୍ୟାଳୟରେ ଭିଜିଲାନ୍ସ ସପ୍ତାହ ଅନୁଷ୍ଠିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଅମୂଲ୍ୟ କୁମାର ପଣ୍ଡା ପରିଚାଳନା…

ବଙ୍ଗୋପସାଗରରେ ଉତ୍ପତି ହେଉଥିବା ଅଧିକାଂଶ ବାତ୍ୟା ଭାରତ ଉପକୂଳକୁ ଆକ୍ରାନ୍ତ କରେ: ବିଶିଷ୍ଟ ବୈଜ୍ଞାନିକ

ଭୁବନେଶ୍ୱର, ନଭେମ୍ବର ୭: ବଙ୍ଗୋପସାଗରରୁ ଉତ୍ପତି ହେଉଥିବା ଅଧିକାଂଶ ସାମୁଦ୍ରିକ ବାତ୍ୟା ଭାରତର ତଟୀୟ ଅଂଚଳକୁ ପ୍ରଭାବିତ କରିଥାଏ ଏବଂ ବିଶେଷ କରି ଓଡ଼ିଶାରେ ଏହା ଦ୍ୱାରା ବହୁମାତ୍ରାରେ ଧନଜୀବନର କ୍ଷତି ହୋଇଥାଏ ।ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ୧୮୯୧ ରୁ ୧୯୯୪ ମସିହା ମଧ୍ୟରେ ବଙ୍ଗୋପ…

ବନ ବିଭାଗ ଏବଂ ବେଲଗୁଣ୍ଠା ପୋଲିସ୍ ର ମିଳିତ ଚଢ଼ାଉ; 27 ଖଣ୍ଡ ଶାଳ କାଠ ଜବତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଏକ ଡାଲା ଅଟୋରେ ଶାଳ ଗଣ୍ଡି ଚାଲାଣ ହେଉଥିବା ବେଳେ ବେଲଗୁଣ୍ଠା ବନବିଭାଗ ସ୍ଥାନୀୟ ପୋଲିସ୍ ମିଳିତ ଭାବେ ଚଢାଉ କରି ଶାଳ କାଠ ସହିତ ସଂପୃକ୍ତ ଅଟୋକୁ ଜବତ କରିବାରେ ସକ୍ଷମ ହୋଇଛନ୍ତି I ସୂଚନା ପ୍ରକାରେ ବୁଧବାର ରାତିରେ OD 02 B 6479 ନମ୍ବର୍ ବିଶିଷ୍ଟ…

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ

ଆଜି ସମୀକ୍ଷା ବୈଠକ ଓ ଆସନ୍ତା କାଲି କ୍ଷେତ୍ର ପରିଦର୍ଶନ ନବରଙ୍ଗପୁର,୭/୧୧/୨୦୨୪- ଅଶୋକ ସାହୁ, ଶାସକ ପ୍ରଶାସକ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ସାବିତ୍ରୀ ଠାକୁର ନବରଙ୍ଗପୁର ଜିଲା ଗସ୍ତରେ ଆସି ଅପରାହ୍ନ ୩ଟା ୪୫ରେ ସ୍ଥାନୀୟ ଜିଲାପରିଷଦ ସମ୍ମିଳନୀ ଗୃହରେ ଆକଂକ୍ଷି…

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ

ରାୟଗଡା :ଗୁରୁବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉଦଘାଟନି ଓ ଉଦଯାପନୀ ଉତ୍ସବରେ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ପାରୁଲ ପଟାୱରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା…