Sign in
Sign in
Recover your password.
A password will be e-mailed to you.
ନବରଂଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ବସ ସେବାର ଶୁଭାରମ୍ଭ
ନବରଂଗପୁର ତା ୮.୧୧.୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଓ ଏସ ଆର୍ ଟି ସି ବସ ଡିପୋ ଠାରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଯୋଜନା ଅନ୍ତର୍ଗତ ନବରଙ୍ଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ଭଲଭୋ ଅତ୍ୟାଧୁନିକ ବସ ସେବା ର ଶୁଭାରମ୍ଭ ହୋଇଯାଇଅଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ…
୨୦୨୯-୩୦ ସୁଦ୍ଧା ରାଜ୍ୟର ବିଦ୍ୟୁତ ଚାହିଦାର ପିକ୍ ଡିମାଣ୍ଡ ପ୍ରାୟ ୧୦ ହଜାର ମେଗା ୱାଟ୍ରେ ପହଞ୍ଚିବ
ରାଜ୍ୟର ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଶକ୍ତି ବିଭାଗ ତଥା ସମସ୍ତ ବିତରକ କମ୍ପାନୀ ମାନଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
୨୦୨୯-୩୦ ବେଳକୁ ବିଦ୍ୟୁତ ଚାହିଦାକୁ ଆଖି ଆଗରେ ରଖି ବିଦ୍ୟୁତ ଉତ୍ପାଦନ, ସରବରାହ ଏବଂ ବିତରଣ ବ୍ୟବସ୍ଥାର ରୋଡମ୍ୟାପ ପ୍ରସ୍ତୁତ…
୫୫ ଗୋଟି ହସ୍ତଶିଳ୍ପକୁ ମିଳିଲା ବିଭାଗୀୟ ଅନୁମୋଦନ
ସଂଶୋଧିତ ଅନୁମୋଦିତ ହସ୍ତଶିଳ୍ପ ତାଲିକା ପ୍ରକାଶିତ
ପୂର୍ବରୁ ଥିଲା ୫୧, ଏବେ ୫୫ ହସ୍ତଶିଳ୍ପକୁ ମିଳିଲା ଅନୁମୋଦନ
ଭୁବନେଶ୍ଵର, ତା ୦୮/୧୧ /୨୦୨୪ : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି । ସମବାୟ, ହସ୍ତତନ୍ତ,…
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଓ “କଳା ଉତ୍ସବ” – ୨୦୨୪ କାର୍ଯ୍ୟକ୍ରମ…
https://youtu.be/n0rukTdqbUo
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଓ କଳା ଉତ୍ସବ -…
ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ଅକଲ୍ୟାଣ୍ଡରେ ଅବସ୍ଥାପିତ ହେବାକୁ ଥିବା କନସୁଲେଟ…
ଭୁବନେଶ୍ଵର: ୦୮/୧୧/୨୦୨୪:ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନ୍ୟୁଜିଲ୍ୟାଣ୍ଡସ୍ଥିତ ଅକଲ୍ୟାଣ୍ଡରେ କନସୁଲେଟ ଜେନେରାଲ ରୂପେ ଅବସ୍ଥାପିତ ହେବାକୁ ଥିବା ଶ୍ରୀ ମଦନ ମୋହନ ସେଠୀ…
ପୋଷ୍ୟ ସନ୍ତାନ ଗ୍ରହଣ: ସ୍ନେହ ଓ ବନ୍ଧନର ପ୍ରତୀକ
ରାଜ୍ୟସ୍ତରୀୟ ପୋଷ୍ୟ ସନ୍ତାନ ନିର୍ଦ୍ଦେଶାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମ
ଭୁବନେଶ୍ୱର ତା ୦୮/୧୧/୨୦୨୪ରିଖ: ଆଇନଗତ ପୋଷ୍ୟ ଗ୍ରହଣ ହିଁ ପ୍ରତ୍ୟେକ ଶିଶୁକୁ ପରିବାର ଯୋଗାଇ ଦେବାର ପ୍ରକୃଷ୍ଟ ଉପାୟ। ଶିଶୁ ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟେକ ହିତାଧିକାରୀଙ୍କ ସକ୍ରିୟ ସହଭାଗିତା ଦ୍ୱାରା ଏହାକୁ…
ମନ୍ତ୍ରୀ ଶ୍ରୀ ସଂପଦ ସ୍ୱାଇଁଙ୍କୁ ଭେଟିଲେ ନିଉଜିଲାଣ୍ଡରେ ଅବସ୍ଥାପିତ ଭାରତୀୟ କନସଲ ଜେନେରାଲ୍
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ନିଉଜିଲାଣ୍ଡର ଅକ୍ଲାଣ୍ଡରେ ଅବସ୍ଥାପିତ ହେବାକୁ ଯାଉଥିବା କନସଲ ଜେନେରାଲ୍ ଶ୍ରୀ ମଦନ ମୋହନ ସେଠୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଲୋକସେବା ଭବନସ୍ଥ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ…
ମରୁଡିର ଶିକାର ହୋଉଛି ଚାଷୀ ସରକାରୀ ତଥ୍ୟରେ ଜଳସେଚିତ
ବିଜେପୁର :- ସୁଶାନ୍ତ ସାହୁ ସରକାରୀ କାଗଜପତ୍ରର ତଥ୍ୟଠାରୁ ବାସ୍ତବତା ବହୁ ଦୂରରେ l ଗାଁରେ ମରୁଡି ହେଉଥିବା ବେଳେ କାଗଜପତ୍ରରେ ଜଳସେଚନ ହେଉଛି l ଫଳରେ ପ୍ରକୃତପକ୍ଷ୍ୟେ ମରୁଡିରେ କବଲିତ ହେଉଥିବା ଚାଷୀ ମରଡ଼ି ହେଉଛି ବୋଲି ଅଭିଯୋଗ କରିବାରୁ ମଧ୍ୟ ବଞ୍ଚିତ ହେବାର ଆଶଙ୍କା ଦେଖାଦେଲାଣି l…
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିପର୍ଯ୍ୟୟପରିଚାଳନାପାଣ୍ଠି ଖର୍ଚ୍ଚ ସଂପର୍କିତ ବୈଠକ ଅନୁଷ୍ଠିତ
ବିପର୍ଯ୍ୟୟ ପରିଚାଳନାରେ ଯୋଜନାର ଆଧୁନିକୀକରଣ ଏବଂ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ
ଭୁବନେଶ୍ୱର, ୭.୧୧.୨୦୨୪: ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିଭିନ୍ନ ସମୟରେ ପ୍ରଦାନ କରାଯାଇଥିବା ଅର୍ଥ ଏବଂ ସେ ବାବଦରେ ହୋଇଥିବା…
ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ERSS ଟିମ।
ଯାଜପୁର: ଯାଜପୁର ଟାଉନ୍ ଗଣେଶ୍ୱରପୁର ରୋଡ୍ ନିକଟରେ ଜଣେ ନାବାଳିକା ସାଇକେଲରେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ ରାସ୍ତା କଡରେ ପଡି ରହିଥିଲେ। ଘଟଣା ସମ୍ପର୍କରେ ଜଣେ ବ୍ୟକ୍ତି ୧୧୨ କୁ କଲ୍ କରି ଜଣାଇଥିଲେ। ERSS କର୍ତ୍ତୃପକ୍ଷ ତୁରନ୍ତ ଘଟଣା ସମ୍ପର୍କରେ ସେଠାକାର…