ଧର୍ମପରାୟଣା ମହିଳାଙ୍କ ପରଲୋକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର, ପାରଳାଖେମୁଣ୍ଡି ସହର ବାସିନ୍ଦା ସ୍ବର୍ଗତ ରାମ ଶଙ୍କର ମିଶ୍ର ତଥା କବି ଓ ଆଇନଜୀବୀ (ଇଂ) ବିଜୟ ଚନ୍ଦ୍ର ମିଶ୍ର ଙ୍କ ମାତା ୰ ପ୍ରଭାବତୀ ମିଶ୍ର ଙ୍କ ଦ୍ବାଦଶାହ ତଥା ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି…

ଦଳରୁ ସମସ୍ତ ସୁବିଧା ନେଇ ନିଜ ସ୍ୱାର୍ଥ ପାଇଁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା: ବିଜେଡି

ବିଜେଡି ପାଞ୍ଚ ଥର ଟିକେଟ ଦେବା ସହ ରାଜ୍ୟସଭା ସାଂସଦ କରିଥିଲା ସଂଗଠନରେ ବିଭିନ୍ନ ପଦପଦବୀ ଦେବା ସହ ଓଟିଡିସି ଅଧ୍ୟକ୍ଷ କରିଥିଲେ ନବୀନ ବାବୁ ଦଳ ଅପେକ୍ଷା ବ୍ୟବସାୟିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଜେପି ମୁହାଁ ହେଉଛନ୍ତି ଦେବାଶିଷ ଭୁବନେଶ୍ୱର, ୨୫/୦୫/୨୦୨୬:…

ବ୍ରହ୍ମପୁର ସହରରେ ପୁଣି ଜଣେ ଯୁବକ କୁ ମାରଣାନ୍ତକ ଆକ୍ରମଣ ଓ ପୋଲିସ୍ ଗୁଳିରେ ଗୁରୁତର ଅଭିଯୁକ୍ତ ଡାକ୍ତରଖାନାରେ…

ଗତକାଲି ସନ୍ଧ୍ୟାରେ ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗର ଛକରେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳୁ ବେହେରା ନାମକ ଜଣେ ଯୁବକ କୁ କିଛି ଯୁବକ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ରେ ଆକ୍ରମଣ କରିଥିଲେ ଓ ମରି ଯାଉଥିବା ଭାବି ତାକୁ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଖବର ପରିବାର ଲୋକେ…

କୋଲାବିରାରୁ ରବି ଧାନ କ୍ରୟ ଆରମ୍ଭ

ଚାଷୀଙ୍କ ଉତ୍ପାଦିତ ଫସଲକୁ ଉଚିତ୍ ମୂଲ୍ୟ ଦେବାରେ ସରକାର ପ୍ରତିବଦ୍ଧ : ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ରବି ଋତୁ ୨୦୨୫-୨୬ ପାଇଁ ଚାଷୀଙ୍କ ନିକଟରୁ ଧାନ କ୍ରୟ କାର୍ଯ୍ୟ ରବିବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ କୋଲାବିରା ସମବାୟ ସମିତିର ନୂତନ କ୍ରୟ…

ସମାସିଂହା ଗ୍ରାମ ନାମଫଳକରେ ଭୁଲ ବନାନ : ପୂର୍ତ୍ତ ବିଭାଗକୁ ନେଇ ଅସନ୍ତୋଷ : ଓଡ଼ିଆ ଅସ୍ମିତା ର ଗତି କୁଆଡେ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ଲଗାଯାଇଥିବା ଏକ ସୂଚନା ଫଳକରେ ଗ୍ରାମର ନାମ ଭୁଲ ବନାନରେ ଲେଖାଯାଇଥିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ସମସ୍ତ ଅଫିସ କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ଜୋର ଦେଉଥିବା ବେଳେ ପୂର୍ତ୍ତ ବିଭାଗର ଏଭଳି…

ରାଇଘର ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର ତା ୨୫.୦୫.୨୦୨୬: ଅଶୋକ ସାହୁ,ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଅତିରିକ୍ତ ଉପ…

କାମଳ ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ କାମଳ ବା ଜଣ୍ଡିସ ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ oସାହୁ କହିଲେ ଅଧିକ ଖରାରେ ପରିଶ୍ରମ, ଅମ୍ଳ, ଲବଣ, ମଦ୍ୟ,ଲଙ୍କା, ଦିବାନିଦ୍ରା, ତୈଳ ଯୁକ୍ତ ଖାଦ୍ୟ,…

ମେଘାଳୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା

ମାତୃଭାଷା ମାଧ୍ୟମରେ ଶିକ୍ଷାଦାନକୁ ମଜଭୁତ କରିବା - ଧର୍ମେନ୍ଦ୍ର ପ୍ରଧାନ • ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ମଡେଲ୍‌କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ • ଯୁବପିଢ଼ିଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ନିଆଯାଉଛି ପଦକ୍ଷେପ • ପାରମ୍ପରିକ ଜ୍ଞାନ ସହ ଏଆଇ ଭଳି ବିଷୟକୁ…

କୁତ୍ରା ଥାନା ପକ୍ଷରୁ ଚଢ଼ାଉ ଗୋ ମାଂସ ଜବତ ଜଣେ ଗିରଫ

ରାଜଗାଙ୍ଗପୁର 25/5/26() ଆସନ୍ତା ବଖି ରିଦ ପର୍ବ କୁ ନେଇ ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ପୋଲିସ ମାର୍ଚ୍ଚ ପ୍ରଦର୍ଶନ କରି ଲୋକଙ୍କୁ ଦର୍ଶାଇ ଥିଲେ ଯେ ଆମେ ଶାନ୍ତିର ବାର୍ତ୍ତା ପ୍ରଦାନ କରି ଆପଣଙ୍କ ସହ ସାମିଲ ହୋଇ ଆଇନ…

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣା: ଗ୍ରାମରେ ପହଞ୍ଚି ତଦନ୍ତ କଲେ ସାଇଣ୍ଟିଫିକ ଟିମ ଓ ଡଗ…

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ସାରଦାଗୁଡା ଗ୍ରାମରେ ଗତ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ସାରଦାଗୁଡା ଗ୍ରାମରେ ରହୁଥିବା ସ୍ବର୍ଗତ ସହଦେଵ ନାୟକ ଙ୍କ…