Sign in
Sign in
Recover your password.
A password will be e-mailed to you.
ଦୁଇ ବାଇକ ମୁହାଁମୁହିଁ ଧକ୍କା, ପୋଲିସ ଏଏସଆଇଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ହାଡ଼ଭାଙ୍ଗି ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ପୋଲିସ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଏଏସଆଇ ମନୋଜ ପାଢ଼ୀ ଙ୍କ ମୃତ୍ୟୁ ଘଟିଛି।ସୁଚନା ଅନୁଯାୟୀ, ଏଏସଆଇ ମନୋଜ ପାଢ଼ୀ ବାଇକ୍ ଯୋଗେ ଗୁଣୁପୁର!-->!-->!-->…
“ଶବ୍ଦ ନିଶବ୍ଦର” ଉନ୍ମୋଚିତ
ନବରଙ୍ଗପୁର ସହର ମଧ୍ୟସ୍ଥ ସିଦ୍ଧି ବିନାୟକ ମନ୍ଦିର କଲ୍ୟାଣ ମଣ୍ଡପ ମଧ୍ୟରେ ଶତାଧିକ ସାହିତ୍ୟ ପ୍ରେମୀ ଙ୍କ ଉପସ୍ଥିତିରେ କବି ପର୍ଶୁରାମ ସାହୁ ଙ୍କ କବିତା ପୁସ୍ତକ "ଶବ୍ଦ ନିଶବ୍ଦର" ଉନ୍ମୋଚନ ହୋଇ ଯାଇଛି। ସିଦ୍ଧି ବିନାୟକ ଙ୍କ ନିକଟରେ ଦୀପ ପ୍ରଜ୍ଜଳନ କରାଯିବା ସହ ଅତିଥି ଙ୍କୁ!-->!-->!-->…
ମଧ୍ୟାହ୍ନ ଭୋଜନ ପାଚିକା – ସହାୟିକା ଙ୍କର ପ୍ରଶିକ୍ଷଣ ତାଲିମ ଶିବିର
ବାଣପୁର:(ସେକ୍ କୌସର):ସ୍ଥାନୀୟ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ -୨ ଠାରେ ପି ଏମ ପୋଷଣ, ଡିପାର୍ଟମେଣ୍ଟ ଭୁବନେଶ୍ୱର ଙ୍କର ନିର୍ଦ୍ଧେଶ ଅନୁଯାୟୀ ଓ ଖୋର୍ଦ୍ଧା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ, ବାଣପୁର ଙ୍କ ନିର୍ଦ୍ଧେଶ ଅନୁଯାୟୀ ୩୪୨ ଜଣ ମଧ୍ୟାହ୍ନ ଭୋଜନ ୩୪୨ ପାଚିକା -!-->!-->!-->…
ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ନୂତନ ଡିଟିଆର ପ୍ରକଳ୍ପ ସହ ବଲାଙ୍ଗିର ଜିଲ୍ଲାର ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼…
ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ୪.୧୫ କୋଟି ଟଙ୍କାରୁ ଅଧିକ ବିନିଯୋଗ।
୨୮ଟିନୂତନ ଡିଟିଆର୍ (ବିତରଣ ଟ୍ରାନ୍ସଫର୍ମର୍) ପ୍ରକଳ୍ପ ମାଧ୍ୟମରେ ୬,୮୦୦ କେ.ଭି.ଏ ଅତିରିକ୍ତ କ୍ଷମତା ସୃଷ୍ଟି ।
ପ୍ରାୟ ୧୧,୦୦୦ ଉପଭୋକ୍ତା ପାଇବେ ଉନ୍ନତ ଭୋଲଟେଜ୍ ଓ ଅଧିକ!-->!-->!-->!-->!-->!-->!-->!-->!-->!-->…
“ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ”
ବାଣପୁର:(ସେକ୍ କୌସର):-ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ, ଓଡିଶା ଏବଂ ମାଇଁ ଭାରତ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ,ଭାରତ ସରକାରଙ୍କ ମିଳିତ ସହଯୋଗରେ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲିଟଲ ଫ୍ଲାୱାର ପବ୍ଲିକ ସ୍କୁଲ,ପରିସରରେ ବିକଶିତ ଭାରତ ପାଇଁ!-->!-->!-->…
ଗୋଷାଣୀ ବ୍ଲକର ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଅଶୋକ କୁମାର ପାତ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅଶୋକ କୁମାର ପାତ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର!-->…
ଚିତ୍ରକୋଣ୍ଡା ପୋଲିସ ଦ୍ୱାରା ଡ୍ୟାମ ନିକଟ ଜଙ୍ଗଲରେ ଗଛିତ ଥିବା ୭୭୫ କିଲୋ ଗଞ୍ଜେଇ ଜବତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ ସଫଳତା। କିଛି ଗଞ୍ଜେଇ ମାଫିଆଙ୍କ ଦ୍ୱାରା ବାହାର ରାଜ୍ୟକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଚିତ୍ରକୋଣ୍ଡା ଡ୍ୟାମ ନିକଟ ଜଙ୍ଗଲରେ ୩୧ ଟି ଜରି ବସ୍ତାରେ ଗଚ୍ଛିତ ରଖାଯାଇଥିବା!-->…
ଦୀପ ତଳେ ଅନ୍ଧାର: ଜିଲ୍ଲା ସଦର ମହକୁମା ନିକଟରେ ଶୋଚନୀୟ ରାସ୍ତା, ୧ କିଲୋମିଟର କାଉଡ଼ିରେ ବୁହା ହେଲେ ରୋଗୀ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଦୀପ ତଳେ ଅନ୍ଧାର ଏହି ଉକ୍ତିଟି ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟସ୍ଥ କେନାଲଗୁଡ଼ା ଗ୍ରାମ ପାଇଁ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି। ସଦର ମହକୁମାରୁ ମାତ୍ର ୪ କିଲୋମିଟର ଏବଂ ସତିଗୁଡ଼ା ଜଳଭଣ୍ଡାରରୁ ମାତ୍ର ୫୦୦ ମିଟର ଦୂରରେ ଥିବା!-->!-->!-->…
ଜୁଆ ଆଡ୍ଡାରେ ମାଡିବସିଲା ପୋଲିସ: ୭ ଜୁଆଡ଼ି ଙ୍କୁ ଗିରଫ କଲା ପଦ୍ମପୁର ପୋଲିସ।
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:-ପଦ୍ମପୁର ଥାନା ପୋଲିସ ପକ୍ଷରୁ କଫ ସିରପ୍, ଗଞ୍ଜେଇ, ବାଲି ଚୋରି ଉପରେ କଡ଼ା ନଜର ରଖି ସହର ତଥା ଆଖପାଖ ଅଞ୍ଚଳରେ ଜୋରସୋର ଧରପଗଡ ଚାଲିଥିବା ପରେ ଆଜି ବରିହାପାଲି ଅଞ୍ଚଳରେ ଚାଳିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନେ!-->…
ବିଦ୍ୟୁତ୍ ବିଭ୍ରାଟ ଚକ୍ରବ୍ୟୁହରେ ଘାଣ୍ଟି ହେଉଛି ଓଡ଼ଗାଁ
ଘଣ୍ଟା ଘଣ୍ଟା ବିଦ୍ୟୁତ୍ ବିଚ୍ଛିନ୍ନ; ଉପଭୋକ୍ତା ଅସନ୍ତୋଷ ବଢ଼ୁଛି
ଓଡ଼ଗାଁ, ୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତଥା ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଉପଭୋକ୍ତା ଅତିଷ୍ଠ ହୋଇପଡ଼ିଛନ୍ତି। ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି କାରଣରୁ!-->!-->!-->!-->!-->…