Sign in
Sign in
Recover your password.
A password will be e-mailed to you.
ଜିଲ୍ଲାରେ ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳଙ୍କ ପ୍ରେସ ସୂଚନା
ନବରଙ୍ଗପୁର, ୨୯ ମଇ ୨୦୨୬: ଆଜି ଅଶୋକ ମେହେତା ସମ୍ମିଳନୀ କକ୍ଷ,ନବରଙ୍ଗପୁରଠାରେ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଡ. ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ।ଜିଲ୍ଲାପାଳ ସାମ୍ୱାଦିକ ସମ୍ମିଳନୀ…
ମନୁଷ୍ୟ -ହାତୀ ସହାବସ୍ଥାନ ପାଇଁ ନିଆରା ପ୍ରୟାସ
କେନ୍ଦୁଝର,ତା୨୯/୫-କେନ୍ଦୁଝର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଓଡିଶା ସରକାରଙ୍କ କେନ୍ଦୁଝର ବନଖଣ୍ଡ ମିଳିତ ଆନୁକୂଲ୍ୟରେ, ମନୁଷ୍ୟ -ହାତୀ ସହାବସ୍ଥାନ ପାଇଁ କେ ନିଆରା ପ୍ରୟାସ ଆରମ୍ଭ ହୋଇଛି। କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ…
ଦୁଇ ମାସ ହେଲା ଭତ୍ତା ମିଳୁନି,ହିନସ୍ତାରେ ଭତ୍ତାହିତାଧିକାରୀ
ବ୍ୟାଙ୍କ ପରିବର୍ତ୍ତେ ପଞ୍ଚାୟତ ମାଧ୍ୟମରେ ଭତ୍ତା ପ୍ରଦାନ ଦାବି
ଓଡ଼ଗାଁ, ୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି) ଅଧୀନରେ ଭତ୍ତା ପାଉଥିବା ହିତାଧିକାରୀମାନେ ଗତ ଦୁଇ ମାସ ଧରି ଭତ୍ତା ନପାଇ…
୯ ହଜାର ବୃକ୍ଷ ରୋପଣକୁ ବାଧକ;୮ ଆମ୍ବ ଗଛ ଉପାଡ଼ିବା ଘଟଣାରେ ନ୍ୟାୟ ଦାବି
ଓଡ଼ଗାଁ, ୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପାଇକ ବାଙ୍କଚରା ଗ୍ରାମର ୮୨ ବର୍ଷୀୟ ନିତ୍ୟାନନ୍ଦ ସାହୁଙ୍କ ଦୀର୍ଘ ୨୦ ବର୍ଷର ପରିବେଶ ସୁରକ୍ଷା ଅଭିଯାନରେ ବାଧକ । ତାଙ୍କ ଦ୍ୱାରା ଲଗାଯାଇଥିବା ୮ଟି ଆମ୍ବ ଗଛକୁ ଦୁର୍ବୃତ୍ତମାନେ ଉପାଡ଼ି ଦେଇଥିବା ଅଭିଯୋଗ ହୋଇଛି।…
ଧର୍ମେନ୍ଦ୍ରଙ୍କ ଫାଶରେ ଫସିଲେ ଦେବାଶିଷ: ବିଜେଡି
ନିଜ ସ୍ୱାର୍ଥ ହାସଲ ପାଇଁ ବିଜେପିରେ ସାମିଲ ହୋଇଛନ୍ତି ଦେବାଶିଷ
ବିଗତ କିଛି ବର୍ଷ ହେଲାଣି ଦେଶରେ ପ୍ରଲୋଭନ କରିବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ୍ ଚାଲିଛି
ବିଜୁ ଲିଗାସୀର ଦ୍ୱାହି ଦେଉଥିବା ଦେବାଶିଷ ଦିନେ ବିଜୁ ବାବୁଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ
ବିଭିନ୍ନ…
ଅପାରଗ ପୋଲିସର ବିନା ତଦନ୍ତରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଥାନାକୁ ଯିବାକୁ ଡରିଲେଣି ଲୋକେ: ବିଜେଡି
ବାରଙ୍ଗ ଥାନାରେ ନିରୀହ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା
ପୋଲିସର ମାତ୍ରାଧିକ ଥାର୍ଡ ଡିଗ୍ରୀ ଯୋଗୁ ମରଣ ସହ ଲଢୁଛି ରାକେଶ ବେହେରା
ବିନା ତଦନ୍ତରେ ରାକେଶଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା କାହିଁକି
ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଯୋଗୁ ବିଗୁଡୁଛି ରାଜ୍ୟର ଆଇନଶୃଙ୍ଖଳା…
ବନ୍ୟ ଜନ୍ତୁ ସଂପଦ ରକ୍ଷଣବେକ୍ଷଣରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ: ବିଜେଡି
ଜନବସତିମୁହାଁ ହେଉଛନ୍ତି ହାତୀ, ବଢୁଛି ହାତୀ-ମଣିଷ ଲଢେଇ
ଭୁବନେଶ୍ୱର, ୨୮/୦୫/୨୦୨୬: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗତ କିଛି ବର୍ଷ ଧରି ବୃଦ୍ଧି ପାଉଥିବା ମାନବ-ହାତୀ ସଂଘର୍ଷ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି ବିଜେଡି । ହାତୀ ଆକ୍ରମଣ ଯୋଗୁଁ ମଣିଷର ମୃତ୍ୟୁ, ଫସଲ ନଷ୍ଟ ଓ ଘରବାଡ଼ି…
ବେଲଗୁଣ୍ଠାରେ ଗୁଟଖା ଚଢ଼ାଉ
ବେଲଗୁଣ୍ଠା,୨୯/୦୫, -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ସ୍ଥାନୀୟ ପ୍ରଶାସନ ତରଫରୁ ବେଲଗୁଣ୍ଠା ବଜାରରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଟଖା ଜବତ କରାଯାଇଛି। ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ନେତୃତ୍ବରେ ବେଲଗୁଣ୍ଠା ପୋଲିସ ବେଲଗୁଣ୍ଠା ବଜାରରେ…
ଅବହେଳିତ ନୟନଯୋଡ଼ି: ବର୍ଷ ବର୍ଷ ଧରି ହୋଇନି ପୁନରୁଦ୍ଧାର।
ପୁନରୁଦ୍ଧାର କରିବାକୁ ବସ୍ତା ବିଧାୟିକାଙ୍କୁ ଦାବି କଲେ ଚାଷୀ ଓ ଜନସାଧାରଣ।
ବସ୍ତା ୨୮/୫ :ବାଲେଶ୍ବର ଜିଲ୍ଲା,ଲକ୍ଷ୍ମଣନାଥ ଠାରୁ ହଳଦିପଦା ପର୍ଯ୍ୟନ୍ତ ଏନ ଏଚ ୧୬ ଉଭୟ ପାର୍ଶ୍ବରେ ଥିବା ନୟନ ଯୋଡ଼ି (ନାଳ) ଅବହେଳିତ ଅବସ୍ଥାରେ ରହିଛି।ବର୍ଷ ବର୍ଷ ଧରି ହୋଇନି ପୁନରୁଦ୍ଧାର।ପୋତି ହୋଇଗଲାଣି…
ପଞ୍ଜାବରେ ଚମକିଲେ ଝାରସୁଗୁଡାର ବିଦ୍ୟୁତ
ଜାତୀୟ ତାଇକ୍ୱାଣ୍ଡୋରେ ସ୍ୱର୍ଣ୍ଣ ଜିତି ରାଜ୍ୟ ପାଇଁ ଆଣିଲେ ଗୌରବ
ଝାରସୁଗୁଡା, ୨୮ ମଇ : ଝାରସୁଗୁଡା ଜିଲ୍ଲାର ଯୁବ ତାଇକ୍ୱାଣ୍ଡୋ ଖେଳାଳି ବିଦ୍ୟୁତ ବେହେରା ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲା ସହ ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି। ପଞ୍ଜାବରେ ଗତ ୨୨ ରୁ ୨୪ ମଇ ପର୍ଯ୍ୟନ୍ତ…