Sign in
Sign in
Recover your password.
A password will be e-mailed to you.
ବରପାଲିରେ ବିଜେପି ନଗର ମଣ୍ଡଳର ବୃହତ୍ ମିଶ୍ରଣ ପର୍ବ
ବିଜେଡି ଓ କଂଗ୍ରେସରୁ ଅନେକ କର୍ମୀ ବିଜେପିରେ ସାମିଲ
ବରପାଲି, ୨୭/୦୫ : ବରଗଡ଼ ଜିଲ୍ଲା ବରପାଲି ନଗର ମଣ୍ଡଳ ପକ୍ଷରୁ ଭାରତୀୟ ଜନତା ପାର୍ଟିର ଏକ ବୃହତ୍ ମିଶ୍ରଣ ପର୍ବ ଆଜି ବୁଧବାର ସ୍ଥାନୀୟ ଆଶୀର୍ବାଦ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ନେଇ ସମଗ୍ର ବରପାଲି ଅଞ୍ଚଳରେ…
ନବରଙ୍ଗପୁର ଠାରେ ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଘାଟିତ
ନବରଙ୍ଗପୁର ତା 28/05/206:ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଆନୁକୂଲ୍ୟରେ ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଅମ୍ରିତ କାଳ ସାଂସ୍କୃତିକ ସମାରୋହ ଅବସରରେ ଦୁଇଦିନ ବ୍ୟାପୀ କାର୍ଯ୍ୟକ୍ରମ ତା ୨୭ ଏବଂ ୨୮ ମେ, ୨୦୨୬ ସାଇ କଲ୍ୟାଣ ମଣ୍ଡପ ଠାରେ ଆରମ୍ଭ ହୋଇଛି lଉଦଘାଟନ…
ଓଏଏସ୍ରେ ସଫଳ ରାହୁଲଙ୍କୁ ବିଧାୟକଙ୍କ ଶୁଭେଚ୍ଛା
ଝାରସୁଗୁଡା, ୨୮/୫ : ଚଳିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ୧୪୮ତମ ସ୍ଥାନ ଅଧିକାର କରି ସଫଳତା ହାସଲ କରିଥିବା ରାହୁଲ ରାଜହଂସଙ୍କୁ ବୁଧବାର ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ୍ ଅନ୍ତର୍ଗତ ସାହାସପୁର…
ଚୋରା କାଠ ବୋଝେଇ ମାର୍ଶଲ ଦୁର୍ଘଟଣାଗ୍ରସ୍ତ : ଗାଡ଼ି ସହ ବିପୁଳ କାଠ ଜବତ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ–୪୯ ର ମାଳିଡିହି ଗ୍ରାମ ନିକଟ ନୂଆଁଡିହି ଅଞ୍ଚଳରେ ଗୁରୁବାର ଭୋର ସମୟରେ ଚୋରା କାଠ ବୋଝେଇ ଏକ ମାର୍ଶଲ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କଦମ୍ବ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା…
ବତାସରେ ଉଡିଗଲା ଛପର, କେହି ଶୁଣିଲେନି ଗୁହାରି ତାର
ଗାଁ ଛାଡି ବିଧବା, ଆଦିବାସୀ ମହିଳା ଟିକିଲି ପଳାଇଲା ବାପ ଘର
କେନ୍ଦୁଝର: ୨୮/୫/୨୦୨୬- ଗତ ଅପ୍ରେଲ ମାସରେ ଝଡ ବତାଶରେ ଘର ଛପର ଉଡିଗଲା । ବିଧବା ଆଦିବାସୀ ମହିଳା ସାହାଯ୍ୟ ଆଶା କରି ରହିଲା। କେହି ଶୁଣିଲେ ନାହିଁ। ନିଜ ଖର୍ଚ୍ଚରେ ମରାମତି କଲା। ପୁଣି ଏବେ ପାଞ୍ଚ ଦିନ ତଳେ ଝଡ ବତାଶରେ…
ଜିଓର ନୂଆ ଓଟିଟି ପାସ୍: ମାତ୍ର ୨୦୦ ଟଙ୍କାରେ ୧୫ ଟି ପ୍ରିମିୟମ ଓଟିଟି ଆପ, ୧୦୦୦ରୁ ଅଧିକ ଟିଭି ଚ୍ୟାନେଲ୍ ଏବଂ ୩୦ଜିବି…
- ୟୁଟ୍ୟୁବ ପ୍ରିମିୟମ, ପ୍ରାଇମ ଭିଡିଓ ଏବଂ ଜିଓହଟଷ୍ଟାର ସମେତ ସୋନି ଲିଭ, ଜି-ଫାଇଭ, ଡ଼ିସକଭରୀ ପ୍ଲସ, ତରଙ୍ଗ ପ୍ଲସ ଭଳି ୧୫ ଟି ପ୍ରିମିୟମ ଓଟିଟି ପ୍ଲାଟଫର୍ମ ଗୋଟିଏ ସୁଲଭ ପ୍ୟାକ୍ ରେ ଏକାଠି କରାଯାଇଛି
- ୨୮ ଦିନର ପ୍ୟାକ୍ ବୈଧତା ସହିତ ବ୍ୟାପକ ମନୋରଞ୍ଜନ ଏବଂ ଡାଟା ଉପଭୋଗ କରିବାର…
କିଟ୍ ଦ୍ୱାରା ବିକଶିତ ବନ୍ୟପ୍ରାଣୀ ମନିଟରିଂ ଡିଭାଇସ୍ ଡିଜାଇନକୁ ମିଳିଲା ପେଟେଣ୍ଟ
ଭୁବନେଶ୍ୱର, ୨୭ ।୫: ପ୍ରଯୁକ୍ତିବିଦ୍ୟା-ଚାଳିତ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି, "ଇଣ୍ଟେଲିଜେଣ୍ଟ ସେନ୍ସର ଡିଭାଇସ୍ ଫର୍ ଅଟୋମେଟେଡ୍ ୱାଇଲ୍ଡଲାଇଫ୍ ମନିଟରିଂ’ ଶୀର୍ଷକ ଏକ ଅଭିନବ ଉପକରଣକୁ ଡିଜାଇନ୍ ପେଟେଣ୍ଟ ପ୍ରଦାନ କରାଯାଇଛି। ଏହା କିଟ…
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ
ଭୁବନେଶ୍ୱର, ୨୭/୦୫: ସିଜୋଫ୍ରେନିଆ ଏକ ଚିକିତ୍ସାସାପେକ୍ଷ ମାନସିକ ସମସ୍ୟା ଯାହାକି ଆଗୁଆ ଚିହ୍ନଟ, ଉପଯୁକ୍ତ ଚିକିତ୍ସା, ପରିବାର ଏବଂ ସମାଜର ସହଯୋଗ ଦ୍ୱାରା ଉପଯୁକ୍ତ ଭାବେ ନିୟନ୍ତ୍ରଣ କରିହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍…
ବେଆଇନ କ୍ଲିନିକ ବିରୋଧରେ ଖବର ସଂଗ୍ରହକୁ ଯାଇଥିବା ସାମ୍ବାଦିକଙ୍କୁ ଦୂର୍ବ୍ୟବହାର : କାଶୀପୁରରେ ସ୍ୱାସ୍ଥ୍ୟ ସେବାର…
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥା ଦିନକୁ ଦିନ ଗମ୍ଭୀର ରୂପ ନେଉଥିବା ବେଳେ, ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଥିବା ବେଆଇନ କ୍ଲିନିକ ଓ ନକଲି ଡାକ୍ତରମାନଙ୍କ ଦାଦାଗିରି ବଢ଼ିବାରେ ଲାଗିଛି । ସରକାରୀ ହସ୍ପିଟାଲରେ ଡାକ୍ତର ଅଭାବ,…
ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକଙ୍କ ଦ୍ବାରା ଟଙ୍କା ଆତ୍ମସାତ ଘଟଣାର ଭିଜିଲାନ୍ସ ତଦନ୍ତ…
ଅଧ୍ଯକ୍ଷା ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ଦେଲେ, ଥାନାରେ ଏତଲା ଦେବାକୁ କୁଣ୍ଠା କାହିଁକି ?
ରାଉରକେଲା,(ବସନ୍ତ କୁମାର ଜେନା) : ପାନପୋଷ ଠାରେ ଥିବା ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ତହବିଲରୁ ୩୭ ଲକ୍ଷ ଟଙ୍କା ଆତ୍ମସାତ୍ ଘଟଣା ଘଟିବା ପରେ, ସରକାରୀ ସ୍ବୟଂଶାସିତ…