Sign in
Sign in
Recover your password.
A password will be e-mailed to you.
ଯାଦୁ ସଚେତନା ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର: ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଯାଦୁ ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଦୂଷିତ ଜଳ ସ୍ନାନ ,ଦେହ ଓଦା ରଖିବା ବା ଓଦାଲୁଗା ପରିଧାନ ଦ୍ଵାରା, ଝାଳ,ପ୍ରତିରୋଧକ ଶକ୍ତି!-->…
୩୬ ମେଗାୱାଟ୍ ରୁଫଟପ୍ ସୋଲାର ସ୍ଥାପନା ସହ ଉତ୍ତର ଓଡ଼ିଶାରେ ସୌର ଶକ୍ତି ପ୍ରସାରକୁ ଆହୁରି ସୁଦୃଢ କଲା ଟିପିଏନଓଡିଏଲ୍
-ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନାରେ ୧୮ ହଜାର ରୁ ଅଧିକ ପରିବାର ସାମିଲ; ୨୦୨୬–୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବହୁ ଉପଭୋକ୍ତା ପାଇଲେ ଜିରୋ ୟୁନିଟ୍ ବିଜୁଳି ବିଲ୍
ବାଲେଶ୍ୱର, ଓଡ଼ିଶା; ୦୧ ଅଗଷ୍ଟ ୨୦୨୬ - ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି!-->!-->!-->…
ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା
ପିଜି ଛାତ୍ରଛାତ୍ରୀ ପାଇବେ ମାସିକ ₹୧୦,୦୦୦ ଓ ପିଏଚ୍.ଡି ଗବେଷକ ପାଇବେ ମାସିକ ₹୧୫,୦୦୦
ଆମ ଯୁବ ଗବେଷକଙ୍କ ପାଇଁ ଖର୍ଚ୍ଚ କରିବା ମାନେ ଓଡ଼ିଶାର ଚାଷୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା- ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ
ଭୁବନେଶ୍ୱର, ୦୩ ଅଗଷ୍ଟ, ୨୦୨୬: ରାଜ୍ୟରେ କୃଷି!-->!-->!-->!-->!-->!-->!-->!-->!-->…
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ
କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ଭୁବନେଶ୍ୱର:- ଜାତୀୟ ସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପୋଲିସର କ୍ରୀଡାବିତମାନଙ୍କ ଚମକ ପୁଣିଥରେ ଦେଖିବାକୁ ମିଳିଛି । ସର୍ବ ଭାରତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ 12 ଜଣ କ୍ରୀଡାବିତ ଉଲ୍ଲେଖନୀୟ ସଫଳତା ହାସଲ!-->!-->!-->…
ଓଡ଼ିଶାରେଜିଓରଏକକୋଟି୮୯ଲକ୍ଷରୁଉର୍ଦ୍ଧ୍ବମୋବାଇଲ୍ଏବଂହୋମ୍ବ୍ରଡବ୍ୟାଣ୍ଡଗ୍ରାହକ; ଜୁନ୍ରେଯୋଡିଛିସର୍ବାଧିକନୂତନଗ୍ରାହକ: …
- ଜୁନ୍ ମାସରେ ଓଡ଼ିଶାରେ ମୋଟ ନୂତନ ମୋବାଇଲ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଜିଓ ନେଟୱାର୍କରେ ଯୋଗ ଦେଇଛନ୍ତି: ଟ୍ରାଇ ତଥ୍ୟ
-ଜୁନ୍ ମାସରେ ଓଡ଼ିଶାରେ ଜିଓ ସର୍ବାଧିକ ୧.୧୩ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଏବଂ ୧୫୦୦୦ ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି: !-->!-->!-->!-->!-->…
କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଉଦ୍ଯାପିତ,
ଓଡ଼ଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଜୁଲାଇ ୨୭ ତାରିଖରୁ ଚାଲିଥିବା ମହିଳା ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ଉଦ୍ଯାପିତ ହୋଇଯାଇଛି।ମହିଳା ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ!-->…
ଦୁତୀକେଶ୍ବର ପୀଠରେ କାଉଡ଼ିଆଙ୍କ ଭିଡ଼
ସନ୍ଧ୍ୟା ସୁଦ୍ଧା ୨ ହଜାର ଟପିଲା କାଉଡ଼ିଆଙ୍କ ସଂଖ୍ୟା
ଓଡ଼ଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶ୍ରାବଣର ପ୍ରଥମ ସୋମବାର ଶୂଳପାଣି ବାବା ଦୁତୀକେଶ୍ବରଙ୍କ ନିକଟରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି। ରବିବାର ସନ୍ଧ୍ୟା ସୁଦ୍ଧା!-->!-->!-->…
ତୃତୀୟ ବାର୍ଷିକ ବ୍ଳକ ସ୍ତରୀୟ ଶ୍ରୀ ଅରବିନ୍ଦ ପାଠଚକ୍ର
ଓଡ଼ଗାଁ, ୨ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ପରିସରସ୍ଥ ରଘୁନାଥ ଆଥଲେଟିକ ଆସୋସିଏସନ୍ ଠାରେ ରବିବାର ଶ୍ରୀ ଅରବିନ୍ଦଙ୍କ ତୃତୀୟ ବାର୍ଷିକ ବ୍ଲକସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜକିଶୋର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପାଠଚକ୍ରରେ!-->!-->!-->…
ଚନ୍ଦନ ଗଛ କାଟିଲେ ଦୁର୍ବୃତ୍ତ,ନେଇପାରିଲେନି
ସେବା କେନ୍ଦ୍ର ପରିସରରୁ କଟା ଗଛ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର
ଓଡ଼ଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଶ୍ରୀ ସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୂହିକ ସେବା କେନ୍ଦ୍ର ପରିସରରୁ ଦୁର୍ବୃତ୍ତମାନେ ଚନ୍ଦନ ଗଛ କାଟିବା ଘଟଣା!-->!-->!-->…
ଶାସ୍ତ୍ରୀ ସ୍ମୃତି ପାଠାଗାର ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା
କେନ୍ଦୁଝର: ୦୨/୦୮/୨୦୨୬- ଆଗାମୀ ସ୍ଵାଧୀନତା ଦିବସ ଅବସରରେ ଆଞ୍ଚଳିକ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଆଗାମୀ ଦିନର ବଡ ବଡ ପରୀକ୍ଷାର ଢାଞ୍ଚା ସହିତ ସେମାନଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ!-->…