Sign in
Sign in
Recover your password.
A password will be e-mailed to you.
ଟିକିରି ସରସ୍ୱତୀ ଶିଶୁ ମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ!-->!-->!-->!-->!-->…
ରାୟଗଡ଼ା ମାଟିର ବୀର ସହିଦ ଯବାନ ଭି . ତେଜାଙ୍କୁ କାଶୀପୁର ସାମ୍ବାଦିକଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଦେଶମାତୃକାର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ରାୟଗଡ଼ା ମାଟିର ବୀର ଯବାନ ସ୍ୱର୍ଗତ ବି. ତେଜାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ବଳିଦାନକୁ ସ୍ମରଣ କରି ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ସାମ୍ବାଦିକମାନଙ୍କ!-->!-->!-->…
ବ୍ଲକ୍ ସ୍ତରୀୟ କବାଡ଼ି ଓ ଭଲି ବଲ୍ ଚୟନ ପ୍ରତିଯୋଗିତା କାର୍ଯ୍ଯକ୍ରମ ଅନୁଷ୍ଠିତ।
ପଦ୍ମପୁର:- ଗାୟତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ସାପଲହରଠାରେ ପାଇକମାଳ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ତରଫରୁ ସମସ୍ତ ବିଦ୍ୟାଳୟର ଜୋନାଲ ସ୍ତରରୁ ବ୍ଲକ୍ ସ୍ତରକୁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନକୁ ନେଇ ବ୍ଲକ୍ ସ୍ତରୀୟ କବାଡ଼ି ଓ ଭଲି ବଲ୍ ଚୟନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ!-->!-->!-->…
ଝାରସୁଗୁଡ଼ାରେ ଜାନୁଆରୀ ୩୦ ଓ ୩୧ରେ ଭୁଲିଆ ମେହେର ସମାଜର ବିଶାଳ ମହାସଭା
ଚୌଜିଲ୍ଲା ସଂଗଠନର ଚତୁର୍ଥ ବାର୍ଷିକ ଅଧିବେଶନରେ ନିଷ୍ପତ୍ତି
ଝାରସୁଗୁଡ଼ା, ୯।୧୦: ଚୌଜିଲ୍ଲା ଭୁଲିଆ ମେହେର ସମାଜର ଚତୁର୍ଥ ବାର୍ଷିକ ଅଧିବେଶନ ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ କେ. କଣ୍ଟାପାଲିଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କଣ୍ଟାପାଲି ମେହେର ସମାଜର ନେତୃତ୍ୱରେ ଆୟୋଜିତ!-->!-->!-->…
ଗୁଣପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମଙ୍କନ ପତ୍ର ଦାଖଲ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଫେରିଥିବା ବେଳେ ଗୁଣପୁର ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ରାଜନୀତି ସରଗରମ ହୋଇଉଠିଛି । ଆଜି ନାମାଙ୍କନ ପତ୍ର ଦାଖଲ ଚାଲିଥିବା ବେଳେ କଲେଜ କ୍ୟାମ୍ପସରେ ଆରମ୍ଭ ହୋଇଛି ନିର୍ବାଚନୀ!-->!-->!-->…
କୁଲିହାମାଲରେ ପଞ୍ଚାୟତସ୍ତରୀୟ ସମନ୍ୱୟ ମେଳା
ଜଳ ସଂରକ୍ଷଣ ଓ ଗ୍ରାମାଞ୍ଚଳର ସମସ୍ୟା ସମାଧାନ ଉପରେ ଗୁରୁତ୍ୱ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ କୁଲିହାମାଲ ଖେଳପଡ଼ିଆରେ ଶୁକ୍ରବାର ପଞ୍ଚାୟତସ୍ତରୀୟ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ବିକାଶ ସଂସ୍ଥାର ସହାୟତା ଏବଂ ସେୱା ଅନୁଷ୍ଠାନର ପ୍ରତ୍ୟକ୍ଷ!-->!-->!-->…
ସଂଗଠନ ସୁଦୃଢ଼ୀକରଣ ଓ ଜନସେବାକୁ ଗୁରୁତ୍ୱ ଦେଲେ ବିଧାୟକ ଟଙ୍କଧର
ଲଇକେରାରେ ଭାଜପାର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
ଝାରସୁଗୁଡ଼ା, ୯ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼, ସକ୍ରିୟ ଓ ଜନମୁଖୀ କରିବା ସହ ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର!-->!-->!-->…
ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ।
ବେଲଗୁଣ୍ଠା,୯/୧୦, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷେତ୍ରୀୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ଏବଂ ରେଡ ରିବନ କ୍ଳବ୍ ତରଫରୁ ଏଡ଼ସ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଗିରୀଧର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ଛାତ୍ର ସଂସଦ ନିର୍ବାଚନରେ ବିଜେପିର ଅରାଜକତା ଗଣତନ୍ତ୍ରକୁ ହତ୍ୟା କରୁଛି: ବିଜେଡି
ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି ବିଜେପି
କାହା ନିଦେ୍ର୍ଦଶରେ କଲେଜ କ୍ୟାମ୍ପସକୁ ଜିଲ୍ଲାପାଳ ମାନଙ୍କୁ ପଠାଯାଉଛି ?
କ୍ୟାମ୍ପସ ରାଜନୀତିରେ ସରକାରୀ ହସ୍ତକ୍ଷେପ ବନ୍ଦ ହେଉ
ଭୁବନେଶ୍ୱର, ୦୯/୧୦/୨୦୨୬: ଛାତ୍ର ସଂସଦ ନିର୍ବାଚନରେ ବିଜେପି!-->!-->!-->!-->!-->!-->!-->!-->!-->…
ସୋଆ ଆଇଟିଇଆର ଏନ୍ଏସ୍ଏସ୍ ୟୁନିଟର ସ୍ୱତନ୍ତ୍ର ଶିବିର ଆୟୋଜିତ
ଭୁବନେଶ୍ୱର, ଅକ୍ଟୋବର ୯: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଆର)ର ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ହରପୁର ଓ କାଶୀପୁର ଗ୍ରାମରେ ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ସାତ ଦିନିଆ ସ୍ୱତନ୍ତ୍ର ଶିବିର!-->!-->!-->!-->!-->…