ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଟାଟା ବେଞ୍ ଛକ ସ୍ଥିତ ଏକ ଲଜ୍ ରେ ଦେହ ବ୍ୟବସାୟ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସ ଡି ପି ଓ ଓ ବୈଦ୍ୟନାଥ ପୁର ଥାନା ଅଧିକାରୀ କିଛି କର୍ମଚାରୀଙ୍କ ସହ ଚଢାଉ କରି ସଫଳତା ପାଇଛନ୍ତି। ଏହି ଚଢାଉ ସମୟରେ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଲଜ୍ ମାଲିକ ଓ ଜଣେ ଗ୍ରାହକ କୁ ପୋଲିସ ଘଟଣାସ୍ଥଳରୁ ଉଠାଇ ଆଣି ଥାନାରେ ଜେରା କରୁଥିବା ବେଳେ ଲଜ୍ ରୁ ଉକ୍ତ ସମସ୍ତଙ୍କ ଠାରୁ ୬ ଟି ମୋବାଇଲ ଫୋନ୍, କିଛି ଆସବାବପତ୍ର ଓ କିଛି ଆପତ୍ତି ଜନକ ସାମଗ୍ରୀ ଜବତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post