ଓଡ଼ିଶାରେ ଜିଓର ଦବଦବା – ଏପ୍ରିଲରେ ଯୋଡ଼ିଛି ସର୍ବାଧିକ ୧ ଲକ୍ଷ ୬୧ ହଜାର ନୂଆ ଗ୍ରାହକ; ରାଜ୍ୟରେ ମୋଟ ଜିଓ…

- ଏକ କୋଟି ୮୭ ଲକ୍ଷରୁ ଅଧିକ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସହିତ ଜିଓ ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଓଡ଼ିଶାରେ ସବୁଠାରୁ ଆଗରେ ରହିଛି - ଏପ୍ରିଲ ମାସରେ ଓଡ଼ିଶାରେ ଜିଓ ଯୋଡ଼ିଛି ୧.୪ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଏବଂ ୧୭୦୦୦ରୁ…

ସ୍ବତନ୍ତ୍ର ସଘନ ସଂଶୋଧନ(SIR) ୨୦୨୬ ପ୍ରକ୍ରିୟା ନିମନ୍ତେ ଜିଲ୍ଲାପାଳ ଙ୍କ ସାମ୍ୱାଦିକ ସମ୍ମିଳନୀ

  ଜଗତସିଂହପୁର,ତା-୨୯.୦୫.୨୦୨୬/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ସ୍ବତନ୍ତ୍ର ସଘନ ସଂଶୋଧନ(SIR) ନିମନ୍ତେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଏକ ସାମ୍ୱାଦିକ ସମ୍ମିଳନୀ ଆଗତ କରିଥିଲେ।ଏହି ସମ୍ମିଳନୀ ରେ ଜିଲ୍ଲାପାଳ କହିଲେ ଯେ…

ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ନିରାକରଣ ବୈଠକ

  ଜଗତସିଂହପୁର,ତା-୨୯.୦୫.୨୦୨୬/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ସଡକ ସୁରକ୍ଷା ର ପ୍ରତିକାର ବିଷୟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ମାନଙ୍କୁ ନେଇ…

ଲକ୍ଷ ନିକେତନ, ଭଞ୍ଜନଗର ରେ ଉପଜିଲ୍ଲାପାଳ ଙ୍କ ଦ୍ୱାରା OAS ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ପ୍ରାର୍ଥୀ ମାନଙ୍କୁ…

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆଜି ଲକ୍ଷ ନିକେତନ ରେ ଅନୁଷ୍ଠିତ ଏକ ସରଳ ଓ ଭାବପୂର୍ଣ୍ଣ ଅନୁଷ୍ଠାନରେ ଭଞ୍ଜନଗର ଉପଜିଲ୍ଲାପାଳ, ଶ୍ରୀ ଉମାଶଙ୍କର ବେହେରା, ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ସଫଳତା ପ୍ରାପ୍ତ କରିଥିବା ୪ ଜଣଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଆଜି…

ରାଜନଗର ବ୍ଲକରେ ସୁନାମୀ ମକ୍ ଡ୍ରିଲ ଓ ସୁନାମୀ ପ୍ରସ୍ତୁତି ।

କେନ୍ଦ୍ରାପଡ଼ା:୨୯.୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ର (INCOIS)ଙ୍କ ମିଳିତ ପ୍ରୟାସରେ ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ଓ ବାଘମାରି ପଞ୍ଚାୟତରେ ସୁନାମୀ ମକ୍ ଡ୍ରିଲ ଏବଂ ସୁନାମୀ…

ଚିତ୍ରକୋଣ୍ଡାରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ଚାଲିଲା ବୁଲ୍‌ଡୋଜର, କୋଟିଏରୁ ଅଧିକ ମୂଲ୍ୟର ସରକାରୀ ଜମି ଜବରଦଖଲ…

ମାଲକାନଗିରି ତୁ ସୁରେନ୍ଦ୍ର କୁମାର ବେମାଳ: ଚିତ୍ରକୋଣ୍ଡା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଟପଦା ସ୍ଥିତ ସର୍ବସାଧାରଣ ଜମି ଉପରେ ବ୍ୟକ୍ତିଗତ ଘର ଗୁଡିକର ଜବରଦଖଲ ଉଚ୍ଛେଦ ଅଭିଯାନ କରାଯାଇଛି । ଗତକାଲି ଚିତ୍ରକୋଣ୍ଡା ସହରର କେନ୍ଦ୍ରସ୍ଥଳରେ ଥିବା ବହୁମୂଲ୍ୟ ସରକାରୀ ଜମି ଉପରେ ଦୀର୍ଘ…

ମାଲକାନଗିରି ଜିଲ୍ଲା ରେ ଘୁର୍ଣ୍ଣିଝଡ଼ ଓ କାଳ ବୈଶାଖୀ ର ତାଣ୍ଡବ, ବ୍ରଜପାତ ରେ ଜଣେ ମହିଳା ମୃତ ତାଙ୍କ ସ୍ୱାମୀ…

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଗୁରୁବାର ସନ୍ଧ୍ୟା ରେ ପ୍ରବଳ ବେଗରେ ଘୁର୍ଣ୍ଣିଝଡ଼ ସାଙ୍ଗ କୁ କାଳ ବୈଶାଖୀ ର ତାଣ୍ଡବ ରେ ବ୍ୟାପକ କ୍ଷୟକ୍ଷତି ଘଟିଛି, ବ୍ରଜପାତ ରେ ଜଣେ ମହିଳା ଙ୍କର ମୃତ୍ୟୁ ଘଟି ଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର…

ଉତ୍କଳ ଆଲୁମିନା ଖଣି ସିଏସଆର ପକ୍ଷରୁ ପ୍ରକଳ୍ପ “ଗ୍ରାମ୍ୟ ଶକ୍ତି” ଶୁଭାରମ୍ଭ

ଓଷାପଡ଼ାରେ “ମାଣ୍ଡିଆ ରାଣୀ” ଆଉଟଲେଟ୍ ଉତଘାଟିତ କାଶୀପୁର ରୁ ବୈକୁଣ୍ଠ ଦୁରିଆ ; ରାୟଗଡ଼ା ଜିଲ୍ଲା ଟିକିରୀ ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ଖଣି ସିଏସଆର ଅନ୍ତର୍ଗତ ପ୍ରମୁଖ ଗ୍ରାମୀଣ ଉନ୍ନୟନ…

ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା

ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ ରାଉରକେଲା,(ବସନ୍ତ କୁମାର ଜେନା): ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ସଠିକ୍ ଏବଂ ତ୍ରୁଟିଶୂନ୍ୟ କରିବା ସହ ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରିବା ଉଦ୍ଦେଶ୍ୟରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା…

ହୃଦଘାତରେ ଗାଁ ସାଥି ଦୁଷ୍ମନ୍ତ ବିଶ୍ୱାଳଙ୍କ ପରଲୋକ

ଅସ୍ତରଙ୍ଗ,ତା ୨୯/୫,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଞ୍ଚାୟତ ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜିଉନ୍ତି ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ ଯୁବ ସାମାଜିକ ସଂଗଠନର ଜଣେ ଜଣାଶୁଣା ଉଦୀୟମାନ ସଭ୍ୟ ତଥା ସ୍ଥାନୀୟ ଗାଁ ସାଥି ଦୁଷ୍ମନ୍ତ ବିଶ୍ୱାଳଙ୍କର ହୃଦଘାତରେ…