“ଆକାଂକ୍ଷା” ମହିଳା ସଙ୍ଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକକୁ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ "ଆକାଂକ୍ଷା" ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ କେରାଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିକ ମହିଳା ଦିବସ - ୨୦୨୫ ପାଳିତ ହୋଇଯାଇଛ। ଉକ୍ତ ସଭାରେ ଆକାଂକ୍ଷା ମହିଳା ସଙ୍ଗଠନ ର ଉପ ସଭାନେତ୍ରୀ…

ଜିଲ୍ଲା ସମବାୟ ବିଭାଗ ଦ୍ଵାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଆନ୍ତର୍ଜାତୀୟ ମହିଳା ଦିବସ ତଥା ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଆଜି ଜ଼ିଲ୍ଲା ସମବାୟ ବିଭାଗ ଆନୁକୂଲ୍ୟରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହାର ଶୀର୍ଷକ ରହିଥିଲା "ସମବାୟ ସୁଦୃଢ଼ୀକରଣରେ ମହିଳାଙ୍କ ଅବଦାନ" । ଏହି ସଚେତନତା…

ଆସ୍ଥା ତରଫରୁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ବସନ୍ତ କୁମାର ଜେନା): ସରକାରୀ ସୀକୃତି ପ୍ରାପ୍ତ ରାଉରକେଲାର ଅଗ୍ରଣୀ ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ଗତ ତା୯ ଋଖ ଦିନ ସ୍ଥାନୀୟ ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରା ଯାଇଥିଲା । ଉକ୍ତ ସମ୍ମିଳନୀ ରେ…

ହ୍ୟୁମାନିଟି ଫାଉଣ୍ଡେସନର ଅନ୍ତଃର୍ଜାତୀକ ମହିଳା ଦିବସ ପାଳନ

ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅଗ୍ରଣୀ ମହିଳା ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ସେକ୍ଟର ୪ସ୍ଥିତ ହୋଟେଲ୍ ଲୀଲା ଠାରେ ଅନ୍ତଃର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳନ କରିଛି। ଅନୁଷ୍ଠାନର ସଭାପତି ଦୀପ୍ତି ସୁନ୍ଦରାୟ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦିକା ଲୀନା…

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ବସନ୍ତ କୁମାର ଜେନା): ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଅଖିଳ ଭାରତୀୟ ସ୍ତରରେ ଏକ ବିକଶିତ ଭାରତ ସମ୍ପର୍କୀତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ଆଜି ମ୍ୟୁନିସିପାଲ ମହାବିଦ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା…

ଜଙ୍ଗଲ ପ୍ରେମୀ ରାୟଗଡ ବନଖଣ୍ଡ ଅଧିକାରୀ

ରାୟଗଡ: ରାୟଗଡ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ପୋଡୁଚାଷ ନିମନ୍ତେ ଲୋକେ ପାହାଡ଼ରେ ନିଆଁ ଲଗାଉଥିବା ଦେଖିବାକୁ ମିଳୁଛି । ଜଙ୍ଗଲରେ ନିଆଁ ଲାଗିବା ଫଳରେ ବିଭିନ୍ନ ମୂଲ୍ୟବାନ ଗଛ ପୋଡି ବନ୍ୟ ସମ୍ପଦ ନଷ୍ଟ ହେବା ସହ ଜଙ୍ଗଲରେ ବାସ କରୁଥିବା ସରୀସୃପ, କିଟପତଙ୍ଗ, ପଶୁ ପକ୍ଷୀ ମୃତ୍ୟୁ ମୁଖରେ…

ଆମେ ଓଳିଆରୁ ଗଜା , ତୁମେ ଯେତେ କହିଲେ ଆମକୁ ଫରକ୍ ପଡିବନି ।

 (ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ ଏନ୍ ଏ ସି କେତେ ସଫେଇ ଦେଲେ ମଧ୍ୟ ଜନସାଧାରଣ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଜନଶ୍ରୁତି ରୁ ଜଣାଯାଏ । ତରବରିଆ ଭାବେ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରି ତାକୁ ଅନୁମୋଦନ ଦେବା ହାସ୍ୟାସ୍ପଦ ର ମୋଡ଼ ନେଇଛି ବୋଲି ଜଣାପଡିଛି।…

ଗୁଣପୁର ରେ କରଣ ସଂଘ ଗଠନ ପାଇଁ ବୈଠକ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: - ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ନୂତନ ଭାବେ କରଣ ଜାତି ର ଉନ୍ନତି ପାଇଁ ଏକ ସଂଘ ଗଠନ କରିବା ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଜଗନ୍ନାଥ ମନ୍ଦିର ରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ସହର ର ବିଭିନ୍ନ ସାହିରେ ରହୁଥିବା କରଣ ଜାତି ର ବନ୍ଧୁ…

ବ୍ଳକ୍ ଅଧ୍ୟକ୍ଷାଙ୍କ ଦ୍ୱାରା କୂର୍ମ କ୍ଷତ୍ରିୟ ସମାଜ ଗୃହ ଉଦ୍ଘାଟିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ ଆଜି ବଡ଼ ବୋର୍ସିଂ ପଂଚାୟତ ଅନ୍ତର୍ଗତ କାଳିଆଗୁଡା ବାରି ତଳ ସାହିରେ ଚାରି ଲକ୍ଷ ଟଙ୍କାରେ ନିର୍ମିତ କୂର୍ମ କ୍ଷତ୍ରିୟ ସମାଜ ଗୃହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ଏହି କର୍ଯ୍ୟକ୍ରମରେ ଅନ୍ୟତମ…

ମହିଳାଙ୍କ ମୃତ ଶରୀର ରଖି ରାସ୍ତା ଅବରୋଧ

କ୍ଷତିପୂରଣ ନେଇ ସୋମବାର ଗାଡ଼ି ମାଲିକ ଓ ପ୍ରଶାସନୀକ ଅଧିକାରୀଙ୍କ ସହ ବୈଠକ ନିଷ୍ପତ୍ତି ଘଟଣା ସ୍ଥଳରେ ରେଡକ୍ରସରୁ ୨୦ ହଜାର ଟଙ୍କା ପ୍ରଦାନ ଓଡ଼ଗାଁ, ୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଆରେଡ଼ା ଗ୍ରାମର ଜଣେ ମହିଳାଙ୍କ ସଡ଼କ ଦୁର୍ଘଟଣାରେ…