ତାଲୁକ୍ ଆଇନ ସେବା କମିଟି, ତରଫରୁ ଭଞ୍ଜନଗର ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଆଜି ମାର୍ଚ୍ଚ ମାସ ୮ ତାରିଖ ୨୦୨୫ ଶନିବାର ଦିନ ସ୍ଥାନୀୟ କୋର୍ଟ ପରିସରରେ ଥିବା ଭଂଜନଗର ବାର ଆସୋସିଏସନ୍ ଲାଇବ୍ରେରୀ ହଲ୍ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ତାଲୁକ୍…

ତାଲୁକ ଲିଗାଲ ସହାୟତା କମିଟି ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ସଦର ହସ୍ପିଟାଲ ପରିସର ର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ତାଲୁକ ଲିଗାଲ ସହାୟତା କମିଟି ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇ ଯାଇଛି | ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ତଥା ତାଲୁକ ଲିଗାଲ…

ଟିଟିଲାଗଡରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ।

ଟିଟିଲାଗଡ଼ -08/03 ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅର୍ନ୍ତଗତ ଜାମପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଅଭିରାମ ମାଝୀ ଙ୍କ ଦ୍ଵାରା ଗୋଷ୍ଠୀ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନଷ୍ଠିତ ହୋଇଥିଲା l…

ବେଲଗୁଣ୍ଠାରେ ସପ୍ତାହବ୍ୟାପି ଭାଗବତ ପାରାୟଣ ଓ ଆଧ୍ୟାତ୍ମିକ ପ୍ରବଚନ ସତସଙ୍ଗ କାର୍ଯ୍ୟକ୍ରମ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା କୋଳିସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ମଠ ପରିଚାଳନା କମିଟି ଆନୁକୂଲ୍ୟାରେ ମଠ ପରିସରରେ ବିଶ୍ୱ କଲ୍ୟାଣ ଉଦ୍ଧେଶ୍ୟରେ ଏକ ଭାଗବତ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଏକ…

ବାଲୁଗାଁ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ

ବାଲୁଗାଁ:(ସେକ କୌସର):ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ପକ୍ଷରୁ ମିଳିତ ଭାବେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଛାତ୍ରୀ ପ୍ରଜ୍ଞାସ୍ମିତା ସାହୁ…

ସଂକର୍ଷଣ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

 ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ  ଶିକ୍ଷକ ଚିତ୍ରରେଖା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ ଓ ସୁଶାନ୍ତ କୁମାର ପାଣ୍ଡେ ଅତିଥି,ସିଆରସିସି ସୁଧାଂଶୁ…

ରାଜପଥ ନିର୍ମାଣ ରେ ପ୍ରଦୂଷଣ ନିୟମ କୁ ଫୁ ଘଟଣା : ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦୂଷଣ ବିଭାଗର ନୋଟିସ

 କୁଚିଣ୍ଡା ୮। ୩(ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତ ଅଧିନସ୍ଥ ବଡ଼ କୁଣ୍ଡେଇସରା ଠାରେ ଥିବା ଅସ୍ଥାୟୀ ପିଚୁ ପ୍ଲାଣ୍ଟ ରେ ପିଚୁ ନିର୍ମାଣ ପାଇଁ ପ୍ରଦୂଷଣ ନିୟମକୁ ଉଲ୍ଲଙ୍ଘନ କରାଯାଇ କାର୍ଯ୍ୟ କରୁଥିବା ଖବର ଗତ ୩ ତାରିଖ ରେ ପ୍ରକାଶିତ ହେବା ପରେ ସମ୍ବଲପୁର…

ଜଙ୍ଗଲରେ ନିଆଁ ଲଗାଇଲେ ଯିବେ ଜେଲ: ଆଉ ରକ୍ଷା ମିଳିବନି

କୁଚିଣ୍ଡା (ଲିପନ ନାଏକ ): ଜଙ୍ଗଲରେ ନିଆଁ ଲଗାଇଗଲେ ଅଭିଯୁକ୍ତ ଜେଲ ଗଲେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜମନକିରା ବନାଞ୍ଚଳ ଭୋଜପୁର ବନ କ୍ଷେତ୍ର ଅଧିନସ୍ଥ ସିରିଡି ଗ୍ରାମରେ। ସିରିଡି ଗ୍ରାମର ଅଜିତ କୁମାର ମିଞ୍ଜ ପିତା ଅନ୍ଦ୍ରାସ ମିଞ୍ଜ ଗ୍ରାମ- ସିରିଡ, ବନବିଭାଗ ସିରିଡ଼ି ଅଧିନସ୍ଥ…

ବନ ସୁରକ୍ଷା ସମିତି କୁ ନେଇ ବନାଗ୍ନି ସଚେତନତା ଶିବିର

କୁଚିଣ୍ଡା ୮।୩(ଲିପନ ନାଏକ ): ବାମରା ବନଖଣ୍ଡ ଜମନକିରା ବନାଞ୍ଚଳ ଖଇରଡ଼ିହି ଗ୍ରାମରେ ବନାଗ୍ନି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜମନକିରା ବନକ୍ଷେତ୍ର ଅଧିକାରୀ ଶେଷ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି ଯୋଗ…

ଆୟୋଜିତ ହେବାକୁ ଯାଉଛି ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ।

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ମଣ୍ଡଳ ପୋଖରୀ ଠାରେ ମଣ୍ଡଳ ପୋଖରୀ ଯୁବକ ସଂଘ ପକ୍ଷରୁ ଆସନ୍ତା ଦଶ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଭଲିବଲ ମ୍ୟାଚ୍। ଏହି ଖେଳ ରେ ସର୍ବ ମୋଟ ଜାତୀୟ ସ୍ତର ରେ ଛଅ ଟି ଟିମ୍ ଭାଗ ନେଉଛନ୍ତି ବୋଲି ସୂଚନା…