ମେଦନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୦/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧିନ ମେଦନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସବିତା କଲାର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…

ବାଲାଜୀ ମନ୍ଦିରରେ ନିଶୁଳ୍କ ବ୍ରତୋପନୟନ;୩ ରାଜ୍ୟର ୨୪ ଜଣ ହେଲେ ବ୍ରହ୍ମଚାରୀ

ପୁରୀ (ଅନିମେଶ ପଟ୍ଟନାୟକ): ସୋମବାର ସ୍ଥାନୀୟ ଲୋକନାଥ ରୋଡ଼ ସ୍ଥୀତ ଥାନପତୀ ଶ୍ରୀବାଲାଜୀ ମନ୍ଦିରରେ ନିଶୁଳ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ ଜଣଙ୍କୁ ଅନୁଷ୍ଠାନିକ ଭାବେ ପରମ୍ପରା ଅନୁଯାଇ ବହ୍ମଚାରୀ କରାଯାଇଛି ।ପୁରୀର ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତଥା…

ବିଜେପୁର ବି.ଇ.ଓ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

    ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦାନ କରିଥିବା ବଲ୍ଲଭ ମେହେରଙ୍କୁ ବ୍ଲକ ସି.ଆର.ସି.ସି ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ସଂଘ ସଭାପତି ବାସୁଦେବ ପଧାନ ନୂତନ ଭାବେ ଯୋଗଦେଇ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ…

ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ୧୦ ଦଫା ସମ୍ବଳିତ ଦାବିପତ୍ର

ରାୟଗଡ଼ା : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଖିଳ ଭାରତୀୟ ଆଶା କର୍ମଚାରୀ ମହାସଂଘ ଏବଂ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ନିଷ୍ପତ୍ତି କ୍ରମେ ସାରା ଦେଶର ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ୧୦ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର…

ଝରିଗାଁ ଅଞ୍ଚଳରେ ଜୋରସୋରରେ ଚାଲିଛି ଖୁଡ଼ଖୁଡି ଖେଳ |

ସବୁ ଜାଣି ବି କିଛି ନଜାଣିଲା ଭଳି ଅଭିନୟ କରୁଛି ପୋଲିସ ପ୍ରଶାସନ | ନବରଙ୍ଗପୁର,ଝରିଗାଁ, ଅଶୋକ ସାହୁ, ଶାସକ ପ୍ରଶାସକ ୧୦/୦୩-ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ବ୍ଲକ ଏବେ ଖୁଡ଼ଖୁଡି ମାଫିଆ ମାନଙ୍କ ରାଜ ଦେଖିବାକୁ ମିଲୁଛି |ବର୍ତମାନ ବ୍ଲକର ବିଭିନ୍ନ ଗ୍ରାମରେ ବିଭିନ୍ନ ସମୟରେ ଶିବରାତ୍ରୀ…

ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟନ ଉତ୍ସବ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କ୍ଷତ୍ରି୍ୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ସ୍ନାତକ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ପୌରହିତ୍ୟରେ ଶିବିର ଉଦଘାଟନ…

ଘର ହିଁ ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟ ଅନୁଷ୍ଠିତ

 ପଦ୍ମପୁର:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ବାଟିକା ବିଭାଗରେ ଘର ହିଁ  ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ  ଡଃ.ସମୀର ମେହେର ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟ କ୍ରମ କୁ ଉଦ୍ଘାଟନ କରି ଶିଶୁ ମାନଙ୍କର କେଉଁ ରୋଗ ବେଳେ କଣ ସବୁ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ଦଶମ ଶ୍ରେଣୀର ସମାବର୍ତ୍ତନ ଉତ୍ସବ ପାଳିତ

ପଦ୍ମପୁର:-ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥିମାନେ ଦୀପ ପ୍ରଜୂଳନ ପୂର୍ବକ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଭବିଷ୍ୟତରେ କିପରି ନିଜ ଜୀବନକୁ ଗଢି ତୋଳିବେ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ। ପ୍ରଧାନ…

ଲକ୍ଷପତି ଦିଦି କାର୍ଯ୍ୟକ୍ରମକୁ ମିଶନ ମୋଡରେ ନେବା ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ଆସନ୍ତା କାଲି ସବୁ ଜିଲ୍ଲାରେ ଆୟୋଜିତ ହେଉଅଛି ଲକ୍ଷପତି ଦିଦି କର୍ମଶାଳା ଭୁବନେଶ୍ୱର, ତା ୧୦/୦୩/୨୦୨୫ରିଖ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା। କେନ୍ଦ୍ର ସରକାରଙ୍କ…

ଇମ୍ଫା ପକ୍ଷରୁ ସୌନକ୍ ଗୁପ୍ତାଙ୍କୁ ସିଏଫଓ ଭାବେ ନିଯୁକ୍ତି ପ୍ରଦାନ

ଭୁବନେଶ୍ୱର: ୧୦ ମାର୍ଚ୍ଚ, ୨୦୨୫ : ଦେଶର ଅଗ୍ରଣୀ ଫେରୋ ଆଲଏଜ୍ ଉତ୍ପାଦକ କମ୍ପାନୀ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ଼ (ଇମ୍ଫା) ପକ୍ଷରୁ ଆଜି ସୌନକ୍ ଗୁପ୍ତାଙ୍କୁ କମ୍ପାନୀ ର ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଦୁଇ ଦଶକ ଧରି ସିଏଫ୍ଓ ଏବଂ…