Sign in
Sign in
Recover your password.
A password will be e-mailed to you.
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ "ଅନ୍ତର୍ଜାତୀୟ ମହିଳା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ କଲିକତା ସ୍ଥିତ ଭିଜିଲାନ୍ସ ମହାନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶିକା ଡ଼ଃ ଅନୁରାଧା ମିଶ୍ର ମୁଖ୍ୟ ଅତିଥି ଭାବେ…
“ପ୍ରଗତି” ମହିଳା ସଂଗଠନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
https://youtu.be/Nu-nN5WQZ5A
ସମ୍ବର୍ଦ୍ଧିତ ହେଲେ ଇତିଶ୍ରୀ ମହାପାତ୍ର , କଳ୍ପନା ପଟ୍ଟନାୟକ , ମାନସୀ ପଣ୍ଡା , ସ୍ନେହଲତା ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ.ଟେକ୍.ଏଡୁକେସନ୍ ସେଣ୍ଟର୍ ଠାରେ ପ୍ରଗତି…
ISRD “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ଓ PCI ଇଣ୍ଡିଆ ମିଳିତ ଆନୁକୁଲ୍ଯରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ISRD "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର , ଗଜପତି ଓ PCI ଇଣ୍ଡିଆ ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ…
ଓଡ଼ଗାଁ ତାଲୁକ୍ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଓଡ଼ଗାଁ,୮।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତାଲୁକ୍ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ପ୍ରାଧିକରଣ ସଚିବ ତଥା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଓକିଲ ସଂଘ ସଭା ଗୃହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଓଡ଼ଗାଁ…
ମୃତ ଗୟଳର ଭିଡିଓ ଉତ୍ତୋଳନକୁ ବାରଣ : ମହିଳା ଦିବସରେ ମହିଳା ବନପାଳଙ୍କୁ ଟଣା ଓଟରା, ଧକ୍କାମୁଖି ମାରିବା ଅଭିଯୋଗ
ଓଡ଼ଗାଁ, ୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ପାଖ ଚେମେଡି ଗାଆଁ ନିକଟ ଘରୋଇ ପଡ଼ିଆ ଜମିରେ ମରି ପଡ଼ିଥିବା ଏକ ଗୟଳର ମୃତ ଶରିରର ବନ କର୍ମଚାରୀଙ୍କ ଉପସ୍ଥିତିରେ ବ୍ୟବଛେଦ ଆରମ୍ଭ ବେଳେକୁ ଜଣେ ବ୍ୟକ୍ତି ଭିଡିଓ ଫଟୋ ଉତ୍ତୋଳନ କରିବାକୁ…
ବିଶ୍ୱ ମହିଳା ଦିବସରେ ଦି ବେଲ୍ ପକ୍ଷରୁ ରକ୍ତଦାନ ଓ ଚକ୍ଷୁଦାନ ଶିବିର
ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ସ୍ବେଛାସେବୀ ସାମାଜିକ ସଂଗଠନ "ଦି ବେଲ୍" ଓମେନ୍ସ କ୍ଲବ୍ ,ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ନାବାର୍ଡ ମିଳିତ ଆନୁକୁଲ୍ୟରେ ବିଶ୍ଵ ମହିଳା ଦିବସ ଅବସରରେ ଏକ ରକ୍ତଦାନ ଓ ଚକ୍ଷୁଦାନ ଅର୍ପଣ ଶିବିର ଚକ୍ରତୀର୍ଥ ରୋଡ ସ୍ଥିତ ଷ୍ଟେଟ ବ୍ୟାଙ୍କ ହଲିଡେ ହୋମ…
କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଦ୍ୟୁତ୍ ବିଭ୍ରାଟ ରୋଗୀ ହନ୍ତସନ୍ତ।
ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ।
କେନ୍ଦୁଝର,ତା୮/୩- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନିର୍ବାଚନମଣ୍ଡଳୀ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହଠାତ୍ ଦିନ ସାଢେ଼ ୧୧ଟା ବେଳେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବାରୁ ରୋଗୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର…
ମହିଳା ଆଜିବି ଅବହେଳାର ଶିକାର, ସ୍ବାମୀ ୨ୟ ବିବାହ ପରେ ସଂଗୀତା ଚା ଦୋକାନ କରି ଚଳୁଛନ୍ତି
ମହିଳା ଦିବସ ପାଳନ ହେଉଛି ହେଲେ ନ୍ୟାୟ କାହିଁ ?
କେନ୍ଦୁଝର,ତା୮/୩- ଆଜି ଆନ୍ତର୍ଜାତିକ ମହିଳା ଦିବସ ସାରା ବିଶ୍ୱରେ ଏହାକୁ ପାଳନ କରାଯାଉଛି। ହେଲେ ମହିଳା ସଚେତନ ହେଉଥିଲେ ମଧ୍ୟ କିଛି ଅଧିକାରୀ ଓ ପୋଲିସଙ୍କ ମୁଣ୍ଡରୁ ହୀନ ମାନସିକତା ଦୂର ହେଇ ନାହିଁ। ସେମାନଙ୍କ…
ସମାଜସେବୀ ରୋଜାଲିନ ହତ୍ୟା ଅଭିଯୁକ୍ତ ମହିଳା ଦିବସରେ ଅତିଥି
୩୦୨ଦଫା ଲାଗିଥିବା ହତ୍ୟାକାରୀକୁ ବିଜେପି ନେତା ସୁରକ୍ଷା ଦେଉଛନ୍ତି: ରୋଜାଲିନ ସାହୁଙ୍କ ମାଆ ରେବତୀ ସାହୁ
ହାଇକୋର୍ଟକୁ ପୋଲିସ ମିଛ ତଥ୍ୟ ଦେଇ ବାଟବଣା କରୁଛି ବୋଲି ଅଭିଯୋଗ।
କେନ୍ଦୁଝର,ତା୮/୨- ଆଜି ମହିଳା ଦିବସ ତେଣୁ କେନ୍ଦୁଝର ଜିଲ୍ଲାରେ ଅନେକ କାର୍ଯ୍ୟକ୍ରମ ହେଉଛି।…
ଭଞ୍ଜନଗର ରେ ୨୦୨୫ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସ୍ଥିତ ଅତିରିକ୍ତ ଜିଲ୍ଲା ଅଦାଲତ୍ ବା ଭଞ୍ଜନଗର ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି ୨୦୨୫ ବର୍ଷର ସର୍ବ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ I
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ତାଲୁକା ଆଇନ୍ ସେବା କମିଟି ତରଫରୁ ଆଜି ମାର୍ଚ୍ଚ ମାସ ୮…