ଇମ୍ଫା ପକ୍ଷରୁ ସୌନକ୍ ଗୁପ୍ତାଙ୍କୁ ସିଏଫଓ ଭାବେ ନିଯୁକ୍ତି ପ୍ରଦାନ

ଭୁବନେଶ୍ୱର: ୧୦ ମାର୍ଚ୍ଚ, ୨୦୨୫ : ଦେଶର ଅଗ୍ରଣୀ ଫେରୋ ଆଲଏଜ୍ ଉତ୍ପାଦକ କମ୍ପାନୀ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ଼ (ଇମ୍ଫା) ପକ୍ଷରୁ ଆଜି ସୌନକ୍ ଗୁପ୍ତାଙ୍କୁ କମ୍ପାନୀ ର ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଦୁଇ ଦଶକ ଧରି ସିଏଫ୍ଓ ଏବଂ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ…

୧୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପିଏସପି ପ୍ରକଳ୍ପ ନେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓଙ୍କ ସମୀକ୍ଷା ବୈଠକ

ଉତ୍କର୍ଷ ଓଡ଼ିଶା କନକ୍ଲେଭ ୨୦୨୫ ରେ ହୋଇଥିଲା ଏମଓୟୁ ସବୁଜ ଶକ୍ତିର ବ୍ୟବହାର ଓ ଉତ୍ପାଦନ ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ:ଶ୍ରୀ ସିଂହଦେଓ ଭୁବନେଶ୍ୱର:୧୦/୦୩/୨୦୨୫: ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର । ଏସବୁର ସଦୁପଯୋଗ କରି ଅକ୍ଷୟ ଶକ୍ତିର ଉତ୍ସକୁ ବିକଶିତ କରାଯାଉଛି । ଅକ୍ଷୟ…

ଟିପିଏସ୍ଓଡିଏଲ ପକ୍ଷରୁ ଉମରକୋଟ ଓ ରାଇଘରରେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ବ୍ୟାପକ ପଦକ୍ଷେପ

ରାଇଘରରେ ନୂତନ ଗ୍ରୀଡ୍ ସବଷ୍ଟେସନ ନିର୍ମାଣ ଏବଂ ପ୍ରାଇମେରୀ ସବଷ୍ଟେସନର ଉନ୍ନତିକରଣ ଧୋଡ୍ରା, ଯୋଡ଼ିଙ୍ଗା ଓ ଡୁମୁରିମୁଣ୍ଡାରେ ସବଷ୍ଟେସନ ନିର୍ମାଣ ଭୋଲ୍ଟେଜ ସ୍ଥିରତା ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ "ଅଟୋମେଟିକ୍ ଭୋଲ୍ଟେଜ ରେଗୁଲେଟର" ସ୍ଥାପନ ଉମରକୋଟ ଓ…

ଜାତୀୟ ପାରା ଜୁଡୋ ଚାମ୍ପିଅନସିପରେ ଚମକିଲେ ବେଦାନ୍ତର ପାରା ଜୁଡୋ ଆଥଲେଟ୍‍

କଳାହାଣ୍ଡିର ମୋହନ ସାହୁ ଜିତିଲେ ୨ଟି ବ୍ରୋଞ୍ଜ ପଦକ ଭୁବନେଶ୍ୱର, ୧୦/୦୩ ୨୦୨୫ : ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସମସ୍ତ ପ୍ରକାର ସହଯୋଗ ପାଇଥିବା ଓଡ଼ିଶାର ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲାର ପାରା ଜୁଡୋ ଆଥଲେଟ୍ ମୋହନ ସାହୁ ରାଜ୍ୟର ପ୍ରତିନିଧିତ୍ୱ କରି ତ୍ରୟୋଦଶ ଜାତୀୟ ପାରା ଜୁଡୋ…

ଓଡ଼ିଆଙ୍କୁ ୧୬ କୋଟି ଫେରାଅ – କଳିଙ୍ଗ ସେନା

ଭୁବନେଶ୍ୱର, ୧୦.୩.୨୦୨୫: କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର ଷ୍ଟଡିଜ୍ ଇନ୍ କ୍ଲାସିକାଲ ଓଡିଆ (ସେସ୍କୋ) ବା ଶାସ୍ତ୍ରୀୟ ଓଡିଆ ଭାଷା ଉତ୍କର୍ଷ କେନ୍ଦ୍ରର କାମ ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଉପରେ ବିଭିନ୍ନ ଗବେଷଣା କାର୍ଯ୍ୟ କରିବା। ଏହି ଗବେଷଣାଦ୍ୱାରା ଆମ…

ଆଦିତ୍ୟ ଆଲୁମିନା ରିଫାଇନିରୀ ପକ୍ଷରୁ କୌଶଳ ପ୍ରକଳ୍ପ ଉଦଘାଟିତ

ଟିକିରି : ରାୟଗଡା ଜିଲ୍ଲା ଟିକିରି ଅର୍ନ୍ତଗତ କନ୍ସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ଏକ ସହଯୋଗୀ କମ୍ପାନୀ ପକ୍ଷରୁ ସ୍ଥାନୀୟ ଫୁଲିଜୁବା ଗ୍ରାମରେ କୌଶଳ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ…

ଶ୍ରୀମତୀ ମଞ୍ଜୁ ଦେବୀ ବଗଡ଼ିଆ “ଓଡିଶା ୱଣ୍ଡର ଉମେନ୍ସ ହର୍ ଷ୍ଟୋରୀ ଅନର୍ସ 2025” ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର, ୯ ମାର୍ଚ୍ଚ ୨୦୨୫: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ, ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ର ନିଦେଶିକା ଶ୍ରୀମତୀ ମଞ୍ଜୁ ଦେବୀ ବଗଡ଼ିଆ କୁ "ଓଡିଶା ୱଣ୍ଡର ଉମେନ୍ସ ହର୍ ଷ୍ଟୋରୀ ଅନର୍ସ 2025" ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଉତ୍ସବ ହୋଟେଲ୍ ସ୍ୱସ୍ତିକ…

“ଆକାଂକ୍ଷା” ମହିଳା ସଙ୍ଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକକୁ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ "ଆକାଂକ୍ଷା" ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ କେରାଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିକ ମହିଳା ଦିବସ - ୨୦୨୫ ପାଳିତ ହୋଇଯାଇଛ। ଉକ୍ତ ସଭାରେ ଆକାଂକ୍ଷା ମହିଳା ସଙ୍ଗଠନ ର ଉପ ସଭାନେତ୍ରୀ…

ଜିଲ୍ଲା ସମବାୟ ବିଭାଗ ଦ୍ଵାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଆନ୍ତର୍ଜାତୀୟ ମହିଳା ଦିବସ ତଥା ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଆଜି ଜ଼ିଲ୍ଲା ସମବାୟ ବିଭାଗ ଆନୁକୂଲ୍ୟରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହାର ଶୀର୍ଷକ ରହିଥିଲା "ସମବାୟ ସୁଦୃଢ଼ୀକରଣରେ ମହିଳାଙ୍କ ଅବଦାନ" । ଏହି ସଚେତନତା…