ରଙ୍ଗର ପର୍ବ “ହୋଲି” ଧୂମଧାମରେ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ ରଙ୍ଗର ପର୍ବ "ହୋଲି" ଧୂମଧାମରେ ପାଳିତ ହୋଇ ଯାଇଛି। ଏହି ରଙ୍ଗର ପର୍ବ ହୋଲି ଖେଳ ପାଳନ ବେଳେ ପାଣି ରଙ୍ଗ ଓ ରସାୟନିକ ରଙ୍ଗକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦେଇ ସମସ୍ତେ…

ପଞ୍ଚମ ଦିନରେ ଦୋଳତ୍ସବ

https://youtu.be/Cc7Oyg6fEEk  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂୂଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଚାଲିଥିବା ଦୋଳତ୍ସବ ପଞ୍ଚମ…

ବୃନ୍ଦାବନ ମହୋତ୍ସବ : ହେମାମାଳିନୀଙ୍କ ଭାରତନାଟ୍ୟମ୍ ନୃତ୍ୟ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଓ ଜୟଦେବଙ୍କ ଗୀତଗୋବିନ୍ଦ ଉପରେ ପର୍ଯ୍ୟବେସିତ ହେମାଙ୍କ ନୃତ୍ୟ ରହିଥିଲା ଆଜିର ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଗଣେଶ ଆରଧନା, ଲକ୍ଷ୍ମୀସ୍ତୁତି ଓ ତୁଳସୀ ଦାସଙ୍କ କାଳଜୟୀ ରଚନାରେ ପ୍ରଭୁଙ୍କ ଆରାଧନା କଲେ ନୃତ୍ୟଶିଳ୍ପୀ ହେମାମାଳିନୀ ଓଡ଼ିଶାରେ…

ପୋଖରୀ ରେ ବୁଡି ଜଣେ ବ୍ୟକ୍ତି ମୃତ

ବଲାଙ୍ଗିର -୧୪/୩( ହେମସାଗର ସାହୁ) :ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେଙ୍ଗାଲୀ ପଞ୍ଚାୟତ ଅନ୍ତର୍ଗତ ବରତିଆ ଗ୍ରାମରେ ପୋଖରୀ ପାଣିରେ ବୁଡିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ବରତିଆ ଗ୍ରାମର ଯାଦବ ପୁଟେଲ (୫୫) ପିତା ଦୁତିଆ ପଟେଲ ବୋଲି…

ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୪ ।୩: ପ୍ରତିବର୍ଷ ପରି ଚଳିତବର୍ଷ କିସ୍‍ରେ ପାଳିତ ହୋଇଯାଇଛି। ଶୁକ୍ରବାର କିସ୍‍ ଦୂତୀଚାନ୍ଦ ଷ୍ଟାଡ଼ିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ଓଲିଉଡ୍‍ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ସଂଗୀତ ନିର୍ଦ୍ଦେଶକ ବିନୟ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ମିନିଟ୍‍ ନିରବ…

ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳିତ ।

ଟିଟିଲାଗଡ଼- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମହୁଲ ପଡ଼ା ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଆମପାଲି ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଉକ୍ତ ଉତ୍ସରେ ମହୁଲ ପଡ଼ା ଗ୍ରାମ ପଞ୍ଚାୟତ…

ମଧୁବାବୁଙ୍କ ଜନ୍ମସ୍ଥଳୀ ଓ କର୍ମସ୍ଥଳୀର ଉନ୍ନତିକରଣ ନେଇ ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନଙ୍କ ସମୀକ୍ଷା

- ପୀଠର ସଂରକ୍ଷଣ ଉପରେ ଦିଆଯିବ ଅଧିକ ଗୁରୁତ୍ୱ - ଏନ୍ତୁଡ଼ିଶାଳ, ମଧୁକୋଠୀ, ବାଲିପୋଖରୀ ଓ କର୍ମଭୂମିର ହେବ ନବୀକରଣ - ପୁରାତନ ସ୍ମୃତିକୁ ସାଉଁଟିବା ପାଇଁ ରହିବା ବ୍ୟବସ୍ଥା - ମଧୁବାବୁଙ୍କ ଜୀବନୀ ଜାଣିବା ନେଇ ଗବେଷକ ଓ ପର୍ଯ୍ୟଟକଙ୍କୁ ମିଳିବ ପର୍ଯ୍ୟାପ୍ତ ସୁଯୋଗ…

ଦୋଳ ଗୋଷ୍ଠରେ ପାଲା ଓ ଲଉଡ଼ି ଖେଳ

ଅସ୍ତରଙ୍ଗ/ ଦୁଃଶାସନ ନାୟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ପାଟଳଦା ଓ ଛୁରିଆନା ଗ୍ରାମପଞ୍ଚାୟତ ଅଧିନ ସୁନ୍ଦର୍,ବରଡିହି,ଗୁଡୁବଣାଇ,କଣ ମଣ ଗ୍ରାମକୁ ନେଇ ଗଠିତ ଗୋପାଳ ସମ୍ପ୍ରଦାୟ ମାନଙ୍କ ଦୋଳ ପୂର୍ଣ୍ଣିମା ତିଥିରେ ଶୁକ୍ରବାର ଦିନ ହୋଇଥିବା ଗୋଷ୍ଠ ରେ ଯଥା ବିଧି ପୂଜା ଅର୍ଚ୍ଚନା,ଲଉଡ଼ି…

ବାଲୁଗାଁ ଜାତୀୟ ରାଜପଥ ନୂଆଗଡ଼ ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍ଵାମୀ ଓ ସ୍ତ୍ରୀ ମୃତ.

ବାଲୁଗାଁ:(ସେକ କୌସର):ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ନୂଆଗଡ଼ ଓଭର ବ୍ରିଜରେ ମର୍ମହୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ସ୍ଵାମୀ ଓ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି।ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସ୍କାର କୋଟିନଡ଼ା ଥାନା ବାବନପୁର ଗ୍ରାମର ଶିବରାମ ପାଢ଼ୀ (୬୨)…

କୁଲାଡ ଦୋଳପୂର୍ଣ୍ଣିମା ଯାତ୍ରାରେ ଚାରି ଜୀଉଙ୍କ ମହାମିଳନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ପ୍ରତିବର୍ଷ ପରି ଚଳିତବର୍ଷ ୨୦୨୫ ଦୋଳପୂର୍ଣ୍ଣିମା ଉପଲକ୍ଷେ ସଂସ୍କୃତି ସମ୍ପର୍ଣ ଐତିହାସିକକ୍ଷେତ୍ର ଭଞ୍ଜ ଭୁମି କୁଲାଡ ଗ୍ରାମରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ଵାମୀ, ଶ୍ରୀ ନାରାୟଣ ସ୍ଵାମୀ, ଶ୍ରୀ ରଘୁନାଥ ସ୍ଵାମୀ ଓ ଶ୍ରୀ ଗୋପୀନାଥ ସ୍ଵାମୀ ଙ୍କ ମହାମିଳନ…