Sign in
Sign in
Recover your password.
A password will be e-mailed to you.
ଲକ୍ଷାଧିକ ଟଙ୍କା ର ଖଇର କାଠ ସହ ଟ୍ରାକ୍ଟର ଜବତ: ଜଣେ ଅଭିଯୁକ୍ତ ଗିରଫ।
ପଦ୍ମପୁର :- ଲକ୍ଷାଧିକ ଟଙ୍କା ର ଖଇର କାଠ ସହ ଟ୍ରାକ୍ଟର ଜବତ କରିଛି ପଦ୍ମପୁର ବନ ବିଭାଗ। ଚୋରା ଚାଲାଣ ହେଉଥିବା ଖବର ପାଇ ପଦ୍ମପୁର ବନବିଭାଗ ର କର୍ମଚାରୀ ମାନେ ଡାଙ୍ଗବାହାଲ ରେ ଚଢାଉ କରି ୨ ଟନ ୧୫୦ କେଜି ଖଇର କାଠ ସହ ବ୍ୟବହୃତ ଟ୍ରାକ୍ଟର ନମ୍ବର (ଓଡି ୧୭ ଜେ୦୭୧୩) ଓ ଟ୍ରଲି (ଓଡି ୧୭ ଜେ…
ଗୋ ମାଂସ କାରବାରରେ ମୁଣ୍ଡଗାଁ ଅଶାନ୍ତ, ଘଟଣା ସ୍ଥଳରେ ପୋଲିସ ମୁତୟନ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଭସ୍ମl ଥାନା ଅର୍ନ୍ତଗତ ମୁଣ୍ଡଗାଁ ରେ ଜଣେ ବ୍ୟକ୍ତି ବାଛୁରୀ କୁ ମାରି ମାଂସ ତିଆରି କରି ବିକ୍ରି କରି ଉଦ୍ୟମ କରିଥିବା ସମୟରେ ବାଛୁରୀ ମାଲିକ ଜାଣିଥିଲେ l ପରେ ଗ୍ରାମବାସୀ, ପୋଲିସ ଆସି ପହଂଚିଥିଲେ l ତାପରେ ପୋଲିସ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ପୋଲିସ ଉଠାଇ…
ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା:ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର
ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି।ଏଥିରେ ଜାରିଂ କ୍ଲଷ୍ଟର ଅନ୍ତର୍ଗତ ପିପିଲିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ବିନି ନାଏକ ସର୍ବାଧିକ ୪୪ ନମ୍ଵର ରଖି ଵ୍ଲକ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି।ଫଳରେ ମାତା…
ଭୁବନେଶ୍ବରରେ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର
ସାଂସଦ ଅପରାଜିତାଙ୍କ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀଙ୍କ ସହମତି
ଭୁବନେଶ୍ବର:ଭୁବନେଶ୍ବରରେ ସ୍ଥାପନ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର୍ ର ଏକ ଶାଖା । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ…
ଘୁମୁସର ଅଞ୍ଚଳରେ ବେଧଡକ ଚାଲିଛି ଗୋ ଚାଲାଣ, ଶତାଧିକ ଗୋରୁ ନିଧିଆପଲ୍ଲୀ ରୁ ଉଦ୍ଧାର
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଘୁମୁସର ଅଞ୍ଚଳରେ ବେଧଡକ ଚାଲିଛି ଗୋ ଚାଲାଣ ଏବଂ ଗୋ ଚାଲାଣ ର ଚରା ଭୁଇଁ ପାଲଟିବାରେ ଲାଗିଛି ଭଞ୍ଜନଗର।ପ୍ରତ୍ୟକ ଦିନ ଭଞ୍ଜନଗର ସହର ଦେଇ ଅନେକ ଗୋ ଚାଲାଣ ଗାଡି ଯିବା ଆସିବା କରୁଛି ଓ ଏହି ଗୋ ତସ୍କର ଗାଡି ସବୁକୁ ସୁରକ୍ଷା ଦେବା ପାଇଁ କିଛି ଗୁପ୍ତ ବାଇକ…
“ଦୋଳ ଉତ୍ସବ” ଉଦଯାପିତ : ମୁଖ୍ୟ ଆକର୍ଷଣ କୁନି କୁନି ପିଲାଙ୍କ ରାଧାକୃଷ୍ଣ ବେଶ
https://youtu.be/OSPJFaM-7G0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂୂଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ ଦିନ ଧରି…
ଆନ୍ତର୍ଜାତୀୟ ଗ୍ରାହକ ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ରସିକରାଜ ମନ୍ଦିର ଠାରେ ଗ୍ରାହକ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆନ୍ତର୍ଜାତୀୟ ଗ୍ରାହକ ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମଞ୍ଚର ଜିଲ୍ଲା ସଭାପତି ଶ୍ରୀ ରୋକୋମ…
ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ କଳା ମୋତିଆ ବିନ୍ଦୁ (ଗ୍ଲକମା) ସପ୍ତାହ ପାଳିତ
ନୂଆପଡ଼ା ଜିଲ୍ଲା ରୁ କଳିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ):ସମଗ୍ର ବିଶ୍ୱରେ 9 ରୁ-15 ମାର୍ଚ୍ଚ ମଧ୍ୟରେ ବିଶ୍ୱ କଳା ମୋତିଆବିନ୍ଦୁ ସପ୍ତାହ ପାଳିତ ହେଉଛି। ଏହି ଅବସରରେ 13 ତାରିଖରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଜନ ସଚେତନତା ସମାରୋହ ପାଳିତ ହୋଇଯାଇଛି। ଦିବସ…
ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ରାୟଗଡ ପୋଲିସ
ରାୟଗଡ଼: ରାୟଗଡ଼ ଟାଉନ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ବୋଲେରୋ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ ସମୟରେ ସେଥିରୁ ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ରାୟଗଡ ପୋଲିସ । ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ଦିନ ରାୟଗଡ ଟାଉନ ଥାନା ଏସଆଇ ଏସକେ ମୁର୍ମୁ ଓ ପୋଲିସ…
ଏଣ୍ଡୋମେଣ୍ଟ ବୋର୍ଡ ତଥା ସରକାର ଦୃଷ୍ଟି ଦେବେ କି?
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)। ଖଲ୍ଲିକୋଟ:୧୫/୩, ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ମଥୁରା ପଞ୍ଚାୟତର ବି, ନୂ ଆପଲ୍ଲୀ ରେ ଜଗନ୍ନାଥଙ୍କ ନାମରେ ଥିବା , ପଡିଆ ଜମିରେ ଏକ ପୁଷ୍କରିଣୀ ଖୋଳା ଯିବାର ନଜରକୁ ଆସିଛି ।ଉକ୍ତ କାର୍ଯ୍ୟ ର ନାମ ଫଳକ ରେ ଅଛି,ବେଲେଶ୍ୱର ପୋଖରୀ…