Sign in
Sign in
Recover your password.
A password will be e-mailed to you.
ସାପ ଧରାଳିଙ୍କ ଦ୍ୱାରା ୩୪ ଟି ନାଗ ସାପ ଅଣ୍ଡା ଉଦ୍ଧାର,ନାଗ ଗାଏବ।
ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ର କୃପାସିନ୍ଧୁ ସ୍ୱାଇଁ ଙ୍କ ବାଡିରୁ ରବିବାର ଦିନ ୩୪ ଟି ନାଗସାପ ଅଣ୍ଡା ଉଦ୍ଧାର ହୋଇଛି ଯାହାକୁ ଦେଖିବା ପାଇଁ ଅନେକ ଲୋକ ଙ୍କ ସମାଗମ ହୋଇଥିଲେ। ସୂଚନା ମୁତାବକ ରବିବାର ଉକ୍ତ ବ୍ୟକ୍ତି ଙ୍କ ବାଡ଼ିରେ ଧାନ ଉସିଆଁ ଚୁଲି ନିକଟରେ ଧାନ…
ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଡା.ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥୀବ…
ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ବିଚାର ପରିବାର, ସାମାଜିକ ସଂଗଠନ ସମେତ ସହସ୍ରାଧିକ ସମର୍ଥକ ଜଣାଇଲେ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ୱର,ତା.୧୭/୦୩: ବିଶିଷ୍ଟ ରାଜନେତା, ବିଜେପିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ…
“ଟ୍ରେନରେ କିଲୋମିଟର ପିଛା ଯାତ୍ରା ମୂଲ୍ୟ ₹1.38, କିନ୍ତୁ ଯାତ୍ରୀମାନଙ୍କ ଠାରୁ ମାତ୍ର 73 ପଇସା ଆଦାୟ କରାଯାଏ…
ଭାରତୀୟ ରେଳବାଇର ଆର୍ଥିକ ସ୍ଥିତି ଭଲ, ଯାତ୍ରୀମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ସବସିଡି ପ୍ରଦାନ କରୁଛି: ରେଳ ମନ୍ତ୍ରୀ
ଯୁକ୍ତରାଷ୍ଟ୍ର ଏବଂ ୟୁରୋପର ମିଳିତ ଉତ୍ପାଦନ ଅପେକ୍ଷା ଚଳିତ ବର୍ଷ 1,400 ଲୋକୋମୋଟିଭ୍ ଉତ୍ପାଦିତ ହୋଇଥିଲା |
ମାର୍ଚ୍ଚ 31 ସୁଦ୍ଧା ଭାରତୀୟ ରେଳବାଇ 1.6…
ନୂତନ ଅପରାଧିକ ଆଇନ ଲାଗୁ ନିମିତ୍ତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
ପଦ୍ମପୁର :-ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସିଆରସିସି ମାନଙ୍କର ନୂତନ ଅପରାଧିକ ଆଇନ ଲାଗୁ ନିମିତ୍ତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ଅତିରିକ୍ତ ବ୍ଲକ…
ଡ଼ାବୁଗାଁ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।
ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା୧୭.୦୩.୨୦୨୫: ଆଜି ଡ଼ାବୁଗାଁ ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା…
ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ
ରାଉରକେଲା,(ବସନ୍ତ କୁମାର ଜେନା) :ସରକାରୀ ସୀକୃତି ପ୍ରାପ୍ତ ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସ୍ଥାନୀୟ ସିଭିକ ସେଣ୍ଟର ପ୍ରେକ୍ଷାଳୟ ଠାରେ ଏକ ନାରୀ ଭିତ୍ତିକ କାର୍ଯ୍ୟକ୍ରମ ଅନନ୍ୟା ନାରୀ ଗତ ତା ୧୬ ରିଖ ଦିନ ମହା…
ସୋଆର ୫ ଜଣ ଆଇନ୍ ଛାତ୍ରଛାତ୍ରୀଙ୍କ ଓଜେଏସ୍ ପରୀକ୍ଷାରେ ସଫଳତା
ଭୁବନେଶ୍ୱର, ମାର୍ଚ୍ଚ ୧୭: ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ୨୦୨୩ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍) ପରୀକ୍ଷାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୫ ଜଣ ଆଇନ ଛାତ୍ରଛାତ୍ରୀ କୃତିତ୍ୱର ସହ ସଫଳତା ହାସଲ କରିଛନ୍ତି । ନିକଟରେ ଓଡ଼ିଶା ନ୍ୟାୟିକ…
ସୋଆ ପକ୍ଷରୁ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର, ମାର୍ଚ୍ଚ ୧୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରିଜରଭିସନ୍, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ସୋମବାର ଦିବଙ୍ଗତ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି…
ବେଦାନ୍ତର ‘ପ୍ରକଳ୍ପ ଆରୋଗ୍ୟମ୍ “ଦ୍ୱାରା ଗ୍ରାମୀଣ ଓଡ଼ିଶାରେ କର୍କଟ ଚିହ୍ନଟ ପରୀକ୍ଷଣ
ସୁନ୍ଦରଗଡ, ୧୭/୦୩/୨୦୨୫ : ବେଦାନ୍ତ ଆଲୁମିନିୟମ ପକ୍ଷରୁ ଛତିଶଗଡର ରାୟପୁର ସ୍ଥିତ ଅଗ୍ରଣୀ କର୍କଟ ଚିକିତ୍ସାଳୟ ବାଲକୋ ମେଡ଼ିକାଲ ସେଣ୍ଟର (ବିଏମସି) ସହଯୋଗରେ ଝାରସୁଗୁଡ଼ା ଜିଲ୍ଲା ନିକଟବର୍ତ୍ତୀ ବେଲପାହାଡ ଏବଂ ବିଲେଇମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ 'ପ୍ରକଳ୍ପ ଆରୋଗ୍ୟମ୍-କିଓର…
ସ୍ଵାଧୀନତା ସଂଗ୍ରାମୀ ନାରାୟଣ ପାତ୍ରଙ୍କ ସ୍ମୃତିରେ ୧୧୨ତମ ଜନ୍ମ ବାର୍ଷିକୀ ପାଳିତ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁରାଣ୍ଡି ଗ୍ରାମରେ ଆଜି ( ରବିବାର) ପ୍ରଥମ ସାଂସଦ ଏବଂ ଅବିଭାଜିତ ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ରାଜ୍ୟସଭା ସାଂସଦ ନାରାୟଣ ପାତ୍ରଙ୍କ ୧୧୨ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଉତ୍ସବ "ଜଷ୍ଟିସ୍ କର୍ଣ୍ଣର" ଏବଂ "ଲୋକନାୟକ…