ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ପଞ୍ଚଦିବସୀୟ ଶିଶୁବାଟିକା ପ୍ରଶିକ୍ଷଣ

ସୁବର୍ଣ୍ଣପୁର ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଶିଶୁବାଟିକା ପ୍ରସ୍ତୁତି ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଆଠଟି କ୍ଲଷ୍ଟର ର ୫୭ ଜଣ ଶିକ୍ଷକ…

ବନବିଭାଗର ଚଢାଉ,୮ କିଲୋ କଟା ମାଂସ ସହିତ ଦେଶୀ ବନ୍ଧୁକ ଜବତ୍

ଓଡ଼ଗାଁ,୧୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଶୁଳିଆ ସଂରକ୍ଷିତ ଜଙ୍ଗଲ ନିକଟ ବିଟଳଗାଡିଆ ଗ୍ରାମର ଏକ ଚାଷ ଜମିରେ ବନବିଭାଗ ଚଢାଉ କରି ୮ କେଜୀ ବଣ୍ୟପ୍ରାଣୀ ମାଂସ ସହିତ ଦେଶୀ ବନ୍ଧୁକ ଓ ଦୁଇଟି ଛୁରି ଜବତ କରିଛନ୍ତି । ଗୁରୁବାର ସକାଳେ ବିଶେଷ ସୁତ୍ରରୁ ଖବର…

ଭଞ୍ଜନଗର ରେ କବିସମ୍ରାଟ ଙ୍କ ନାମରେ ଏକ ମ୍ୟୁଜିୟମ୍ ହେବ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଭଞ୍ଜନଗର ନିକଟସ୍ଥ କୁଲାଡ ଗ୍ରାମର ଭଞ୍ଜ ମଣ୍ଡପ ଠାରେ ଦୁଇ ଦିନ ଧରି ଚାଲିଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ ଆଜି ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଆଜିର ଉଦଯାପନୀ ଉତ୍ସବରେ ଭଞ୍ଜନଗର…

ମାଣିକଚଉଁରା ଓ ଅଇଲପୁର ସ୍କୁଲର ବାର୍ଷିକୋତ୍ସବ

 ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଵ୍ଲକ ମାଣିକଚଉଁରା  ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷ୍ୟେ ସ୍କୁଲ ପରିସରରେ ରହିଥିବା ଗ୍ରମର ସମସ୍ତ ମହିଳା ପୁରୁଷ ସମଵେତ ହୋଇ ଏକତ୍ର ଭୋଜନ କରିବା ପରିଵେଶ ଖୁଵ…

ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ହାରାଧନ ବେରିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ବ୍ଲକ…

ବନ ବିଭାଗ ଦ୍ବାରା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାପାଇଁ ପଥପ୍ରାନ୍ତ ନାଟକ।

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଜଙ୍ଗଲରେ ନିଆଁ ଲାଗିଲେ କେତେ ମୂଲ୍ୟବାନ ଗଛ ନଷ୍ଟ ହେଇଯାଉଛି।ଲୋକମାନେ ପଡୁଚାକ୍ଷ ପାଇଁ ଜଙ୍ଗଲ କାଟି ନିଆଁ ଲଗାଇ ଦେବା ଫୋଳରେ ସାରା ଜଙ୍ଗଲ ପୋଡି ଯାଉଛି।ଯାଦ୍ବାରା ପରିବେଶ ସନ୍ତୁଳନ ଘୋଟି ଜଳବାୟୁ ପରିବର୍ତ୍ତନ ଘଟୁଛି।ସ୍ବଳ୍ପବର୍ଷା ଅତ୍ୟାଧିକ ଗରମ ଅନୁଭୂତି…

ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ…

ନବରଙ୍ଗପୁର : ଅଶୋକ ସାହୁ, ଶାସକ ପ୍ରଶାସକ,ମିଶନ ଶକ୍ତି ସଭାଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ…

ମାଆ ବନଦୂର୍ଗା ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ; ସ୍ଥାନୀୟ ଲୋକଙ୍କ ସହାୟତାରେ ଚୋରକୁ ବାନ୍ଧିଲା ପୋଲିସ୍

  ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବର୍ତ୍ତମାନ ଗଂଜାମ ଜିଲ୍ଲାରେ ବିଭିନ୍ନ ମନ୍ଦିରକୁ ଟାର୍ଗେଟ୍ କରୁ୍ଥିବା ବେଳେ କିଛି ମନ୍ଦିରର ଚୋରି ସାମଗ୍ରୀ ପୋଲିସ୍ ଫେରି ପାଇଛି ଏବଂ କିଛି ସାମଗ୍ରୀ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ I କିନ୍ତୁ ଗତ ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ…

ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କାର୍ଯ୍ୟାଳୟରେ ତାଲା ; ଆନ୍ଦୋଳନରେ କର୍ମଚାରୀ ;…

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ନିଜର ଦୁଇ ଦଫା ଦାବି ଯଥା କ୍ୟାଡର୍ ପୁନର୍ଗଠନ, ନିୟମିତକରଣ ଏବଂ ଦରମା ଅଭିବୃଦ୍ଧି ନେଇ ସମଗ୍ର ରାଜ୍ୟରେ ଚାରିଦିନ ହେବ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର କର୍ମାଚରୀମାନେ ଆନ୍ଦୋଳନରେ ବସିଛନ୍ତି I ଏହାର ସିଧାସଳଖ କୁପ୍ରଭାବ ପଡ଼ିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର…

କୃଷକ ମହାପଞ୍ଚାୟତ ପାଇଁ ଗାଁ ଗାଁ ରେ ପ୍ରସ୍ତୁତି ବୈଠକ

ବିଜେପୁର :-ଆସନ୍ତା ମାର୍ଚ୍ଚ ୧୭ ତାରିଖରେ ବରଗଡ ଜିଲ୍ଲା ସୟାଁ ଖେଳପଡ଼ିଆ ଠାରେ ହେବାକୁ ଥିବା କୃଷକ ମହାପଞ୍ଚାୟତ ପାଇଁ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ର ଗାଁ ଗାଁ ରେ ଜୋରଦାର ପ୍ରସ୍ତୁତି ଚାଲିଛି । ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ…