Sign in
Sign in
Recover your password.
A password will be e-mailed to you.
୧୧ତମ ଦୋଳ ଉତ୍ସବ ଆସନ୍ତା ୧୬ ରେ..
ରାଉରକେଲା, (ବସନ୍ତ କୁମାର ଜେନା): କେନ୍ଦ୍ରୀୟ ଦୋଳ ମେଲଣ ସମିତି ର ୧୧ ତମ ଦୋଳ ଉତ୍ସବ ଆସନ୍ତା ୧୬ ତାରିଖ ଦିନ ପାଳନ କରାଯିବ। ଏ ସମ୍ପର୍କରେ ସମିତି ତରଫରୁ ସେକ୍ଟର ୧୫ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର…
ସରପଞ୍ଚଙ୍କ ଅସଭ୍ୟ ଗାଳିଗୁଲଜକୁ ନେଇ ଥାନାର ଦ୍ୱାରସ୍ଥ ସାମ୍ବାଦିକ
ନବରଙ୍ଗପୁର 14/03.2025,ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗୀ ପଂଚାୟତ ର ,ପଣସପଦର ଗ୍ରାମରେ 2023/2024ଆର୍ଥିକ ବର୍ଷର ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା ଚାରିଲକ୍ଷ ପଚାଶ ହଜାର ମୂଲ୍ୟରେ ଏକ କମ୍ୟୁନିଟି ଗୃହ…
ଖଲିକୋଟ ନିର୍ମଳ ଝର ରେ ଦୋଳପୂର୍ଣ୍ଣିମା ଉତ୍ସବ ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା: ଆଜି ସ୍ଥାନୀୟ ଖଲ୍ଲିକୋଟ ର ନିର୍ମଳ ଝର ଠାରେ ହରିହର ଭେଟ ହୋଇଛି । ଏଅଵସରରେ ଦେଖିବାକୁ ମିଳିଛି ଯେ, ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରରୁ ରାଧାକୃଷ୍ଣ ବାହାରି ନଗର ପରିକ୍ରମା କରି ପନ୍ତି ଭୋଗ ସମର୍ପଣ କରାଯାଇଥିଲା। ତାପରେ ନିର୍ମଳ ଝର ରେ ଦୋଳମଣ୍ଡପ…
ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କାର୍ଯ୍ୟାଳୟରେ ତାଲା ; ଆନ୍ଦୋଳନରେ କର୍ମଚାରୀ ;…
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ନିଜର ଦୁଇ ଦଫା ଦାବି ଯଥା କ୍ୟାଡର୍ ପୁନର୍ଗଠନ, ନିୟମିତକରଣ ଏବଂ ଦରମା ଅଭିବୃଦ୍ଧି ନେଇ ସମଗ୍ର ରାଜ୍ୟରେ ଚାରିଦିନ ହେବ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର କର୍ମାଚରୀମାନେ ଆନ୍ଦୋଳନରେ ବସିଛନ୍ତି I ଏହାର ସିଧାସଳଖ କୁପ୍ରଭାବ ପଡ଼ିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର…
ମାଆ ବନଦୂର୍ଗା ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ; ସ୍ଥାନୀୟ ଲୋକଙ୍କ ସହାୟତାରେ ଚୋରକୁ ବାନ୍ଧିଲା ପୋଲିସ୍
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବର୍ତ୍ତମାନ ଗଂଜାମ ଜିଲ୍ଲାରେ ବିଭିନ୍ନ ମନ୍ଦିରକୁ ଟାର୍ଗେଟ୍ କରୁ୍ଥିବା ବେଳେ କିଛି ମନ୍ଦିରର ଚୋରି ସାମଗ୍ରୀ ପୋଲିସ୍ ଫେରି ପାଇଛି ଏବଂ କିଛି ସାମଗ୍ରୀ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ I କିନ୍ତୁ ଗତ ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ…
ସରକାରୀ ଉଚ୍ଚ ବିଦ୍ୟାଳୟ , ଜାଜପୁର ରେ ବାର୍ଷିକ ଉତ୍ସବ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ , ଜାଜପୁର ରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାତ୍ମିକ…
ଦୁର୍ନୀତି-ମୁକ୍ତ ଓଡ଼ିଶା ଗଠନରେ ଆର: ଟି: ଆଇ: ସକ୍ରିୟ କର୍ମକର୍ତ୍ତା ମାନଙ୍କ ଭୂମିକା ସମ୍ପର୍କିତ ସଚେତନତା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜଷ୍ଟିସ କର୍ଣ୍ଣର ପକ୍ଷରୁ ଓଡ଼ିଶା ସୂଚନା ଅଧିକାର ଅଭିଯାନର ମିଳିତ ସହଯୋଗରେ ପାରଳାଖେମୁଣ୍ଡି ସ୍ଥିତ ପର୍ଯ୍ୟଟନ କ୍ଷେତ୍ର ବୃନ୍ଦାବନ ପ୍ୟାଲେସ ପରିସରରେ ଦୁର୍ନୀତି-ମୁକ୍ତ ଓଡ଼ିଶା ଗଠନରେ ଆର: ଟି: ଆଇ: ସକ୍ରିୟ କର୍ତ୍ତା ମାନଙ୍କ…
ସରସ୍ୱତୀ ଶିଶୁ ମନ୍ଦିରରେ ହୋଲି ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁବାର ଦିନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗର ପର୍ବ ହୋଲି ଉତ୍ସବ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପିଲା ମାନେ ନିଜର…
ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ବେଲଗୁଣ୍ଠା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ବରିଷ୍ଠ କିରାଣୀକୁ ଧରିଲା…
ବ୍ରହ୍ମପୁର-:,13/03, ଆଜି ବେଲଗୁଣ୍ଠା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶ୍ରୀକାନ୍ତ ଡାକୁଆ ଆଜି ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ସମ୍ପର୍କରେ ଭିଜିଲାନ୍ସ ଟିମ୍ ଖବର ପାଇ ଦୁଇଟି ଟିମ୍ ସନ୍ଧ୍ୟା ସମୟରେ ବୁଗୁଡ଼ା ବ୍ଲକ ମୋଟାବାଡ଼ି ନିକଟରେ କିରାଣୀ ଶ୍ରୀ ଡାକୁଆଙ୍କୁ ଦୁଇ ପଟୁ…
ଚତୁର୍ଥ ଦିନରେ ଦୋଳ ଉତ୍ସବ : ମୁଖ୍ୟ ଆକର୍ଷଣ “ମଘାପୋଡି”
https://youtu.be/V0-ZdhzqYwg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳ ଉତ୍ସବ ଆଜି (ଗୁରୁବାର)…