ନୂଆପଡା ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ଆଜି ନୂଆପଡାରେ ସମବାୟ ବିଭାଗ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ…

ଦରିଦ୍ରତାର କଷାଘାତରେ ନୟନା

ଜଗତସିଂହପୁର,ତା-୨୯.୦୪.୨୦୨୫/ସୁମନ୍ତ କୁମାର ଦାସ: ଦୁଃଖ ଦରିଦ୍ରତା ଯେମିତି ଗ୍ରାସ କରିଛି ନୟନା ଜାତିଙ୍କୁ l ଜୀବନର ପ୍ରତିଟି ମୁହୂର୍ତ୍ତ ବଂଚିବା ତାଙ୍କ ପାଇଁ ହେଇଯାଉଛି ବଡ଼ କଷ୍ଟକର l ସୁଖ, ସୁବିଧାର ଜୀବନତ ତାଙ୍କ ପାଇଁ ଗୋଟିଏ ସ୍ୱପ୍ନ ପରି ମନେହୁଏ l ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ…

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଇଟିଇଆରର ପୁରାତନ ଛାତ୍ର ତଥା ଓଡ଼ିଶା ସୋସାଇଟି ଅଫ୍ ୟୁକେର…

ଭୁବନେଶ୍ୱର, ୨୯ ଏପ୍ରିଲ୍ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଙ୍ଗଳବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୧୦ ବ୍ୟାଚର…

ସୋଆରେ ଆନ୍ତର୍ଜାତିକ ବିହନ ଦିବସ ପାଳିତ

ଭୁବନେଶ୍ୱର, ଏପ୍ରିଲ୍ ୨୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ ( ଆଇଏଏସ୍)ର ବୀଜ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଶନିବାର ମେଣ୍ଢାଶାଳ ଗ୍ରାମପଂଚାୟତ କାର୍ଯ୍ୟାଳୟ ସଭାଗୃହରେ ଅଂଚଳର ପ୍ରାୟ ୭୦ ଜଣ ଚାଷୀ ଓ ଜନସାଧାରଣଙ୍କ…

ସୋଆ କୀଟତତ୍ୱ ବିଭାଗର ପ୍ରଥମ ବିଭାଗୀୟ ମୁଖ୍ୟ ପ୍ରଫେସର ଅଚୁ୍ୟତାନନ୍ଦ ଦାସଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର, ଏପ୍ରିଲ୍ ୨୮: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ ( ଆଇଏଏସ୍) ର କୀଟତତ୍ୱ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ପ୍ରଫେସର ଅଚୁ୍ୟତାନନ୍ଦ ଦାଶଙ୍କ ବିୟୋଗରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି ।କୀଟତତ୍ୱ ବିଭାଗ ପକ୍ଷରୁ…

ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଓ ସ୍ୱାଭିମାନ ଦିବସ ପାଳିତ

ଭୁବନେଶ୍ୱର,୨୮/୪ : ଉତ୍କଳ ଗୌରବ ମଧୁସୂଦନ ଦାସ ଓକିଲାତିରୁ ଦେଶ ସେବା ସମାଜସେବା କରୁଥିଲେ। ମଧୁ ବାବୁ କେବେ ତାଙ୍କ ଜୀବନରେ ସାଲିସ କରିନାହାନ୍ତି। ସେ ସମାଜ ସଂସ୍କାରକ ଥିଲେ। ତାଙ୍କର କାର୍ଯ୍ୟଧାରା, ତ୍ୟାଗ, ସଂଘର୍ଷ ଚିରସ୍ମରଣୀୟ। ଇଂରେଜ ସରକାର ବିରୁଦ୍ଧରେ ଲଢ଼ିବାକୁ ସେ ଇଂରାଜୀ ଭାଷା ଓ…

ପବିତ୍ର ରଥ ଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜୟପୁର ୨୮.୦୪.୨୦୨୫,ଅଶୋକ ସାହୁ, ଶାସକ ପ୍ରଶାସକ,ଜୟପୁର ସଦର ମହକୁମା ଠାରେ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୨୦୨୫ ମସିହାର ପବିତ୍ର ରଥ ଯାତ୍ରା ପାଳନ ନିମନ୍ତେ ପୌରପାଳିକା କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷରେ ଅପରାହ୍ନ ୫.୩୦ ଘଟିକା ସମୟରେ ଜୟପୁର ବିଧାୟକଙ୍କ ଶ୍ରୀଯୁକ୍ତ ତାର। ପ୍ରସାଦ…

ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାରେ ସମବାୟର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆରମ୍ଭ ୯,୫୩୭ ଜମାକାରୀ ପାଇବେ ୨୦.୯୬ କୋଟି ଆଜି ପ୍ରଥମ ଦିନରେ ୧୧୭ ଜମାକାରୀଙ୍କ ୨.୮୦ କୋଟି ଟଙ୍କା ଫେରସ୍ତ ହେଲା ଢେଙ୍କାନାଳ, ଛତ୍ରପୁର, ଆସ୍କା, ଭଞ୍ଜନଗର ସହରର ଜମାକାରୀଙ୍କ…

ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରାପଡା ସାଂସଦଙ୍କ ଆଲୋଚନା

କେନ୍ଦ୍ରାପଡା ଜିଲ୍ଲାରେ ଲଜିଷ୍ଟିକ୍‌ସ ହବ, ଲୁଣାନଦୀ ଉପରେ ପ୍ରସ୍ତାବିତ ବ୍ୟାରେଜ୍, କେନ୍ଦ୍ରାପଡାରେ ଚାରିଟେବୁଲ ମଲ୍‌ଟିସ୍ପେଷାଲ୍ଟି ହସ୍ପିଟାଲ ଏବଂ କେନ୍ଦ୍ରାପଡା ଓ ଆଳିରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା…

ସୋହେଲା ଠାରେ ସ୍ୱାଭିମାନ ଦିବସ ପାଳିତ

 ସୋହେଲା :-ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନ ଅତୁଳନୀୟ । ସେ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଓଡ଼ିଆ ଜାତି ପ୍ରତି ସମର୍ପିତ ସ୍ବାଭିମାନୀ ପୁରୁଷ । ତାଙ୍କ ଜନ୍ମ ଦିନକୁ ଓଡ଼ିଶାରେ ସମ୍ବାଦ ତରଫରୁ ସ୍ବାଭିମାନ ଦିବସ ଭାବେ ପାଳନ କରିବା ଯଥାର୍ଥ ବୋଲି…