ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ଖୋଲିଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର

ରାଉରକେଲା, (ବସନ୍ତ କୁମାର ଜେନା): ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିଥିବାରୁ ସ୍ଥାନୀୟ ଅଞ୍ଚଳର ଖୁସିର ଲହର ଖେଳିଯାଇଛି। ରାଉରକେଲା ସହରର ସପ୍ତମ ତଥା ଛେଣ୍ଡ ଅଞ୍ଚଳରେ ଏହା ଦ୍ବିତୀୟ ଜନ ଔଷଧି କେନ୍ଦ୍ର। କେନ୍ଦ୍ର ର ମୁଖ୍ୟ ମାନୁଲିପା ବିଶ୍ବାଳ…

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଅକ୍ଷୟ ତୃତୀୟା ପର୍ବ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି -ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ର ପ୍ରଦର୍ଶନ କ୍ଷେତ୍ରରେ କୃଷି ଭିତ୍ତିକ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇଛି। କାର୍ଯକ୍ରମ ର ପ୍ରାରମ୍ଭ ରେ କୃଷି ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡଃ ଭି. ଏସ. ଦେବଦାସ ଙ୍କ…

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ପାଳିତ: ଜିଲ୍ଲାସ୍ତରୀୟ କୃଷକ ଦିବସରେ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଅକ୍ଷିମୁଠି…

ଖରିଫ୍ ଋତୁ ପାଇଁ ସିଏମ୍-କିଷାନ ରାଶି ପ୍ରଦାନ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାୟଗଡ଼ା ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ ଉତ୍ସବ ଗୁଣପୁରସ୍ଥିତ କୃଷି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ…

ଅକ୍ଷି ମୁଠି ଅନୁକୂଳ କଲେ ଯୁବ ସମାଜ ସେବୀ ରତିକାନ୍ତ ପ୍ରଧାନ। ବା

 ବାସୁଦେବପୁର - ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷୀ ମୁଠି ଅନୁକୂଳ କଲେ ଯୁବ ସମାଜ ସେବୀ ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ। ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ନାଇକାନିଡିହି ଠାରେ ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଅକ୍ଷୟ ତୃତୀୟା ପାଳନ ଉତ୍ସବ ରେ ଉପସ୍ଥିତ ରହି ଫାଉଣ୍ଡେସନ ର…

ଏଆଇସି-ନାଳନ୍ଦା ପକ୍ଷରୁ ବିଶ୍ୱ ବୌଦ୍ଧିକ ସମ୍ପତି ଦିବସ ୨୦୨୫ ପାଳନ

ଭୁବନେଶ୍ୱର : ଅଟଳ ଇନୋଭେଶନ ମିଶନ, ନିତି ଆୟୋଗ ଦ୍ୱାରା ସମର୍ôଥତ ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ବିଶ୍ୱ ବୌଦ୍ଧିକ ସମ୍ପତି ଦିବସ (ୱାର୍ଲ୍ଡ ଇଂଟେଲେକ୍‌ଚୁଆଲ ପ୍ରପର୍ଟି ଡେ’) ଭୁବନେଶ୍ୱରର ଭିକେ-ଏଆଇସିୱାଇଏଏମଠାରେ ସଫଳତାର ସହ ଆଇପି…

ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ନିମନ୍ତେ ସୋଆରେ ଷ୍ଟାର୍ଟ-ଅପ୍ କନକ୍ଳେଭ ‘ଇମ୍ପଲ୍ସ’ ଆୟୋଜିତ

ଭୁବନେଶ୍ୱର , ଏପ୍ରିଲ ୩୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଏବଂ ଷ୍ଟାର୍ଟ-ଅପ୍ ଓଡ଼ିଶାର ମିଳିତ ସହଯୋଗରେ ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପରିସିରରେ ଏକ ଦିବସୀୟ କନକ୍ଳେଭ ‘ଇମ୍ପଲ୍ସ’ ଆୟୋଜିତ ହୋଇଯାଇଛି । ଏଥିରେ ଯୁବ ଉଦ୍ୟୋଗୀ, ଷ୍ଟାର୍ଟ-ଅପ୍ ବିଶେଷଜ୍ଞ ଓ ସରକାରୀ…

ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲର ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଏମ୍‌ସ ପ୍ଲସ ପ୍ଲସ (AIIMS ++) ସ୍ତରକୁ ବିକଶିତ ହେବ ୧୫୯୪ କୋଟିରେ ବୁର୍ଲା ଭୀମସାର, ୧୦୧୪.୧୩ କୋଟିରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ, ୬୨୭.୧୬ କୋଟିରେ ରାଉରକେଲା ସରକାରୀ ହସ୍‌ପିଟାଲର ପୁନଃବିକାଶ କରାଯିବ  ଭୁବନେଶ୍ୱର: …

ରାଜ୍ୟରେ ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

 ଖଲିଙ୍ଗି ଗାଁରେ ୪ ବର୍ଷର କୋମଳମତି ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି  ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଏଭଳି ସମ୍ବେଦନଶୀଳ ଘଟଣା ଘଟୁଛି  ବିଜେପି ଚାପରେ ପୋଲିସ୍, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଭୁବନେଶ୍ୱର,…

ଶ୍ରମିକ ମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି

ଭୁବନେଶ୍ୱର/୨୯ ଏପ୍ରିଲ ୨୦୨୫: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକ ମାନଙ୍କ…

କଟିଲା ଠିକାଦାରଙ୍କ ରାସନକାର୍ଡ,ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୭୫ ହଜାର ଟଙ୍କା ଫାଇଦା ଧରାଇଲା ଜାଲରାସନ୍ କାର୍ଡ

ଓଡ଼ଗାଁ,୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ଜଣେ ଠିକାଦାର ଚଞ୍ଚକତାର ସହ ଯୋଗାଡ଼ କରିଥିବା ରାସନ୍ କାର୍ଡ ମାଧ୍ୟମରେ ପ୍ରତି ମାସରେ ରାସନ୍ ସାମଗ୍ରୀ ପାଇବା ସହିତ ସ୍ବାସ୍ଥ୍ୟ ଚିକିତ୍ସା ସୁବିଧା ହାସଲ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍…