ଆଇନ୍ ଅଧିକାର ମିତ୍ର ନୂତନ ପାଠ୍ୟକ୍ରମ ତାଲିମ୍ ଶିବିର

ଓଡ଼ଗାଁ,୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ତାଲୁକ ଆଇନ୍ ସେବା ପ୍ରାଧିକରଣ ଓଡ଼ଗାଁର ମିଳିତ ଆନୁକୁଲ୍ୟରେ ଓଡ଼ଗାଁ ଫୈଜଦାରୀ ଓ ଦେଓ୍ବାନି ଅଦାଲତ ପରିସରେ ନୂତନ ମନୋନୀତ ସ୍ବେଚ୍ଛାସେବକଙ୍କ ନିମନ୍ତେ ଆଇନ୍ ଅଧିକାରୀ ମିତ୍ର ତାଲିମ ଶିବିର ଏବଂ ଯୈାନ…

ଓଡ଼ଗାଁରେ ମଧୁବାବୁଙ୍କ ଜୟନ୍ତୀ ଓ ଧନ୍ୟବାଦ ସଭା

ଓଡ଼ଗାଁ,୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଦେୱାନୀ ଓ ଫୌଜଦାରୀ ଅଦାଲତର ବାର ଆସୋସିଏସନ୍ ସଭାଗୃହରେ ସଭାପତି ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ମଧୁବାବୁଙ୍କ ଜୟନ୍ତୀ ଏବଂ ଆଇନ ଦିବସ ପାଳିତ ହୋଇଯାଇଛି । ଓଡ଼ଗାଁ ଅଦାଲତର ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ମାନସ…

ଶ୍ରୀଶ୍ରୀ ହନୁମାନ ଜୀଉଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ପୁରୀ ସାଂସଦ ଏବଂ ପ୍ରତ୍ୟୁଷା ରାଜେଶ୍ବରୀ ସିଂ

ଓଡ଼ଗାଁ,୨୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମନ୍ଦିରମାଳିନୀ ଗ୍ରାମ କୁରାଳ ବେଙ୍ଗେଇସାହିରେ ବୁଧବାର ହନୁମାନ ଜିଉଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଏନେଇ ମଙ୍ଗଳବାର ଦିନ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ…

ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରରେସନ ତରଫରୁ ଡ଼ ଭୀମରାଓ ଆମ୍ବେଦକର ଙ୍କର ୧୪୩ ତମ ଜନ୍ମ ଜୟନ୍ତୀ ପାଳନ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଣ୍ଡା ଗାଁ ଠାରେ ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ମିଳିତ ସହଯୋଗରେ ବିଶ୍ୱରତ୍ନ ବାବା ସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କର ୧୩୪ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳନ କରାଗଲା l କାର୍ଯ୍ୟକ୍ରମ…

ବିଜେପୁର ହାଇସ୍କୁଲରେ ନାମଲେଖା: ଧାର୍ଯ୍ୟ ନିୟମରୁ ଅଧିକ ଟଙ୍କା ଅସୁଲ ଅଭିଯୋଗ

ବିଜେପୁର :-ଡ୍ରପ ଆଉଟ ତଥା ଅଧାରୁ ପାଠପଢା ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଁ ସରକାରୀ ସ୍ତରରେ ବହୁ ଯୋଜନା କାର୍ଯ୍ୟ କାରୀ ହେଉଛି l ଚଳିତ ଶିକ୍ଷା ବର୍ଷରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ମଧାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ ହୋଇଛି l ହେଲେ ସରକାରଙ୍କ ଏତେ…

ନୂଆପଡା ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ସଦର ମହକୁମାରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ସେକ୍ରେଟାରୀ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ନବନିତା…

ପହଲଗାମ ଆକ୍ରମଣକୁ ନିନ୍ଦା କରି ବଣିକ ସଙ୍ଘ ତରଫରୁ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡାଲ ଶୋଭାଯାତ୍ରା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ମଙ୍ଗଳବାର ସନ୍ଧ୍ୟା ୭ ଘଣ୍ଟ ସମୟରେ ବେଲଗୁଣ୍ଠା ବଣିକ ସଙ୍ଘ ସଭାପତି ସନତ କୁମାର ସୁବୁଦ୍ଧି ଓ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବଣିକ ସଙ୍ଘ କାର୍ଯ୍ୟାଳୟ ଠାରୁ  ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡାଲ ଶୋଭାଯାତ୍ରା…

ଗୁଣୁପୁର ରେ ଟି ଡି ଏସ ସମ୍ବନ୍ଧୀୟ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର କର୍ମଶାଳା ଅନୁଷ୍ଠିତ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ସଦର ସ୍ଥାନୀୟ ପଂଚାୟତ ସମିତି ସଭା ଗୃହ ଠାରେ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ମଣ୍ଡଳ ରାୟଗଡା ଓ କର ନିର୍ଧାରଣ ଏକକ ଗୁଣୁପୁର ପକ୍ଷରୁ ଏକ ସଚେତନ ମୂଳକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି.। ଯୁଗ୍ମ ବାଣିଜ୍ୟକର ଏବଂ…

ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ l

ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି , ଚାଷୀ ମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ନିର୍ଦେଶ l ରାୟଗଡା/୨୯/୦୪/୨୫: ଆସନ୍ତା ମଇ ମାସ ୨୦ତାରିଖରୁ ରାୟଗଡା ଜିଲ୍ଳାରେ ଖୋଲିବ ରବି ଋତୁ ଧାନ ମଣ୍ଡି । ଏ ନେଇ ଆଜି ଜିଲ୍ଳାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ…

ଟଙ୍କପାଣି ପଞ୍ଚାୟତ ଜନ ଶୁଣାଣୀ ଶିବିରରେ ଚାଷୀ ଙ୍କ ଧାରଣା

ଖପ୍ରାଖୋଲ (ହେମସାଗର ସାହୁ): ସରକାର ଚାଷୀ ମାନଙ୍କୁ ତାଙ୍କର ଜମିରେ ମାଟି ଉନ୍ନତି କରଣ ପାଇଁ ୫0ହଜାର ଟଙ୍କା ଲେଖାଏଁ ଅନୁଦାନ ରାଶି ଯୋଗାଇ ଦେଉଛନ୍ତି ହେଲେ ପଞ୍ଚୟତ କତୃପକ୍ଷ ଅବହେଳା ଯୋଗୁ ଚାଷୀ ନିଜ ଜମିରେ ମାଟି କାମ କରାଇ ବର୍ଷ ବର୍ଷ ଧରି ଟଙ୍କା ପାଇନପାରି ଧାରଣ ପର୍ଯ୍ୟନ୍ତ କଥା ଯାଉଛି…